30/03/2024
ଷଷ୍ଠଥର ନବୀନ ସରକାର ବିଜେଡିର ବିଧାନସଭା ଯୋଦ୍ଧା
Biju janta Dal, Janti is dedicated to help the people of Jatni Assembly Constituency and to make them aware of the schemes of sri. Naveen Patnaik
30/03/2024
ଷଷ୍ଠଥର ନବୀନ ସରକାର ବିଜେଡିର ବିଧାନସଭା ଯୋଦ୍ଧା
ନନା ଆସୁଛନ୍ତି ବିଧାନସଭା 🔥🙏❤
03/11/2023
୫ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପଣ୍ଡିଆନ ସାରଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ।
Naveen Patnaik
Vk Pandian (Chairman of 5T and Naveen Odisha)
Bibhuti Balabantaray
13/05/2023
ପୁଣିଥରେ ଶଙ୍ଖନାଦ
ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ🙏
30/03/2023
ପବିତ୍ର ଶ୍ରୀରାମ ନବମୀ ର ଶୁଭ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
27/02/2023
02/02/2023
ଆଜି ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ମଳିପଡା ଗ୍ରାମପଞ୍ଚାୟତ ଘଙ୍ଗାପାଟଣା ଗ୍ରାମରେ ପବିତ୍ର ଅଷ୍ଟପହରୀ ରେ ବିଶିଷ୍ଟ ଯୁବ ସମାଜସେବୀ ତଥା ଜଟଣୀ ନିର୍ବାଚନ ମଣ୍ଡଳୀର ଜନପ୍ରିୟ ଯୁବ ନେତା ବିଘ୍ନେଶ ବଳବନ୍ତରାୟ(ଭିକି ବାବୁ)ମହୋଦୟ❤ ଯୋଗଦେବା ସହ ଗ୍ରାମବାସୀ ମାନଙ୍କ ମଙ୍ଗଳ କାମନା କରିଥିଲେ ଏବଂ ଗ୍ରାମବାସୀ ମାନଙ୍କ ଉତ୍ସାହ ଓ ଉଦ୍ୟମ ପାଇଁ ଧନ୍ୟବାଦ ଜ୍ଞାପନ କରିଥିଲେ | 🙏🙏🙏🙏
CMO Odisha
Naveen Patnaik
Pranab Prakash Das
Bibhuti Bhusan Balabantaray
Bighnesh Balabantaray
01/02/2023
ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ତଥା ପୂର୍ବତନ ବିଧାୟକ ବିଭୂତି ଭୂଷଣ ବଳବନ୍ତରାୟ ଙ୍କ ନେତୃତ୍ୱରେ ତାଙ୍କ ସୁପୁତ୍ର ବିଘ୍ନେଶ ବଳବନ୍ତରାୟ ଜଟଣୀ ନିର୍ବାଚନ ମଣ୍ଡଳୀ ଭୁବନେଶ୍ଵର ବ୍ଲକ ଅନ୍ତର୍ଗତ ଅନ୍ଧାରୁଆ ଗ୍ରାମପଞ୍ଚାୟତ ଶବର ସାହିରେ ଶ୍ରୀ ଶ୍ରୀ ଗାଦିବ୍ରହ୍ମଙ୍କର ୨୩ତମ ବାର୍ଷିକ ଭଜନ ସମାରୋହ ରେ ଯୋଗ ଦେଇଥିଲେ।
CMO Odisha
Naveen Patnaik
Bibhuti Bhusan Balabantaray
Bighnesh Balabantaray