Odisha State Museum

Odisha State Museum

Share

Contact information, map and directions, contact form, opening hours, services, ratings, photos, videos and announcements from Odisha State Museum, Government Organization, Kalpana Square, Bhubaneswar.

The museum is divided into eleven sections, viz, Archaeology, Epigraphy, Numismatics, Armoury, Mining & Geology, Natural History, Art & Craft, Contemporary Art, Patta Painting, Anthropology and Palmleaf Manuscripts.

Photos from Odisha State Museum's post 20/04/2026

ବିଶ୍ୱ ଐତିହ୍ୟ ଦିବସ Odisha State Museum, Sahapedia ଏବଂ Centre for Youth and Social Welfare ମିଳିତ ପ୍ରୟାସରେ ଏକ ଭ୍ରମଣ କାର୍ଯ୍ୟକ୍ରମ ଅୟୋଜିତ ହୋଇଥିଲା। ପ୍ରାୟ ୧୫୦ ଛାତ୍ରଛାତ୍ରୀ, ଶିକ୍ଷକ ଓ ଗବେଷକମାନଙ୍କର ସକ୍ରିୟ ଅଂଶଗ୍ରହଣ ସହ ଏହି କାର୍ୟକ୍ରମ ଐତିହ୍ୟ ସୁରକ୍ଷା ସହ ପ୍ରଚାର ପ୍ରସାର ପ୍ରତି ସଚେତନତା ବାର୍ତ୍ତା ଦିଆଯାଇଥିଲା। ସଂସ୍କୃତି ସଂରକ୍ଷକମାନଙ୍କ ଉପସ୍ଥିତି କାର୍ୟକ୍ରମକୁ ଅଧିକ ଗୌରବାନ୍ବିତ କରିଥିଲା। ଏଥିସହିତ ସମାବେଶୀ ସଂସ୍କୃତି, ଦିବ୍ୟାଙ୍ଗ ଛାତ୍ରଛାତ୍ରୀମାନଙ୍କପାଇଁ ଶୈକ୍ଷିକ ବାତାବରଣ ଓ ଐତିହ୍ୟର ସୁରକ୍ଷା ଉପରେ ଗୁରୁତ୍ଵ ଦିଆଗଲା।
Dharmendra Pradhan CMO Odisha Odia Language Literature & Culture Department, Government of Odisha
InterGlobe Enterprises Sahapedia

17/04/2026

ବିଶ୍ଵ ଏୈତିହ ଦିବସ ଅବସରରେ ଆଲୋଚନା ଚକ୍ର
ସମସ୍ତଙ୍କୁ ସାଦର ନିମନ୍ତ୍ରଣ 🌷

11/04/2026

#ଓଡ଼ିଆ_ପକ୍ଷ ପାଳନ ଅବସରରେ ଆଲୋଚନା ଚକ୍ର
କର୍ମବୀର ଗୌରୀଶଙ୍କର ରାୟ- ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ଅବଦାନ

18/03/2026

We invited to attend the event “Remembering Harman Kulke” at the Odisha State Museum.

24/01/2026

A proud moment for Odisha State Museum under the Department of Odia Language and Culture receiving the award from the Hon'ble President of India on the occasion of inauguration of Granth kutir a Manuscripts library at Rashtrapati Bhavan.
President of India

07/01/2025

ଆପଣଙ୍କ ସଦୟ ଉପସ୍ଥିତି କାମନା କରୁଅଛୁ ।🙏

06/01/2025

ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯ ଗୋଟି ନୂତନ ଗ୍ୟାଲେରି ଓ ତାଳପତ୍ର ଚିତ୍ରରେ ରାମାୟଣ ପ୍ରଦର୍ଶନୀ ଆସନ୍ତା ତା. ୦୭.୦୧.୨୦୨୫ ରିଖ, ସମୟ ମଧ୍ୟାହ୍ନ ୧୨.୦୫ ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ବିଭାଗୀୟ ମନ୍ତ୍ରୀ ମହୋଦୟଙ୍କ କରକମଳରେ ଉଦ୍ ଘାଟନ ହେଉଅଛି ।

Photos from Odisha State Museum's post 29/12/2023

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ୯୦ ବର୍ଷ ପୂର୍ତ୍ତି ସମାରୋହ-୨୦୨୩, ଆଜିର ଦିବସରେ ୧୧.୩୦ ମିନିଟ ସମୟରେ ରାଜ୍ୟ ସଂଗ୍ରହାଳୟରେ ଅନୁଷ୍ଠିତ ହେବାକୁ ଯାଉଅଛି। ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ ।


#ଓଡ଼ିଆଭାଷା

CMO Odisha Information & Public Relations Department, Government of Odisha

13/12/2023

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ୧୪ ଦିନିଆ ପର୍ଯ୍ୟଟନ ପରିଚାଳନା କର୍ମଶାଳା ତା-୧୨.୧୨.୨୦୨୩ ରୁ ୨୬.୧୨.୨୦୨୩ ରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଯାଉଅଛି। ଆପଣଙ୍କ ସଦୟ ଯୋଗଦାନ ଏକାନ୍ତ କାମ୍ୟ।


#ଓଡ଼ିଆଭାଷା #ଓଡ଼ିଆ

CMO Odisha Information & Public Relations Department, Government of Odisha

18/09/2022

Exhibition on Dolls 🎎 in Odisha State Museum from 17sept. To 31sept. 2022
Gandhiji and Three 🐵🐒🙈monkeys

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Address


Kalpana Square
Bhubaneswar

Opening Hours

Tuesday 10am - 4pm
Wednesday 10am - 4pm
Thursday 10am - 4pm
Friday 10am - 4pm
Saturday 10am - 4pm
Sunday 10am - 4pm