ହଇଓ ନନା! ପୂର୍ବରୁ ଭଲରେ ଧୋଉଥିଲା ଏବେ କଣ ପାଟି ଖନି ମାରୁଛି ?
Odisha Wants Kejriwal
ଓଡ଼ିଶାରେ ବ୍ୟବସ୍ଥାର ପରିବର୍ତ୍ତନର ଆବଶ୍ୟକ
କେଜରିୱାଲଙ୍କ କାର୍ଯ୍ୟକର୍ତ୍ତାମାନଙ୍କୁ ସନ୍ଦେଶ 🔥
▪️BJP ର ପ୍ରତ୍ୟେକ ଷଡ଼ଯନ୍ତ୍ରର ଦୃଢ଼ ମୁକାବିଲା କରାଯିବ
ଆପଣ ଦେଶର ପ୍ରତ୍ୟେକ କୋଣରୁ ଆସନ୍ତୁ ଏବଂ ଆମ୍ ଆଦ୍ମୀ କୁ ଜିତାଇବା ପାଇଁ ଲଢେଇ ଲଢନ୍ତୁ
👉 ଟିମ୍ କେଜରିୱାଲ ସହ ଯୋଡ଼ିହେବ ପାଇଁ Registration କରନ୍ତୁ: phirlayengekejriwal.com
📞 ଅଥବା Missed Call ଦିଅନ୍ତୁ: 7277972779
09/11/2024
10 ବର୍ଷରେ କଲେ କେବଳ କାମ ହିଁ କାମ 🥳🥳
08/10/2024
ଦିଲ୍ଲୀ, ପଞ୍ଜାବ, ଗୋଆ ଏବଂ ଗୁଜରାଟ ପରେ ପଞ୍ଚମ ରାଜ୍ୟ ଭାବେ ଜମ୍ମୁ-କାଶ୍ମୀରରେ ଖାତା ଖୋଲିଲା ଆପ୍ 🔥
ଡୋଡା ବିଧାନସଭା କ୍ଷେତ୍ରରୁ ଆପ୍ ପ୍ରାର୍ଥୀ ଶ୍ରୀ Mehraj Malik ବିଜୟ ଲାଭ କରିଛନ୍ତି ।
ଶ୍ରୀ ମେହରାଜ ମଲ୍ଲିକ ତଥା ଜମ୍ମୁ-କାଶ୍ମୀରର ସମସ୍ତ ଲଢ଼ୁଆ କାର୍ଯ୍ୟକର୍ତ୍ତା ସାଥି ଓ ସମର୍ଥକମାନଙ୍କୁ ଶୁଭେଚ୍ଛା ଏବଂ ଅଭିନନ୍ଦନ 💐
06/10/2024
ଜନତାଙ୍କ ଅଦାଲତରେ ନିଜର ପୁଅ, ନିଜର ଭାଇଙ୍କୁ ଆଶୀର୍ବାଦ ଦେବାପାଇଁ ପହଞ୍ଚିଲେ ଦିଲ୍ଲୀବାସୀ ❤️👏
21/09/2024
ହରିୟାନା ଚାହେଁ ପରିବର୍ତ୍ତନ 💯💯
ହରିୟାନା ଚାହେଁ କେଜରିୱାଲ 💪🔥
21/09/2024
ହରିୟାଣାର ଜଗଡ୍ରି ବିଧାନସଭାରେ ଆୟୋଜିତ ବିଶାଳ ରୋଡ୍ ସୋ ରାସ୍ତାରେ ଏକତ୍ରିତ ହୋଇଥିବା ଜନତା ଦର୍ଶାଉଛି ଯେ ଏଥର ହରିୟାଣା ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି।
ଏଥର ଅକ୍ଟୋବରରେ ହରିୟାଣା ବାସୀ ଆମ୍ ଆଦମୀ ପାର୍ଟିକୁ ଭୋଟ୍ ଦେଇ ପରିବର୍ତ୍ତନ ଏବଂ ସଚ୍ଚୋଟ ରାଜନୀତି ବାଛିବେ।
15/09/2024
ତାନାଶାହାର ଜେଲ ଭାଙ୍ଗି ବାହାରକୁ ଆସିଲେ ସଚ୍ଚୋଟ ଦେଶଭକ୍ତ Arvind Kejriwal ଜୀ 🔥🔥
16/08/2024
You have always inspired the team Odisha ♥️.
Arvind Kejriwal
Aam Aadmi Party
28/06/2024
ପଚାରନ୍ତୁ ନାହିଁ ମୋତେ ...
01/06/2024
ଜୟ ସମ୍ବିଧାନ, ଜୟ ଗଣତନ୍ତ୍ର 🇮🇳
4 ଜୁନ ରେ 295+ ସିଟ୍ ସହିତ ଗଠନ ହେବାକୁଯାଉଛି INDIA ର ସରକାର
20/05/2024
ବିଜେପିର ସମ୍ବିତ ପାତ୍ରଙ୍କ ମନ୍ତବ୍ୟ ଉପରେ ବର୍ଷିଲେ Arvind Kejriwal
Click here to claim your Sponsored Listing.
Location
Category
Contact the business
Telephone
Website
Address
MIG A/19, BRIT COLONY
Bhubaneswar
751012
