Babu Singh

Babu Singh

Share

•MLA,EKAMRA BHUBANESWAR CONSTITUENCY.MEMBER OF ODISHA LEGISLATIVE ASSEMBLY.

•DISTRICT PRESIDENT BJP BHUBANESWAR,ODISHA(2019-2024)

02/06/2026

ଦେଶର ଡିଜିଟାଲ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ସଶକ୍ତ କରିଛନ୍ତି ମୋଦୀ ସରକାର।

02/06/2026

ଗତ ୧୨ ବର୍ଷରେ ଦେଶବାସୀଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି ମୋଦୀ ସରକାର।

Photos from Babu Singh's post 02/06/2026

#ମହାପ୍ରଭୁ_ଶ୍ରୀଲିଙ୍ଗରାଜ_ଙ୍କ_ଚରଣରେ_ସମର୍ପିତ_ଚନ୍ଦନ_ମହୋତ୍ସବ-2

ଏକାମ୍ର ନିର୍ବାଚନ ମଣ୍ଡଳୀର ଓ଼ଲ୍ଡଟାଉନ ସ୍ଥିତ ଗୁଆଝର ଠାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ଚରଣରେ ସମର୍ପିତ ଚନ୍ଦନ ମହୋତ୍ସବ-2026 ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।
🔱ଜୟ ବାବା ଶ୍ରୀଲିଙ୍ଗରାଜ🔱
:
*taekamra

02/06/2026

ସୌର ଶକ୍ତିର ଉପଯୋଗ ଓ ସ୍ଥାୟୀ ବିକାଶ ଲକ୍ଷ୍ୟରେ ମଈ ୨୦୨୬ରେ ଦେଶବ୍ୟାପୀ ଆୟୋଜିତ 'Month of Solar' ଅଭିଯାନରେ ଆମ ରାଜ୍ୟକୁ ଉଲ୍ଲେଖନୀୟ ପ୍ରଦର୍ଶନ ନିମନ୍ତେ ଜାତୀୟ ସ୍ତରରେ ସ୍ୱୀକୃତି ମିଳିଛି।

ଓଡ଼ିଶାକୁ 'PM Surya Ghar Excellence Awards' ପାଇଁ ଚୟନ କରାଯାଇଥିବାବେଳେ ସର୍ବାଧିକ ଗ୍ରାହକଙ୍କ ଆବେଦନ, ସୌର ସ୍ଥାପନ ଏବଂ DISCOM ଯାଞ୍ଚ କ୍ଷେତ୍ରରେ ମଧ୍ୟମ ଧରଣର ଗ୍ରାହକ ସଂଖ୍ୟା ଥିବା ରାଜ୍ୟମାନଙ୍କ ମଧ୍ୟରେ ଆମ ରାଜ୍ୟ ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ସଫଳତା ଆମ ସରକାରଙ୍କ ସୁଦୂରପ୍ରସାରୀ ଚିନ୍ତାଧାରା, ବିଭାଗୀୟ ସମନ୍ୱୟ ଓ କାର୍ଯ୍ୟରତ ସମସ୍ତ କ୍ଷେତ୍ରୀୟ ଅଧିକାରୀଙ୍କ ସାମୂହିକ ପ୍ରୟାସର ସୁଫଳ ଅଟେ। ଏହି ଅବସରରେ, ଅଭିଯାନ ସହ ସମ୍ପୃକ୍ତ ସମସ୍ତ ବିଭାଗ, ଅଧିକାରୀ ଓ ଅଂଶୀଦାରମାନଙ୍କୁ ମୁଁ ହାର୍ଦ୍ଦିକ ଅଭିନନ୍ଦନ ଜଣାଉଛି।

ଏହି ସଫଳତା ଆଗାମୀ ଦିନରେ ଶକ୍ତି କ୍ଷେତ୍ରକୁ ରାଜ୍ୟକୁ ଆହୁରି ସମୃଦ୍ଧ କରିବା ସହ ଏକ ଆତ୍ମନିର୍ଭରଶୀଳ ଓଡ଼ିଶା ଗଠନରେ ମୂଳଦୁଆ ପକାଇବ।

01/06/2026

ପ୍ରଧାନମନ୍ତ୍ରୀ ସ୍ୱାନିଧି ଯୋଜନା ଦ୍ଵାରା ରାସ୍ତାକଡ଼ର ବ୍ୟବସାୟୀମାନଙ୍କ ଜୀବନଜୀବିକା ହେଉଛି ମଜବୁତ।

01/06/2026

କେନ୍ଦ୍ରମନ୍ତ୍ରୀ ଶ୍ରୀ Dharmendra Pradhan ଙ୍କୁ ନେଇ ସାମାଜିକ ଗଣମାଧ୍ୟମରେ କରାଯାଉଥିବା ମିଥ୍ୟା ଓ ଭିତ୍ତିହୀନ ଅପପ୍ରଚାର ଅତ୍ୟନ୍ତ ନିନ୍ଦନୀୟ। ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ କିଛି ବିରୋଧୀ ତତ୍ତ୍ୱ ଆମେରିକାର ମେଲରୋଜ୍‌ରେ ଥିବା ଏକ ଘରକୁ କେନ୍ଦ୍ରମନ୍ତ୍ରୀଙ୍କର ବୋଲି ଦାବି କରୁଥିବାବେଳେ, ଏହା ସମ୍ପୂର୍ଣ୍ଣ ଭାବେ ଅସତ୍ୟ ଏବଂ ଉଦ୍ଦେଶ୍ୟମୂଳକ ଅପପ୍ରଚାର।

ରାଜ୍ୟ ଏବଂ ଦେଶର ବିକାଶ ଓ ଜନକଲ୍ୟାଣ ପାଇଁ ସଦା ସମର୍ପିତ ଥିବା ଓଡ଼ିଶାର ଗର୍ବ, କେନ୍ଦ୍ରମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଭାବମୂର୍ତ୍ତିକୁ କ୍ଷୁଣ୍ଣ କରିବା ପାଇଁ ଚାଲିଥିବା ଏହି ରାଜନୈତିକ ଷଡ଼ଯନ୍ତ୍ର କେବେ ସଫଳ ହେବ ନାହିଁ।

ସତ୍ୟ ଓ ତଥ୍ୟ ସଦା ବିଜୟୀ ହୁଏ। ଏଭଳି ମିଥ୍ୟା ପ୍ରଚାର ଓ ଜନମତକୁ ବିଭ୍ରାନ୍ତ କରିବାର ଚେଷ୍ଟା କରୁଥିବା ଲୋକଙ୍କୁ ଆଗାମୀ ଦିନରେ ରାଜ୍ୟବାସୀ ଉଚିତ ଜବାବ ଦେବେ।

01/06/2026

ଉମରକୋଟର ମାନ୍ୟବର ବିଧାୟକ ତଥା ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ଏବଂ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ Nityananda Gond ଙ୍କୁ ଜନ୍ମଦିନର ଶୁଭ ଅବସରରେ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ।

Photos from Babu Singh's post 01/06/2026

ଆଜି ବିଭିନ୍ନ ଅଞ୍ଚଳରୁ ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ନେଇ ଆସିଥିବା ଜନ ସାଧାରଣଙ୍କ ଅଭିଯୋଗ ଓ ସମସ୍ୟାଗୁଡିକୁ ଶୁଣିଲି।ସାଧାରଣ ଜନତାଙ୍କର ସମସ୍ୟାକୁ ଗୁରୁତ୍ୱ ଦେଇ ଏହାର ତ୍ୱରିତ ସମାଧାନ ପାଇଁ ଆମ ସରକାର ସର୍ବଦା ତତ୍ପର।ଉଲ୍ଲେଖଯୋଗ୍ୟ ଯେ ନିୟମିତ ଭାବେ ସୁନ୍ଦରପଦା କପିଳପ୍ରସାଦ ସ୍ଥିତ କାର୍ଯ୍ୟାଳୟ ରେ ପ୍ରତି ସୋମବାର ଓ ବୁଧବାର ଏବଂ ଶୁକ୍ରବାର ଜନସାଧାରଣଙ୍କର ସାମୁହିକ ଏବଂ ବ୍ୟକ୍ତିଗତ ସମସ୍ୟା ସମାଧାନ ପାଇଁ ପ୍ରୟାସ କରାଯାଏ lଲୋକଙ୍କ ଅଭିଯୋଗର ତୁରନ୍ତ ସମାଧାନ କରୁଛନ୍ତି ବିଜେପି ସରକାର ।
:
*taekamra

01/06/2026

ଶ୍ରୀ Rahul Mohanty ଙ୍କୁ ଜନ୍ମଦିନର ଢେର ସାରା ଶୁଭେଚ୍ଛା ଓ ଅଭିନନ୍ଦନ।

Photos from Babu Singh's post 31/05/2026

#ମହାପ୍ରଭୁ_ଶ୍ରୀଲିଙ୍ଗରାଜ_ଙ୍କ_ଚରଣରେ_ସମର୍ପିତ_ଚନ୍ଦନ_ମହୋତ୍ସବ

ଏକାମ୍ର ନିର୍ବାଚନ ମଣ୍ଡଳୀର ଓ଼ଲ୍ଡଟାଉନ ସ୍ଥିତ ଗୁଆଝର ଠାରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଙ୍କ ଚରଣରେ ସମର୍ପିତ ଚନ୍ଦନ ମହୋତ୍ସବ-2026 ମହା ଆଡ଼ମ୍ବରରେ ପାଳିତ ହୋଇଯାଇଅଛି ।
🔱ଜୟ ବାବା ଶ୍ରୀଲିଙ୍ଗରାଜ🔱
:
*taekamra
Bharatiya Janata Party (BJP) BJP Odisha Narendra Modi Surama Padhy Dharmendra Pradhan Mohan Charan Majhi Manmohan Samal Aparajita Sarangi Prithiviraj Harichandan Bibhuti Bhusan Jena Dr. Mukesh Mahaling

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Website

https://whatsapp.com/channel/0029Vb7uWEQ3GJP6Gx2sHS0a

Address


Sundarpada, Khordha
Bhubaneswar
751002