Finance Department, Government of Odisha
This is the page of the Finance Department, Governemnt of Odisha on Facebook.
It provides information about the Finance Department, Comments posted on and messages received may be archived. The Department is not responsible for content of any outside website that may be accessed through the link provided on this page.
08/01/2025
Members of the public, Civil Society Organization, Advocacy Groups and other stakeholders are requested to use the window of opportunity to provide their valuable feedback for Budget preparation and actively contribute in building Viksit Odisha.
CMO Odisha
08/01/2025
ଜନସାଧାରଣ, ନାଗରିକ ସମାଜ, ବିଭିନ୍ନ ଅଧିବାଚକ ସଂଘ ଓ ଅନ୍ୟାନ୍ୟ ହିତାଧିକାରୀ ମାନଙ୍କୁ ଅନୁରୋଧ କରାଯାଉଅଛି ଯେ, 2025-26 ଆର୍ଥିକ ବର୍ଷର ବଜେଟ୍ ପ୍ରସ୍ତୁତି ନିମନ୍ତେ ତାଙ୍କର ମୁଲ୍ୟବାନ ମତାମତ ଦେବା ପାଇଁ ଉପଲବ୍ଧ ସ୍ଵତନ୍ତ୍ର ବ୍ୟବସ୍ଥା ବ୍ୟବହାର କରନ୍ତୁ ତଥା ଏକ ବିକଶିତ ରାଜ୍ୟ ଗଠନରେ ସକ୍ରିୟ ଯୋଗଦାନ କରନ୍ତୁ ।
CMO Odisha
30/11/2024
Following is the URL to access Vacancy Circular on selection for 1 post of Technical Member (State) of State Bench of GST Appellate Tribunal (GSTAT) for the State of Odisha at Cuttack:
https://t.co/10BLVcmMvW
30/10/2024
ବିଶ୍ୱ ମିତବ୍ୟୟିତା ଦିବସ ଅବସରରେ ମାନ୍ୟବର ମୁଖ୍ୟ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ସମସ୍ତଙ୍କୁ ଶୁଭେଚ୍ଛା ଜଣାଇବା ସହ ସମସ୍ତଙ୍କ ସ୍ୱଚ୍ଛଳ ଓ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି । ସୁରକ୍ଷିତ ଜୀବନଯାପନ ପାଇଁ ଅପବ୍ୟୟ ଓ ଅପଚୟମୁକ୍ତ ତଥା ଶୃଙ୍ଖଳିତ ଆର୍ଥିକ ସୁପରିଚାଳନା ଏକାନ୍ତ ଆବଶ୍ୟକ। ଏଥିପାଇଁ ଦୈନନ୍ଦିନ ଜୀବନରେ ସମସ୍ତଙ୍କୁ ମିତବ୍ୟୟିତା ଅବଲମ୍ବନ କରିବାକୁ ପଡ଼ିବ ବୋଲି ମୁଖ୍ୟ୍ୟମନ୍ତ୍ରୀ ବାର୍ତ୍ତା ଦେଇଛନ୍ତି ।
is marching towards universal financial inclusion by providing banking services in all unbanked GPs through CSP Plus outlets. Launched by State Govt, the scheme provides easy & affordable access to major banking services including direct benefit transfer in unbanked GPs.
In 1st phase, 750 CSP Plus outlets were opened on 28th Nov, 2023 covering 30 districts & 280 blocks under . These outlets have generated transactions to the tune of ₹1112 Cr in 22 lakh+ accounts as on 1st April, 2024. Another 2000 CSP Plus outlets were opened on 29th Feb, 2024.
is the first State in the entire country to adopt such an exemplary model for providing banking services to all unbanked GPs in line with the Mantra.
ଗାଁରେ ଖୋଲିଛି "ଆମ ବ୍ୟାଙ୍କ" CSP PLUS ଶାଖା। ମମତା ଯୋଜନା ସହାୟତା ରାଶି ପାଇବାକୁ ଆଉ ନାହିଁ ଦୂର ଗାଁ ବ୍ଯାଙ୍କକୁ ଯିବାର ଚିନ୍ତା I ଗର୍ଭବତୀ ଓ ପ୍ରସୂତି ଘରେଥାଇ ପାଉଛନ୍ତି CSP PLUS ଶାଖାର ସେବା।
"ଆମ ବ୍ୟାଙ୍କ" CSP PLUS ଶାଖା ହିତାଧିକାରୀଙ୍କୁ ହାତପାଆନ୍ତାରେ ଯୋଗାଉଛି ବ୍ୟାଙ୍କିଙ୍ଗ ସେବାI ବ୍ୟାଙ୍କ ନଯାଇ ବି ଦିବ୍ୟାଙ୍ଗ ହିତାଧିକାରିଙ୍କ ହାତକୁ ଆସୁଛି ସରକାରୀ ସହାୟତାI
ମହିଳାଙ୍କୁ ନିଜ ଗାଁ ପାଖରେ ହିଁ ମିଳୁଛି ବ୍ୟାଙ୍କିଙ୍ଗ ସେବା। ଦରକାର ସମୟରେ ସହଜରେ ସମ୍ଭବ ହେଉଛି ବ୍ୟାଙ୍କ କାମ। "ଆମ ବ୍ୟାଙ୍କ୍" ଶାଖା ଗ୍ରାମ ପଞ୍ଚାୟତରେ ପ୍ରଦାନ କରୁଛି ଭରସାଯୋଗ୍ୟ ବ୍ୟାଙ୍କିଙ୍ଗ ସେବା।
ଗ୍ରାମାଞ୍ଚଳରେ ଆର୍ଥିକ କାରବାରରେ ଯୁଗାନ୍ତକାରୀ ରୂପାନ୍ତରଣI "ଆମ ବ୍ୟାଙ୍କ" ଶାଖା ଆଣିଛି ସହଜ ବ୍ୟାଙ୍କ ସେବାର ଭରସା I ଟଙ୍କା ଜମା ଆଉ ଉଠାଣ ପାଇଁ ଆଉ ଲାଗୁନି ଘଣ୍ଟା ଘଣ୍ଟା ସମୟI
ବୟସ୍କଙ୍କୁ ଆଉ ଯିବାକୁ ପଡ଼ୁନି ଦୂର, ପଞ୍ଚାୟତରେ 'ଆମ ବ୍ୟାଙ୍କ' ସେବା ଯୋଗାଉଛି ନିରନ୍ତର।
Click here to claim your Sponsored Listing.
Location
Category
Contact the business
Website
Address
Sachivalaya Marg
Bhubaneswar
751001
Opening Hours
| Monday | 10am - 6pm |
| Tuesday | 10am - 6pm |
| Wednesday | 10am - 6pm |
| Thursday | 10am - 6pm |
| Friday | 10am - 6pm |
| Saturday | 10am - 6pm |
