BJYM Odisha

BJYM Odisha

Share

Official handle of Bharatiya Janata Yuva Morcha, Odisha - The Youth Wing of BJP Odisha

This is the official page of the Bharatiya Janata Yuva Morcha (BJYM) , ODISHA. Bharatiya Janata Yuva Morcha (BJYM) is the youth wing of Bharatitya Janata Party (BJP) and provides the platform to all interested youth to serve the society & Nation through politics and to flourish our Indian values, culture and to evolve our democracy. Bharatiya Janata Yuva Morcha is constantly working and endeavours

02/06/2026

ଭାରତୀୟ ଜନତା ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ଅଭିଳାଷ ପଣ୍ଡା ଓ ନୂଆପଡ଼ା ଜିଲ୍ଲା ସଭାପତି ଶ୍ରୀ କମାଲେଶ କୁମାର ଦୀକ୍ଷିତ ଙ୍କ ଅନୁମୋଦନ କ୍ରମେ ନୂଆପଡ଼ା ଯୁବ ମୋର୍ଚ୍ଚା ସଭାପତି ଶ୍ରୀ ଜ୍ଞାନ ରଞ୍ଜନ ମେଘ୍ ବିଜେପି ଯୁବମୋର୍ଚ୍ଚା ଟିମ୍ ଘୋଷଣା କରିଛନ୍ତି ।

ଭାରତୀୟ ଜନତା ଯୁବମୋର୍ଚ୍ଚା , ନୂଆପଡ଼ା ଜିଲ୍ଲା ର ନବ ନିଯୁକ୍ତ ଜିଲ୍ଲା କମିଟି କୁ ଅଶେଷ ଅଶେଷ ଶୁଭେଛା ଓ ଅଭିନନ୍ଦନ।

ଆପଣମନଙ୍କ ନେତୃତ୍ୱରେ ନୂଆପଡ଼ା ଜିଲ୍ଲାରେ ବିଜେପି ଯୁବମୋର୍ଚ୍ଚା ଆହୁରି ସୁଦୃଢ ହେବ ।


02/06/2026

ଜୟ ଶ୍ରୀ ଜଗନ୍ନାଥ 🙏🚩

01/06/2026

ଜୟ ବାବା ସୋମନାଥ 🙏🚩

31/05/2026

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ‘ମନ କୀ ବାତ୍’ର ୧୩୪ତମ ସଂସ୍କରଣରେ ଗ୍ରୀଷ୍ମ ଋତୁ ସମୟରେ ଦେଶର ବିଭିନ୍ନ ପ୍ରସିଦ୍ଧ ପାରମ୍ପରିକ ଥଣ୍ଡା ପଣାର ଉଲ୍ଲେଖ କରିଛନ୍ତି, ଯେଉଁଥିରେ ଓଡ଼ିଶାର ପ୍ରସିଦ୍ଧ ‘ବେଲ ପଣା’ ମଧ୍ୟ ସାମିଲ ଅଛି।

30/05/2026

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ବରେ ଦେଶର କ୍ରୀଡ଼ା କ୍ଷେତ୍ରକୁ ପ୍ରୋତ୍ସାହନ ଦ୍ଵାରା ଆଜି ଖେଳୋ ଇଣ୍ଡିଆରୁ ଆରମ୍ଭ କରି ଅଲିମ୍ପିକ୍ ମଞ୍ଚ ପର୍ଯ୍ୟନ୍ତ, ନୂଆ ଭାରତର କ୍ରୀଡ଼ାବିତ୍ ବିଶ୍ୱରେ ତିରଙ୍ଗାର ଗୌରବ ବଢ଼ାଉଛନ୍ତି ।

30/05/2026

Loud & clear! 🔥

30/05/2026

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୩୧ ମଇ ୨୦୨୬ ପୂର୍ବାହ୍ନ ୧୧ ଘଟିକାରେ ମନ୍‌ କି ବାତ୍‌ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।

30/05/2026

ଲୋକଙ୍କ ସରକାରରେ ଏନକଉଣ୍ଟର୍ ଦ୍ବାରା ଅପରାଧୀଙ୍କୁ ମିଳୁଛି କଡ଼ା ଜବାବ୍ । ଝାରସୁଗୁଡ଼ା ରେଙ୍ଗାଲିରେ ଦୁର୍ଦ୍ଦାନ୍ତ ଅପରାଧୀ ଜୟ ଚୌହାନକୁ ପୋଲିସର ଏନକାଉଣ୍ଟର ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Address


BJYM Office, Near Ram Mandir
Bhubaneswar
751022