10/05/2026
ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ସମସ୍ତ ଓଡ଼ିଶାରବାସୀଙ୍କୁ ମାତୃ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
*ମାନବ ସେବା ହିଁ ମାଧବ ସେବା। ଜୀବନରେ ଯେତେ କଷ୍ଟ ଆସୁ ମଧ୍ଯ ଆମେ ସମାଜ ସେବୀ ମାନେ କେବେ ପଛେଇ ବୁ ନାହଁ। 🙏🙏
10/05/2026
ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ସମସ୍ତ ଓଡ଼ିଶାରବାସୀଙ୍କୁ ମାତୃ ଦିବସ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
10/05/2026
With Lovely Jyoshna – I just got recognized as one of their top fans! 🎉
07/05/2026
ଆମ ଲଭଷ୍ଟାର ସୋଶିଆଲ୍ ୱାର୍କ ଟ୍ରଷ୍ଟ ତରଫରୁ ମୀନା ଦିଦିଙ୍କୁ ତାଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଭଗବାନ କରନ୍ତୁ ତାକୁ ଏବଂ ତାଙ୍କର ପରିବାରକୁ ଭଲରେ ରଖନ୍ତୁ।
Our Bank detail:
lovestar Social Work Trust
AC: 1100308183326
IFSC code: CNRB0002887
ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ସମସ୍ତ ସଦସ୍ୟା ମାନେ ପ୍ରତ୍ୟକ ମାସରେ କିଛି ନା କିଛି ଆର୍ଥିକ ସାହାଯ୍ୟ କରିବା ପାଇଁ ଅନୁରୋଧ କରା ଯାଉଅଛି !
01/05/2026
With Basanti Maharana – I just got recognized as one of their top fans! 🎉
01/05/2026
With Balaram Maharana – I just got recognized as one of their top fans! 🎉
01/05/2026
ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ ଶ୍ରମିକ ଦିବସ ଅବସରରେ ସମସ୍ତ ଶ୍ରମିକ ଭାଇ ଓ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
20/04/2026
ଆମ ଲଭଷ୍ଟାର ସୋସିଆଲ୍ ୱାର୍କ ଟ୍ରଷ୍ଟ ପରିବାର ତରଫରୁ କୂଷି ଭିତ୍ତିକ ପର୍ବ ପବିତ୍ର ଅକ୍ଷୟ ତୃତୀୟା ଅବସରରେ ସମସ୍ତ ଓଡ଼ିଶାରବାସୀଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ।
19/04/2026
ଆମ ଲଭଷ୍ଟାର ସୋଶିଆଲ୍ ୱାର୍କ ଟ୍ରଷ୍ଟ ମାଧ୍ୟମରେ R N sir ପ୍ରତ୍ୟେକ ମାସ ପରି ଚଳିତ ମାସ ମଧ୍ୟ ରିଓ ଚାରିଟେବୁଲ ଟ୍ରଷ୍ଟ ବୃଦ୍ଧାଶ୍ରମ କିଛି ଗ୍ରୋସରି ଦେଇଛନ୍ତି। ଆମ ଟ୍ରଷ୍ଟ ର ମହେଶ ଭାଇ ଓ ଦିପକ ଭାଇ ଯାଇକି ଗ୍ରୋସରି ଦେଇଛନ୍ତି।ଭଗବାନ କରନ୍ତୁ ତାକୁ ଏବଂ ତାଙ୍କର ପରିବାରକୁ ବହୁଦିନ ଭଲରେ ରଖନ୍ତୁ।
19/04/2026
ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ତରଫରୁ କୁନି ଝିଅ ସୃଷ୍ଟି ଙ୍କ ଜନ୍ମଦିନ ର ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।ଭଗବାନ କରନ୍ତୁ ତାଙ୍କୁ ଏବଂ ତାଙ୍କର ପରିବାର କୁ ଭଲରେ ରଖନ୍ତୁ। ତାଙ୍କ ଜନ୍ମଦିନ ଅବସରରେ ତାଙ୍କ ବାବା ଦୁବାଇ ରେ ଥିଲେ ମଧ୍ଯ ସେ ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ଚେୟାରମ୍ୟାନ କିଷାନ ଭାଇ କୁ ଯୋଗାଯୋଗ କରି ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ସ୍ଥିତ ପିପୁଲ ଫର୍ ସେବା ବୃଦ୍ଧା ଆଶ୍ରମ ରେ ରହୁଥିବା ବାପା, ମାଁ ଙ୍କୁ ଜଳଖିଆ ବଣ୍ଟନ କରିବାକୁ କହିଥିଲେ। ଏହି କାର୍ୟ୍ଯକ୍ରମ ରେ ଆମ ଲଭଷ୍ଟାର ସୋସିଆଲ ୱାର୍କ ଟ୍ରଷ୍ଟ ର ଚେୟାରମ୍ୟାନ କିଷାନ ଭାଇ, ବିକାଶ ଭାଇ, ବିଜୟ ଭାଇ ସମସ୍ତେ ଉପସ୍ଥିତ ରହି ସାହାୟ୍ଯ ସହଯୋଗ କରି କାର୍ୟ୍ଯକ୍ରମ କୁ ଭଲରେ ଭଲରେ ସଫଳ କରିଥିଲେ।