04/11/2025
Kartika brata puja at maruti mandapa, Barimunda.
କାର୍ତ୍ତିକ ପଞ୍ଚୁକ II Kartika Panchuka II #enter10odisha
କାର୍ତ୍ତିକ ପଞ୍ଚୁକ II Kartika Panchuka IIMaruti Mandapa, Barimunda, Bhubaneswar@enter10odisha
10/06/2022
An old photo of Baba Lakheswar temple.
Barimunda.
26/01/2021
Village road of Barimunda...
02/12/2019
The total geographical area of village is 370 hectares. Barimunda has a total population of 2,555 peoples.Male population 1322 & Female population 1233. There are about 544 houses in Barimunda village. As per 2019 stats, Barimunda villages comes under Bhubaneswar North (uttar) assembly & Bhubaneswar parliamentary constituency. Bhubaneswar is nearest town to Barimunda which is approximately 10km away.
28/07/2019
Aerial view of Barimunda.
18/05/2019
ପୂର୍ବ ଦିଗେ ପୂର୍ଣ୍ଣ ଶ୍ରୋତା କୁଆଖାଇ
କୁଳୁକୁଳୁ ନାଦେ ଯା ଉ ଅଛି ବହି
ପଶ୍ଚିମ ଦିଗରେ ଜଗତ୍ର ଈଶ୍ୱର
ସେ ପରା ଅଟନ୍ତି ପ୍ରଭୁ ଲାଖେଶ୍ୱର
ଉତ୍ତର ଦିଗରେ ଅଟଇ କଟକ
ଓଡ଼ିଶା ବାସୀଙ୍କ ବ୍ୟବସାୟ ପୀଠ
ଦକ୍ଷିଣ ଦିଗରେ ରାଜ୍ୟ ରାଜଧାନୀ
ଏ ହେଉଛି ଆମ ଗ୍ରାମ ର କାହାଣୀ
ଏହାରି ମଝିରେ ଅଟେ ଆମ ଗାଆଁ
ବରିମୁଣ୍ଡ ନାମେ ବିଖ୍ୟାତ ତା ନାଆଁ