Surama Padhy

Directions

Surama Padhy Official Page of Surama Padhy
Hon'ble Speaker, Odisha Legislative Assembly

Elected Representative from Ranpur
In service of democracy & the people of Odisha

ଉତ୍କଳମାତାଙ୍କ ସୁଯୋଗ୍ୟା ସନ୍ତାନ, ବିଶିଷ୍ଟ ସାହିତ୍ୟିକା ତଥା ନାରୀଶିକ୍ଷାକୁ ସମଗ୍ର ରାଜ୍ୟରେ ପ୍ରୋତ୍ସାହିତ କରିଥିବା ମାଆ ସରଳା ଦେବୀଙ୍କ ପୁଣ...
04/10/2026

ଉତ୍କଳମାତାଙ୍କ ସୁଯୋଗ୍ୟା ସନ୍ତାନ, ବିଶିଷ୍ଟ ସାହିତ୍ୟିକା ତଥା ନାରୀଶିକ୍ଷାକୁ ସମଗ୍ର ରାଜ୍ୟରେ ପ୍ରୋତ୍ସାହିତ କରିଥିବା ମାଆ ସରଳା ଦେବୀଙ୍କ ପୁଣ୍ଯତିଥି ଉପଲକ୍ଷେ ପବିତ୍ର ଓଡିଶା ବିଧାନସଭା ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଲି l

ଏହି ଅବସରରେ ଏକାମ୍ର ବିଧାୟକ ମାନନୀୟ ଶ୍ରୀଯୁକ୍ତ ବାବୁ ସିଂ,ବରିଷ୍ଠ ନେତା ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ,ଉତ୍କଳ ସମ୍ମିଳନୀର ସଦସ୍ୟଗଣ ଏବଂ ଅନ୍ୟ ଅତିଥିମାନେ ଉପସ୍ଥିତ ଥିଲେ l

Babu Singh

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ନାରୀ ସଶକ୍ତିକରଣର ପ୍ରତୀକ ଏବଂ ପବିତ୍ର ଓଡିଶା ବିଧାନସଭାର ପ୍ରଥମ ମହିଳା ବିଧାୟିକା ମାଆ ସରଳା ଦେବୀଙ୍କ ପୁଣ୍...
04/10/2026

ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ, ନାରୀ ସଶକ୍ତିକରଣର ପ୍ରତୀକ ଏବଂ ପବିତ୍ର ଓଡିଶା ବିଧାନସଭାର ପ୍ରଥମ ମହିଳା ବିଧାୟିକା ମାଆ ସରଳା ଦେବୀଙ୍କ ପୁଣ୍ଯତିଥି ଉପଲକ୍ଷେ ଦୈନିକ ଖବରକାଗଜ 'ସମାଜ'ରେ ପ୍ରକାଶିତ ମୋର ଆଲେଖ୍ୟ 'ସରଳାଦେବୀ : ଏକ ଅନନ୍ୟ ପ୍ରତିଭା'

ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା-୨୦୨୬ରେ ଭାରତୀୟ 🇮🇳 କ୍ରୀଡ଼ାବିତ୍ ମାନେ ୨୧ଟି ସ୍ଵର୍ଣ୍ଣ🥇,୨୭ଟି ରୌପ୍ୟ🥈ଏବଂ ୩୭ଟି କାଂସ୍ୟ🥉ପଦକ ସହ ମୋଟ ୮୫ଟି...
04/10/2026

ଜାପାନରେ ଅନୁଷ୍ଠିତ ଏସୀୟ କ୍ରୀଡ଼ା-୨୦୨୬ରେ ଭାରତୀୟ 🇮🇳 କ୍ରୀଡ଼ାବିତ୍ ମାନେ ୨୧ଟି ସ୍ଵର୍ଣ୍ଣ🥇,୨୭ଟି ରୌପ୍ୟ🥈ଏବଂ ୩୭ଟି କାଂସ୍ୟ🥉ପଦକ ସହ ମୋଟ ୮୫ଟି ପଦକ ଜିଣି ଚତୁର୍ଥ ସ୍ଥାନ ଅଧିକାର କରିଛନ୍ତି l
ପ୍ରତିଟି ଖେଳାଳିଙ୍କ ନିଷ୍ଠାପର ପ୍ରୟାସ ଏବଂ ଦେଶପାଇଁ ଗୌରବମୟ ଇତିହାସ ରଚନା କରିବାର ସଂକଳ୍ପ ଆଜି ଆମ ସମସ୍ତଙ୍କୁ ଗର୍ବିତ କରିଛି l
ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ 💐


केंद्रीय नवीन एवं नवीकरणीय ऊर्जा एवं विद्युत राज्य मंत्री माननीय श्री श्रीपद यसो नाईक जी को जन्मदिन की हार्दिक बधाई एवं ...
04/10/2026

केंद्रीय नवीन एवं नवीकरणीय ऊर्जा एवं विद्युत राज्य मंत्री माननीय श्री श्रीपद यसो नाईक जी को जन्मदिन की हार्दिक बधाई एवं शुभकामनाएं l

प्रभु श्री सिद्धिविनायक जी की आशिर्वाद से आप हमेसा स्वस्थ रहें,दीर्घायु हों एवं राष्ट्र के प्रगति में अपना निरंतर योगदान देते रहें।

Shripad Naik

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମାନନୀୟ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀଙ୍କୁ ଜନ୍ମଦ...
04/10/2026

ରଘୁନାଥପଲ୍ଲୀ ବିଧାନସଭା କ୍ଷେତ୍ରର ବିଧାୟକ ତଥା ସୁନ୍ଦରଗଡ଼ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ମାନନୀୟ ଶ୍ରୀଯୁକ୍ତ ଦୁର୍ଗା ଚରଣ ତନ୍ତୀଙ୍କୁ ଜନ୍ମଦିନର ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି l
ମହାପ୍ରଭୁ ଶ୍ରୀଜଗନ୍ନାଥ ଆପଣଙ୍କୁ ସର୍ବଦା ସୁସ୍ଥ ଓ ନିରୋଗ ରଖିବା ସହ ଜନସେବା ନିମନ୍ତେ ଅସୀମ ଶକ୍ତି ପ୍ରଦାନ କରନ୍ତୁ l



ଓଡିଆ ଜନଜୀବନରୁ କୁସଂସ୍କାର ଦୂରୀକରଣ କରିବା ସହ ନାରୀଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପବିତ୍ର ଓଡ...
04/10/2026

ଓଡିଆ ଜନଜୀବନରୁ କୁସଂସ୍କାର ଦୂରୀକରଣ କରିବା ସହ ନାରୀଶିକ୍ଷା ନିମନ୍ତେ ପ୍ରୋତ୍ସାହିତ କରିଥିବା ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ପବିତ୍ର ଓଡିଶା ବିଧାନସଭାର ପ୍ରଥମ ମହିଳା ବିଧାୟିକା ମାଆ ସରଳା ଦେବୀଙ୍କ ପୁଣ୍ଯତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି l

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ସ୍ଵର୍ଗୀୟ ନୀଳମଣି ରାଉତରାୟଙ୍କ ପୁଣ୍ଯତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି l
04/10/2026

ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ସ୍ଵର୍ଗୀୟ ନୀଳମଣି ରାଉତରାୟଙ୍କ ପୁଣ୍ଯତିଥିରେ ବିନମ୍ର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି l

ପ୍ରକାଶଂ ଚ ପ୍ରବୃତ୍ତିଂ ଚ ମୋହମେବ ଚ ପାଣ୍ଡବ lନ ଦ୍ଵେଷ୍ଟି ସଂପ୍ରବୃତ୍ତାନି ନ ନିଵୃତ୍ତାନି କାଙ୍କ୍ଷତି ll(ଶ୍ରୀମଦ୍ ଭଗବଦ୍ ଗୀତା,ଚତୁର୍ଦ୍ଦଶ ...
04/10/2026

ପ୍ରକାଶଂ ଚ ପ୍ରବୃତ୍ତିଂ ଚ ମୋହମେବ ଚ ପାଣ୍ଡବ l
ନ ଦ୍ଵେଷ୍ଟି ସଂପ୍ରବୃତ୍ତାନି ନ ନିଵୃତ୍ତାନି କାଙ୍କ୍ଷତି ll

(ଶ୍ରୀମଦ୍ ଭଗବଦ୍ ଗୀତା,ଚତୁର୍ଦ୍ଦଶ ଅଧ୍ୟାୟ,ଶ୍ଲୋକ-୨୨)

ଭାବାର୍ଥ - ହେ ପାଣ୍ଡବ! ସତ୍ତ୍ଵ ଗୁଣର କାର୍ଯ୍ୟ ପ୍ରକାଶ, ରଜୋଗୁଣର କାର୍ଯ୍ୟ ପ୍ରବୃତ୍ତି ଏବଂ ତମୋଗୁଣର କାର୍ଯ୍ୟ ମୋହ l କୌଣସି କାରଣରୁ ପ୍ରବୃତ୍ତ ହେଲେ ଗୁଣାତୀତ ପୁରୁଷ ଏଗୁଡ଼ିକ ପ୍ରତି ଦ୍ୱେଷ କରେ ନାହିଁ ଏବଂ ସେଗୁଡ଼ିକ ନିବୃତ୍ତ ହେଲେ ସେଗୁଡ଼ିକର କାର୍ଯ୍ୟକୁ ଇଚ୍ଛା କରେ ନାହିଁ l





ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ 🇮🇳 ପୁରୁଷ ହକି ଦଳ 🏑 ମାଲେସିଆକୁ ୫-୧ ଗୋଲରେ ପରାସ୍ତ କରି ସ୍ଵର୍ଣ୍ଣ 🥇 ପଦକ ହାସଲ କରିଥିବାରୁ ସମସ୍ତ ଖ...
03/10/2026

ଏସୀୟ କ୍ରୀଡ଼ା ପ୍ରତିଯୋଗିତାରେ ଭାରତୀୟ 🇮🇳 ପୁରୁଷ ହକି ଦଳ 🏑 ମାଲେସିଆକୁ ୫-୧ ଗୋଲରେ ପରାସ୍ତ କରି ସ୍ଵର୍ଣ୍ଣ 🥇 ପଦକ ହାସଲ କରିଥିବାରୁ ସମସ୍ତ ଖେଳାଳି, ପ୍ରଶିକ୍ଷକ ଏବଂ ସହଯୋଗୀ ସଦସ୍ୟମାନଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି l 🏆



भारत सरकार में केंद्रीय संस्कृति और पर्यटन मंत्री माननीय श्री गजेन्द्र सिंह शेखावत जी को जन्मदिन की हार्दिक बधाई एवं अनं...
03/10/2026

भारत सरकार में केंद्रीय संस्कृति और पर्यटन मंत्री माननीय श्री गजेन्द्र सिंह शेखावत जी को जन्मदिन की हार्दिक बधाई एवं अनंत शुभकामनाएं l
मर्यादा पुरुषोत्तम भगवान श्री राम जी से आपका उत्तम स्वास्थ्य एवं सुखमय जीवन की कामना करती हूँ l

Gajendra Singh Shekhawat

Address

Odisha Legislative Assembly
Bhubaneswar
751001

Website

Alerts

Be the first to know and let us send you an email when Surama Padhy posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share