31/05/2026
ବିଜେପି ରାଜ୍ୟ ସଭାପତି ଯଶସ୍ବୀ ମନମୋହନ ସାମଲ ଭାଇ,ଅନୁସୁଚିତ ଜନଜାତି ମୋର୍ଚ୍ଚାର ମାନନୀୟ ରାଜ୍ୟ ସଭାପତି ଶ୍ରୀ କାନ୍ଦ୍ରା ସୋରେନ ଭାଇ ଓ ଭୁବନେଶ୍ୱର ସାଙ୍ଗଠନିକ ଜ଼ିଲ୍ଲା ର ସଭାପତି ମାନନୀୟ ଯଶସ୍ବୀ ନିରଞ୍ଜନ ମିଶ୍ର ଭାଇନା ଙ୍କ ଅନୁମୋଦନ କ୍ରମେ ଆଜି ଅନୁସୁଚିତ ଜନଜାତି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲାର ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଥାୟୀ ନିମନ୍ତ୍ରିତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟଙ୍କ ନାମ ତାଲିକା ଘୋଷଣା କରିଛନ୍ତି ।
31/05/2026
ପଟିଆ ଗାଁ ନିବାସୀ ଶ୍ରଦ୍ଧେୟ ଧରଣୀଧର ରାଉତ ଙ୍କ ଅବର୍ତ୍ତମାନରେ ଏକାଦଶାହ ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ଅବସରରେ...
Jagannath Pradhan
31/05/2026
ସହିଦନଗର ଠାରେ ଆୟୋଜିତ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କର ୧୩୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ରାଜ୍ୟ ସଭାପତି ଏବଂ ରାଜ୍ୟସଭା ସାଂସଦ ଶ୍ରୀ Manmohan Samal , ରାଜ୍ୟସଭା ସାଂସଦ ଶ୍ରୀ Sujeet Kumar , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ Jagannath Pradhan ଯୁବମୋର୍ଚ୍ଚାର ରାଜ୍ଯ ସଭାପତି ଶ୍ରୀ Avilash Panda ଙ୍କ ସମେତ ଯୋଗଦେଇ ଶୁଣିବା ଅବସରରେ...
30/05/2026
ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆସନ୍ତାକାଲି ୩୧ ମଇ ୨୦୨୬ ପୂର୍ବାହ୍ନ ୧୧ ଘଟିକାରେ ମନ୍ କି ବାତ୍ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ସମ୍ବୋଧିତ କରିବେ।