31/12/2022
2023 ବର୍ଷ ଟି ଆପଣଙ୍କ ପାଇଁ ସୁଖ ଓ ସମୃଦ୍ଧି ନେଇ ଆସୁ।ଅନେକ ଅନେକ ଶୁଭେଚ୍ଛା 🙏
New Year 2023
Vice President, BJP, Bhubaneswar
MP Representative BMC.
31/12/2022
2023 ବର୍ଷ ଟି ଆପଣଙ୍କ ପାଇଁ ସୁଖ ଓ ସମୃଦ୍ଧି ନେଇ ଆସୁ।ଅନେକ ଅନେକ ଶୁଭେଚ୍ଛା 🙏
New Year 2023
05/10/2022
ପବିତ୍ର ବିଜୟା ଦଶମୀ ଅବସରରେ ଶୁଭେଚ୍ଛା ଓ ଶୁଭକାମନା |
17/09/2022
#ଜନ୍ମଦିନର_ଶୁଭେଚ୍ଛା_ଏବଂ_ଅଭିନନ୍ଦନ
ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଜୀଙ୍କୁ ଜନ୍ମଦିନର ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ l
05/09/2022
My sincere tributes to Former President & Bharat Ratna Dr. Sarvepalli Radhakrishnan on his birth anniversary — a day we celebrate as . He contributed immensely towards education.
30/08/2022
ପବିତ୍ର ଗଣେଶ ଚତୁର୍ଥୀ ଉପଲକ୍ଷେ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରୁ ଏହି ଶୁଭ ଉତ୍ସବ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସୌଭାଗ୍ଯ ଏବଂ ଆରୋଗ୍ଯ ଆଣିଦେଉ |
14/08/2022
୭୬ତମ ସ୍ୱାଧୀନତା ଦିବସ ଅବସରରେ ସମସ୍ତଙ୍କୁ ହାର୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ |
11/08/2022
ପବିତ୍ର ରାକ୍ଷୀପୂର୍ଣ୍ଣିମା ଓ ଗହ୍ମାପୂର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l
04/08/2022
ଓଡ଼ିଶାର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀଙ୍କ ଶ୍ରାଦ୍ଧବାର୍ଷିକୀରେ ଶ୍ରଦ୍ଧାଞ୍ଜଳି ।
02/08/2022
ଆସନ୍ତୁ ସ୍ବାଧିନତାର ଅମୃତ ମହୋତ୍ସବ ପାଳନ କରିବା ମିସିକି।ଏହି ଅଭିଯାନରେ ସାମିଲ ହେବା ଅଗଷ୍ଟ ୧୩ ରୁ ୧୫ ପର୍ଯ୍ୟନ୍ତ ଘରେ ଘରେ 'ତ୍ରିରଙ୍ଗା' ଉଡ଼ାଇବା।
26/07/2022
ନିଜର ଅଦମ୍ୟ ସାହସ ଏବଂ ବୀରତା ଦ୍ଵାରା କାରଗିଲରେ ତ୍ରିରଙ୍ଗାର ଶୌର୍ଯ୍ୟ ଓ ମର୍ଯ୍ୟାଦା ସୁରକ୍ଷିତ କରିଥିବା ବୀର ସୈନିକମାନଙ୍କୁ ବିଜୟ ଦିବସ ଉପଲକ୍ଷେ କୋଟି କୋଟି ପ୍ରଣାମ।
24/07/2022
has scripted history once again!
Congratulations on becoming only the second Indian and first Indian male athlete to win a medal at .
India is proud of the consistent excellence he has been achieving on the biggest stage!
21/07/2022
ଭାରତବର୍ଷର ୧୫ତମ ନବ ନିର୍ବାଚିତ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ l