22/11/2025
✨ Proud Moment ✨
The Village Entrance Light Board “I ❤️ Sikharchandi Nagar” was not working for the last 6 months.
our village came forward and repaired the light with their own hard-earned money, without any support from others.
This is a great gesture of unity, responsibility and love for our village.
We are truly proud of our young generation — their dedication, teamwork and willingness to take initiative is inspiring. 💪❤️
🙏 A big Thank You to all the youths of our village
You proved that — “Together we can make anything possible.”
Let’s keep this spirit alive… keep going… stay united always! 🤝🌟
I ❤️ Sikharchandi Nagar
Sikharchandi nagar,KIIT,bbsr fans @
06/08/2025
Free Rakhi Available on every Cake order 👍👍
Contact BB CAKES , Sikharchandi Nagar.
7809467070
🎉 BB CAKES Special Raksha Bandhan Offer! 🎉
Buy any customized cake & get 1 Rakhi FREE! 🎂🎁📿
Celebrate the sweetest bond with something delicious and thoughtful! 💝
📞 Order now: 7809467070
🚚 24x7 Delivery Available
23/07/2025
Contact for customized Cakes BB CAKES 👍
29/06/2025
ପବିତ୍ର ଘୋଷଯାତ୍ରା ୨୦୨୫ ଉପଲକ୍ଷେ
ଶ୍ରୀକ୍ଷେତ୍ର, ପୁରୀ ଠାରେ
ଓମ୍ ସାଇ କ୍ଲବ, ଶିଖରଚଣ୍ଡୀ ନଗର ତରଫରୁ ମହାପ୍ରଭୁ ଜଗନ୍ନାଥ ଙ୍କ ସେବା କାର୍ଯ୍ୟ 👍👍👌👌
🙏 ଜୟ ଜଗନ୍ନାଥ 🚩
କ୍ଳବ ର ସମସ୍ତ ସଦସ୍ୟ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ 🌸🙏
#ଘୋଷଯାତ୍ରା୨୦୨୫ #ଶ୍ରୀଜଗନ୍ନାଥ
OMM SAI CLUB, Sikharchandi Nagar
Odia Toka Siba Kumar Babuni Sahoo Rajesh Bisoi Kamesh Roy M Rachan Murty Mihir Kumar Rout Biranchi Narayana Mallick Yarana Reddy
17/06/2025
🎉 ଗଣେଶ କ୍ଲବ ର ଦ୍ୱିତୀୟ ବାର୍ଷିକ ରଜ ମହୋତ୍ସବ 🎉
ଗଣେଶ କ୍ଲବ ଦ୍ୱାରା ଆୟୋଜିତ ତିନି ଦିନ ଧରି ଚାଲିଥିବା ରଜ ମହୋତ୍ସବ ରେ ବହୁ ସଂଖ୍ୟାରେ ମହିଳା ଓ ଅନ୍ୟାନ୍ୟ ସଭ୍ୟମାନେ ଉତ୍ସାହିତ ଭାବେ ଭାଗ ନେଇଥିଲେ।
ଖେଳ, ସାଂସ୍କୃତିକ କାର୍ଯ୍ୟକ୍ରମ, ଦୋଳି ଖେଳ ଓ ଅନେକ ରୋମାଞ୍ଚକ ପ୍ରତିଯୋଗିତାରେ ଅନେକ ଉତ୍ସାହ ଦେଖାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପସ୍ଥିତ ଥିଲେ:
✨ ଉତ୍ତର ଭୁବନେଶ୍ୱର ବିଧାୟକ Susant Kumar Rout
✨ ଭୁବନେଶ୍ୱର ମେୟର Sulochana Das
✨ ପୂର୍ବତନ ଜଟଣୀ ବିଧାୟକ ସୁର ରାଉତରାୟ sura routray fan club
✨ ୧ ନମ୍ବର ୱାର୍ଡ କର୍ପୋରେଟର Mihir Kumar Rout
ଏହି ଅତିଥିମାନେ କାର୍ଯ୍ୟକ୍ରମ ରେ ଉପସ୍ଥିତ ରହି ପ୍ରତିଯୋଗୀ ଓ କ୍ଲବ ସଭ୍ୟମାନଙ୍କୁ ଉତ୍ସାହିତ କରିଥିଲେ।
🎊 ଶେଷ ଦିନରେ ବେଶିକିଛି ଅଦ୍ଭୁତ ଦୃଶ୍ୟ ଦେଖିବାକୁ ମିଳିଥିଲା, ଯେଉଁଠାରେ
🏆 କୃତି ପ୍ରତିଯୋଗୀ ଙ୍କୁ ପୁରସ୍କାର ଏବଂ ମାନପତ୍ର....
👑 ରଜ Queen ବଛାଯାଇ ଆକର୍ଷଣୀୟ ପୁରସ୍କାର ଦିଆଯାଇଥିଲା।
🙏 ଏହି ସଫଳ କାର୍ଯ୍ୟକ୍ରମ ପାଇଁ ଗଣେଶ କ୍ଲବ ଙ୍କୁ ଅଭିନନ୍ଦନ।
08/06/2025
🎉 Celebrating 36 Glorious Years! 🎉
On the proud occasion of the 36th Foundation Day of Sikharchandi nagar,KIIT,bbsr , we honor the journey, the people, and the purpose that built this legacy.
May we continue to grow together with strength, unity, and pride.🤝🤝🤝💐💐💐👍👍
୍ରତିଷ୍ଠା_ଦିବସ #ଶିଖରଚଣ୍ଡୀ_ନଗର #ନିଜ_ଗ୍ରାମ_ଓ_ସମାଜ_ପାଇଁ_ସମ୍ମାନ
Jagan Parida Rajesh Reddy Subham Murty Rajesh Bisoi Srikant Rao Shankar Mandal Mihir Kumar Rout Chinna Reddy Kamesh Roy Chinna Reddy BB CAKES Yarana Reddy Rajesh Maharana V Gautam Naidu Kamesh Reddy Kamesh Bûññy M Dhabaleswar Murty M Rachan Murty Biranchi Narayana Mallick
20/05/2025
Day-16 (20-May-2025)
ଜଳସେବା
ଶିଖରଚଣ୍ଡୀ ନଗର ଯୁବକ ମାନ୍ୟଙ୍କ ଦ୍ୱାରା ମାନବସେବାର ଅଭିଯାନ...
ଲଗାତାର 16 ଦିନ ଧରି, ଅପାର ଉତ୍ସାହ ଓ ସେବାଭାବ ସହିତ ଶିଖରଚଣ୍ଡୀ ନଗର ଯୁବକ ମାନେ ପଥଚାରୀଙ୍କୁ ଦହିପାଣି ଓ ଥଣ୍ଡାପାଣି ବଣ୍ଟନ କରୁଛନ୍ତି। ଏହି ଉଦ୍ୟମ ଗ୍ରୀଷ୍ମ ଦିନରେ ତାପିତ ଜନସାଧାରଣ ପାଇଁ ଏକ ଶିତଳ ସ୍ନେହ ହେବା ସହିତ ମାନବିକତାର ଏକ ଉଜ୍ଜ୍ୱଳ ନମୂନା ଭି ଅତୁଟ ରଖିଛି।
ସମାଜ ପାଇଁ ଏକ ସକାରାତ୍ମକ ପଦକ୍ଷେପ... 👌👌👏👏
ଧନ୍ୟବାଦ Srikant Rao K Sujata Rajesh Reddy Venkatravana Reddy Jagan Parida Ankur Mishra Shankar Mandal Art of Giving Chinna Reddy Subham Murty K Laxmi K Shrinibash Rao K Shrinibash Chinna Reddy Satyanarayan Senapati
#ଶିଖରଚଣ୍ଡୀ_ନଗର #ସେବା_ହିଁ_ଧର୍ମ
#ଜଳସେବା #ଦହିପାଣିବଣ୍ଟନ
18/05/2025
Day-15, (18 may 2025)
#ଜଳସେବା
ଶିଖରଚଣ୍ଡୀ ନଗରର ଯୁବଶକ୍ତି ଆଉ ମାନବତାର ଏକ ଅନୁପମ ଉଦାହରଣ... ଲଗାତାର 15 ଦିନ ଧରି ତାପମାନ ଉଚ୍ଚ ଥିବା ଏହି ଗ୍ରୀଷ୍ମକାଳୀନ ଦିନରେ ଏହି ଯୁବମାନେ ଦହି ପାଣି ବଣ୍ଟନ କରି ତାପିତ ମନୁଷ୍ୟମାନଙ୍କ ପାଇଁ ଶିତଳତା ଓ ଆଶାର ବାଣୀ ନେଇଆସିଛନ୍ତି।
ଏହା କେବଳ ଜଳ ବଣ୍ଟନ ନୁହେଁ, ଏହା ମାନବତା, ଏକତା ଓ ସେବାଭାବର ପ୍ରତିବିମ୍ବ।
ସାଧୁବାଦ ଶିଖରଚଣ୍ଡୀ ନଗର ର ସ୍ବେଛାସେବୀ ଯୁବକ ମାନଙ୍କୁ...
K Shrinibash K Sujata Srikant Rao Jagan Parida Venkatravana Reddy Rajesh Reddy M Abhilash Rao Subham Murty Rajesh Bisoi Chinna Reddy Shankar Mandal Bikash Behera Kailash Kamala Subham Rao Art Of Giving Art of Giving Sikharchandi nagar,KIIT,bbsr Ankur Mishra Sikharchandi Nagar Kamesh Roy Bharat Kumar Satyanarayan Senapati Sekh Raj
ଆପଣମାନଙ୍କ ଯେପରି ଦୃଢ଼ ସଙ୍କଳ୍ପ ଓ ସେବାଭାବ ଆମ ସମାଜର ପାଇଁ ପ୍ରେରଣା ଅଟୁଟ ରହୁ।👏👏👍👍💐💐💐
#ଜଳସେବା #ଶିଖରଚଣ୍ଡୀ #ଯୁବଶକ୍ତି #ଦହିପାଣିସେବା #ମାନବତା #ସେବାମୂଳ୍ୟ #ଶିଖରଚଣ୍ଡୀ_ନଗର #ସ୍ନେହରସେବା #ସେବା_ହିଁ_ଧର୍ମ #ମାନବତା #ନିଜ_ଗ୍ରାମ_ଓ_ସମାଜ_ପାଇଁ_ସମ୍ମାନ ିଁ_ଜୀବନ