Alee Padhy

Directions Website Contact the organization

Alee Padhy (ଏଲୀ ପାଢ଼ୀ) Founder of Abhisht Charitable Trust. Social Entrepreneur and Inclusion advocate. www.abhisht.org

"A strong woman stands up for herself. A stronger woman stands up for others." - Anonymous
16/09/2026

"A strong woman stands up for herself.
A stronger woman stands up for others."

- Anonymous

ପବିତ୍ର ଗଣେଶ ପୂଜା ଉପଲକ୍ଷେ କଲ୍ୟାଣପୁର ଗ୍ରାମରେ ମାଆ କାଳୁଆଶୁଣୀ ନାଟ୍ଯ ସଂସ୍ଥାନ ଦ୍ଵାରା ମଞ୍ଚସ୍ଥ ନାଟକ 'ବଞ୍ଚିବାକୁ ଡର ଲାଗୁଛି' ଦେଖିଲି ...
16/09/2026

ପବିତ୍ର ଗଣେଶ ପୂଜା ଉପଲକ୍ଷେ କଲ୍ୟାଣପୁର ଗ୍ରାମରେ ମାଆ କାଳୁଆଶୁଣୀ ନାଟ୍ଯ ସଂସ୍ଥାନ ଦ୍ଵାରା ମଞ୍ଚସ୍ଥ ନାଟକ 'ବଞ୍ଚିବାକୁ ଡର ଲାଗୁଛି' ଦେଖିଲି l

ଆଦରଣୀୟ ଜ୍ୟୋତିର୍ମୟ ମହାନ୍ତିଙ୍କ ପ୍ରତ୍ୟକ୍ଷ ଆଗ୍ରହ,ନିର୍ଦ୍ଦେଶକ ସୋନୁ ଭାଇ ଏବଂ ତାଙ୍କର ସାଥୀ ନାଟକ କଳାକାରମାନଙ୍କ ଦୁଇ ମାସର ନିଷ୍ଠାପର ପ୍ରୟାସ ଦ୍ଵାରା ଦୁଇଟି ନାଟକ,ଦୀର୍ଘ ୧୭ ବର୍ଷ ପରେ ଏହି ଅଞ୍ଚଳରେ ପରିବେଷଣ କରାଯାଇଥିଲା l ତାଙ୍କର ଏହି ଉଦ୍ୟମ ସମ୍ପର୍କରେ ଜାଣି ସମସ୍ତଙ୍କୁ ଆନ୍ତରିକ କୃତଜ୍ଞତା ଜଣାଇଲି l

ସ୍ଥାନୀୟ ଅଞ୍ଚଳର ଆଦରଣୀୟ ମାଗୁଣି ଭାଇ,କୁଳମଣି ମଉସା,ପିନାକୀ ଭାଇ,ଲିଙ୍ଗ ଭାଇଙ୍କ ସହ ସମସ୍ତ କଲ୍ୟାଣପୁର ଗ୍ରାମବାସୀ,ଶରଣକୁଳ ମଣ୍ଡଳ ଏବଂ ଗୋଡ଼ିପଡ଼ା ମଣ୍ଡଳ ନେତୃବୃନ୍ଦଙ୍କ ସ୍ନେହ ଓ ଶ୍ରଦ୍ଧାପାଇଁ ମୁଁ ଚିରଋଣୀ l

ଜୟ ଶ୍ରୀ ଗଣେଶ
ଜୟ ଶ୍ରୀ ଲଡ଼ୁବାବା



I was invited as a guest to the 2nd anniversary of progressive thinking media house, Newsroom (Newsroom Odisha) yesterda...
30/08/2026

I was invited as a guest to the 2nd anniversary of progressive thinking media house, Newsroom (Newsroom Odisha) yesterday. The conclave had a host of eminent speakers and policy makers discussing about the growth trajectory of Odisha. I thank the founder/CEO of Newsroom Mr.Priyadarshi Bal ji for his warm invite and I wish him all the best for his pathbreaking ideas and initiatives!

It was a great opportunity to meet eminent persons from all walks of life who graced the occasion such as Susmita Das mam, Anil Dhir ji, Dr Rosalin Patasani Mishra apa, and it was equally enriching to listen to an erudite panel of speakers ranging from my mother Hon‘ble Speaker OLA, Surama Padhy to Hon‘ble Minister Sri Prithviraj Harichandan ji to Hon’ble member of Rajya Sabha, Sri Santrupta Mishra ji.

Conclaves such as this elevate the collective spirit of citizens who are invested in the growth of Odisha

🌱🧿 ପ୍ରକୃତି ର ଅଦ୍ଵିତୀୟ ସୌନ୍ଦର୍ଯ୍ୟ
23/08/2026

🌱🧿 ପ୍ରକୃତି ର ଅଦ୍ଵିତୀୟ ସୌନ୍ଦର୍ଯ୍ୟ

Happy 80th Independence Day to everyone! Jai Hind🇮🇳 Vande Mataram 🇮🇳୮୦ତମ ପବିତ୍ର ସ୍ଵାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା...
15/08/2026

Happy 80th Independence Day to everyone!
Jai Hind🇮🇳
Vande Mataram 🇮🇳

୮୦ତମ ପବିତ୍ର ସ୍ଵାଧୀନତା ଦିବସ ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଉଛି l
ଜୟ ହିନ୍ଦ 🇮🇳
ବନ୍ଦେ ମାତରମ୍ 🇮🇳

21/07/2026

ମୁ ଆଶା କରୁଛି OTV channel ର ‘ସେ ପ୍ରେରଣା‘ କାର୍ଯ୍ୟକ୍ରମ ମାଧ୍ୟମରେ, ମୋ ମା ଶ୍ରୀମତୀ ସୁରମା ପାଢ଼ୀଙ୍କ ଦୀର୍ଘ 40 ବର୍ଷର ରାଜନୈତିକ ଜୀବନର କାହାଣୀ ଶୁଣି, ବହୁ ମହିଳା ନିଜ କର୍ମ କ୍ଷେତ୍ର ଓ ପାରିବାରିକ ଜୀବନ ଭିତରେ ସମନ୍ୱୟ ରଖିବା ନିମନ୍ତେ ପ୍ରେରଣା ପାଇବେ l ମହିଳା ମାନେ ଜନ୍ମରୁ ସଶକ୍ତ, କେବଳ ସେମାନେ ନିଜ ଅନ୍ତର୍ନିହିତ ଶକ୍ତିକୁ ଚିହିଁବାରେ ଡେରି ଥାଏ l

Rajashree Sahoo ଭଉଣୀଙ୍କୁ ଏତେ ସୁନ୍ଦର ପ୍ରଯୋଜନା ପାଇଁ ମୁ ଅନ୍ତରରୁ ଧନ୍ୟବାଦ ଜଣାଉଛି l

ପବିତ୍ର ରଥ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ I ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ 🙏
16/07/2026

ପବିତ୍ର ରଥ ଯାତ୍ରା ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଧିକ ଶୁଭେଚ୍ଛା ଓ ଅଭିନନ୍ଦନ I
ଜୟ ମହାପ୍ରଭୁ ଶ୍ରୀ ଜଗନ୍ନାଥ 🙏

Thanks Rosalin Patsani Mishra apa (Parichay foundation) for inviting me to this grand talent show!Privileged to witness ...
18/06/2026

Thanks Rosalin Patsani Mishra apa
(Parichay foundation) for inviting me to this grand talent show!

Privileged to witness many talented performers during International Trade Fair Raja Utsav 2026, organised by Oddissy Foundation in association with GEM on 15.06.2026 at Janata Maidan. My gratitude to Sonalisa Mohapatro apa and Payal Gupta apa too

Parichay Foundation
DrRosalin Patasani Mishra

ବିଶ୍ଵ ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର ଧାମରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଭଣ୍ଡାର ଘରର ରକ୍ଷକ ବାବା ଶ୍ରୀଲୋକନାଥଙ୍କ ଦିବ୍ୟ ଦର...
04/05/2026

ବିଶ୍ଵ ଆଧ୍ୟାତ୍ମିକ ରାଜଧାନୀ ଶ୍ରୀକ୍ଷେତ୍ର ଧାମରେ ବିରାଜିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଭଣ୍ଡାର ଘରର ରକ୍ଷକ ବାବା ଶ୍ରୀଲୋକନାଥଙ୍କ ଦିବ୍ୟ ଦର୍ଶନ ସପରିବାରେ କରିବା ସହ ଆଶିଷ କାମନା କରିଲୁ I ପୁରୀରେ ଜୟଶ୍ରୀ ଭଉଣୀଙ୍କ ସାଙ୍ଗରେ ସାକ୍ଷାତ ହେବାରୁ ବହୁତ ଆନନ୍ଦିତ ହେଲୁ l

ଜୟ ଶ୍ରୀଜଗନ୍ନାଥ 🙏🏻
ଜୟ ବାବା ଲୋକନାଥ 🙏🏻

It was a privilege to take on the role of moderator for such an erudite panel of speakers, from sectors as varied as edu...
02/05/2026

It was a privilege to take on the role of moderator for such an erudite panel of speakers, from sectors as varied as education to rehabilitation to automobile to psychiatry. Some of the most eminent names in advocacy for the differently abled persons, were on the panel and it was so enriching to have a meaningful dialogue with them.

Thank you .senglobe for this opportunity and for organising the first of its kind International Conference on ‘Building Bridges For Inclusivity’ in Eastern India.

On the panel:
♾️Dr.Shekhar Sheshadri, NIMHANs Bangalore
♾️Dr.Surekha Ramachandran, Down Syndrome Federation of India
♾️Ms.Mugdha Kalra, journalist and Consulting Editor,CNBC TV 18 and eminent autism advocate
♾️Prof.Keith Pereira, Head of Education, Uni of Sussex,UK
♾️Mr.Anand.S, VP, Tata Motors Commercial vehicle and passenger business division

ବିବିଧ କ୍ଷେତ୍ରର ବିଶେଷଜ୍ଞମାନଙ୍କ ସହ ଗୋଟିଏ ମଞ୍ଚରେ ସାକ୍ଷାତ ଆଲୋଚନା କରିବା ମୋ ପାଇଁ ଅତ୍ୟନ୍ତ ସୌଭାଗ୍ୟର ବିଷୟ l ଶିକ୍ଷାରୁ ପୁନର୍ବାସ,ଅଟୋ ମୋବାଇଲରୁ ମନୋବିଜ୍ଞାନ ଯାଏଁ,ସମସ୍ତ ବିଦ୍ଵାନଙ୍କ ପ୍ରସଙ୍ଗ ଉପସ୍ଥାପନା ଖୁବ୍ ପ୍ରଭାବଶାଳୀ ଥିଲା l ତନ୍ମଧ୍ୟରୁ ଦିବ୍ୟାଙ୍ଗମାନଙ୍କ ଅଧିକାର ନିମନ୍ତେ ବକ୍ତାଙ୍କ ଦ୍ଵାରା ଉପସ୍ଥାପିତ ଜ୍ଞାନ ବର୍ଦ୍ଧକ ସତ୍ର ଗୁଡ଼ିକ ବିଶେଷ ଭାବରେ ମତେ ଖୁବ୍ ପ୍ରଭାବିତ କରିଛି l

ପୂର୍ବ ଭାରତରେ 'ସମାବେଶ ପାଇଁ ସେତୁ ନିର୍ମାଣ' ପରି ଅନ୍ତଃରାଷ୍ଟ୍ରୀୟ ସମ୍ମିଳନୀ ଆୟୋଜନ ନିମନ୍ତେ .senglobeଙ୍କୁ ଆନ୍ତରିକ କୃତଜ୍ଞତା ଜଣାଉଛି l

Address

Bhubaneswar

Alerts

Be the first to know and let us send you an email when Alee Padhy posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Alee Padhy:

Shortcuts

Share

Category