Commissionerate Police Bhubaneswar-Cuttack

Commissionerate Police Bhubaneswar-Cuttack

Share

#Official account of Commissionerate Police (Bhubaneswar-Cuttack). Maintaining law & order in twin city. Dial #112 for emergency! tweet at @cpbbsrctc

The idea of a Police Commissionerate for Bhubaneswar and Cuttack was first conceptualized way back in 1998. Sri M.M.Praharaj, IPS, the-then DIG of Police, Bhubaneswar Range prepared a conceptual design and a Draft Odisha Police Urban Bill which were submitted by the State Police Hdqrs to the Government during May, 1999. After series of discussions in Home Department and vetting by Law Department,

Photos from DCP Bhubaneswar's post 02/06/2026
01/06/2026

Think before you post.
Sharing manipulated images to spread misinformation is a punishable offence. One offender has already been arrested.

Commissionerate Police Bhubaneswar-Cuttack
Odisha Police Organisation

Photos from Commissionerate Police Bhubaneswar-Cuttack's post 30/05/2026

🚭 "ନୋ ତମ୍ବାଖୁ ଡେ – କ୍ୟାନ୍ସର ସ୍କ୍ରିନିଂ କ୍ୟାମ୍ପ"
IRCS ଆଞ୍ଚଳିକ ଶାଖା, କମିଶନରେଟ୍ ପୋଲିସ୍, ଭୁବନେଶ୍ୱର-କଟକ ଓ ଉତ୍କଳ ହସ୍ପିଟାଲ୍ ର ମିଳିତ ଆନୁକୁଲ୍ୟରେ ଆଜି ତା ୩୦.୦୫.୨୦୨୬ ରିଖରେ ପୋଲିସ ସେବା ଭବନ, ଭୁବନେଶ୍ଵର ଠାରେ ପୋଲିସ କର୍ମଚାରୀମାନଙ୍କ ପାଇଁ ଏକ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷଣ ଶିବିର ଆୟୋଜନ କରଯାଇଥିଲା । ତତ୍ ସହିତ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ (୧) ଡଃ. ରଞ୍ଜନ କୁମାର ମହାନ୍ତି, ଚିଫ୍ କନସଲ୍ଟାଣ୍ଟ ସର୍ଜିକାଲ୍ ଅଙ୍କୋଲୋଜିଷ୍ଟ🩺 ତମାକୁ ଓ ମୁଖ ସ୍ୱାସ୍ଥ୍ୟ ବିଷୟରେ (୨) ଡଃ. ମାନଭଞ୍ଜନ ଜେନା
ସିନିଅର କନସଲ୍ଟାଣ୍ଟ, ଇଣ୍ଟରଭେନସନାଲ୍ କାର୍ଡିଓଲୋଜିଷ୍ଟ ❤️ ଲିପିଡ୍ କେୟାରର ଉନ୍ନତି ବିଷୟରେ (୩) ଡା. ମାନସ ରଞ୍ଜନ ମହାଲିକ, ନ୍ୟୁରୋ ସାଇକିଆଟ୍ରିଷ୍ଟ ଓ (୪) ଡଃ ଶ୍ରୁଷ୍ଟି ନନ୍ଦ, ସାଇକୋଲୋଜିଷ୍ଟ 🧠 ମାନସିକ ସ୍ୱାସ୍ଥ୍ୟ ବିଷୟରେ ପରାମର୍ଶ ଦେଇଥିଲେ ।
ଏହି ଶିବିରର ଉଦ୍ଘାଟନ ରେ ଡ଼ିସିପି ହେଡକ୍ଵାଟର ଶ୍ରୀ ସୁରେଶ ଚନ୍ଦ୍ର ପାତ୍ର ଓ ପ୍ରକାଶ ଚନ୍ଦ୍ର ପାଲ ପ୍ରମୁଖ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ ।
ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ —ତମ୍ବାଖୁ ବିରୋଧୀ ସଚେତନତା, କ୍ୟାନ୍ସର ପ୍ରତିରୋଧ, ହୃଦ ରୋଗ ସୁରକ୍ଷା ଓ ମେଣ୍ଟାଲ୍ ହେଲଥ ସଚେତନ

Odisha Police Organisation DCP Bhubaneswar DCP Cuttack

Photos from Commissionerate Police Bhubaneswar-Cuttack's post 30/05/2026

#ବିଦାୟ_ସମ୍ବର୍ଦ୍ଧନା 💐
ଆଜି କମିଶନରେଟ୍ ପୋଲିସ୍ ପରିବାର ପକ୍ଷରୁ ୨୫ ଜଣ ଅବସରପ୍ରାପ୍ତ ପୋଲିସ କର୍ମୀମାନଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି |
👮‍♂️ ଅବସରଗତ ପୋଲିସ କର୍ମଚାରୀମାନଙ୍କ ନାମ:
1. ଶ୍ରୀ ତପନ କୁମାର ମହାନ୍ତି, OPS (SAG), DCP (Traffic)
2. ଶ୍ରୀ ସାଲଭେରିଅସ୍‌ ଟୋପୋ, OPS (SAG), DCP C.P. Hdqrs
3. ଶ୍ରୀ ପ୍ରକାଶ ଚନ୍ଦ୍ର ପାଲ, OPS (SAG), DCP (L&O)
4. ଶ୍ରୀ ସୁଧାଂଶୁ ଶେଖର ମାହୁନ୍ତ, FO
5. ଶ୍ରୀ ରବୀନ୍ଦ୍ରନାଥ ଦଳାଇ, Inspector
6. ଶ୍ରୀ ଲକ୍ଷ୍ମୀଧର ପରିଡା, ASI/996
7. ଶ୍ରୀ ଶଶିଧର ନାୟକ, Constable/1075
8. ଶ୍ରୀ ଏସ.କେ.ତସୋବର ଅଲି, Constable/1044
9. ଶ୍ରୀ କାଳୁଚରଣ ସାହୁ, Constable/799
10. ଶ୍ରୀ ଦିବ୍ୟସିଂହ ବଳିଆରସିଙ୍ଘ, Constable/1156
11. ଶ୍ରୀ ପ୍ରଦୀପ କୁମାର ନାଥ, Constable/308
12. ଶ୍ରୀ ମହମ୍ମଦ ମୁନ୍ତାକିମ୍‌, Constable/830
13. ଶ୍ରୀ ନବକିଶୋର ମହାନ୍ତି, Constable/986
14. ଶ୍ରୀ ଅଶୋକ କୁମାର ସାମଲ, Constable/1131
15. ଶ୍ରୀ ମହେଶ୍ୱର ଭୋଇ, Constable/1315
16. ଶ୍ରୀ ସନତନ ବେହେରା, Constable/1061
17. ଶ୍ରୀ ସନ୍ତୋଷ କୁମାର ନାୟକ, Constable/426
18. ଶ୍ରୀ ସ୍ମୃତି ରଞ୍ଜନ ରଥ, Constable/144
19. ଶ୍ରୀ ମହେନ୍ଦ୍ର କୁମାର ମଲ୍ଲିକ, ASI/72
20. ଶ୍ରୀ ମହମ୍ମଦ ଏନାୟତ ଏଲ୍ଲାହି, Constable/376
21. ଶ୍ରୀ ଅନିରୁଦ୍ଧ ସ୍ୱାଇଁ, Constable/421
22. ଶ୍ରୀ ଶୁଭନାରାୟଣ ସେଠି, FO
23. ଶ୍ରୀ କୁଶଲ ଲାକ୍ରା, Sepoy/819
24. ଶ୍ରୀ ଦୀପକ କୁମାର ଦେହୁରୀ, OAPS-1, DCP (Security)
25. ଶ୍ରୀ ସବିନ୍‌ ହାସଦା, ASI (Armed)

ଅଦମ୍ୟ ଉତ୍ସାହ ଏବଂ ଦୃଢ଼ ନିଷ୍ଠା ସହିତ ଜନସାଧାରଣଙ୍କର ସୁରକ୍ଷା ପାଇଁ ଆପଣମାନଙ୍କର ଅବଦାନ ପ୍ରଶଂସନୀୟ ।💐
ଆପଣମାନଙ୍କର ଅବସର ଜୀବନ ନିରୋଗ, ସ୍ୱାସ୍ଥ୍ୟମୟ ଏବଂ ଶାନ୍ତିପୂର୍ଣ୍ଣ ହେଉ। ଜୀବନର ଏହି ଦ୍ୱିତୀୟ ପାଳି ଆପଣଙ୍କ ପାଇଁ ଢେର ସାରା ଖୁସି ଓ ସମୃଦ୍ଧି ନେଇ ଆସୁ।💐
Odisha Police Organisation Dcp Bhubaneswar DCP Cuttack

28/05/2026

🌙✨ କମିଶନରେଟ୍ ପୋଲିସ, ଭୁବନେଶ୍ୱର-କଟକ ପକ୍ଷରୁ ଇଦ୍-ଉଲ୍-ଜୁହାର ଶୁଭେଚ୍ଛା ✨🌙

🙏 ଇଦ୍-ଉଲ୍-ଜୁହାର ପବିତ୍ର ପର୍ବରେ, ଆମେ ସମସ୍ତଙ୍କୁ ଶାନ୍ତି, ସମ୍ମିଳନ ଓ ଭାଇଚାରାର ଶୁଭେଚ୍ଛା ଜଣାଉଛୁ।
ଏହି ପର୍ବ ଆମକୁ ତ୍ୟାଗ, ଦୟା ଓ ମାନବତାର ପଥରେ ଆଗେଇବାକୁ ପ୍ରେରଣା ଦେଉ।
Odisha Police Organisation DCP Bhubaneswar DCP Cuttack

27/05/2026

🚨 ଇନଫୋଭ୍ୟାଲି ପୋଲିସ – ଅଜଣା ମୃତଦେହ ମାମଲାର ପର୍ଦ୍ଦାଫାସ 🚨
26.05.2026 ରେ ପିତାପଲି କାଜୁ ବଗିଚା କ୍ଷେତ୍ରରେ ଗୋଟିଏ ଅଜଣା ମୃତଦେହ ମିଳିଥିଲା। ପୋଲିସ 12 ଘଣ୍ଟା ମଧ୍ୟରେ CCTV, technical data ଓ human intelligence ଦ୍ୱାରା ଘଟଣାର ପର୍ଦ୍ଦାଫାସ କରିଥିଲା।
🔹 ଘଟଣା ରେ ଅନ୍ତର୍ଭୁକ୍ତ Hyva (OD-02-S-1377) ବାଲି unload କରିବା ସମୟରେ watchman ଗୋବର୍ଧନ ଯାଦବ (47ବର୍ଷ), ଉପରେ ମାଡିଯାଇଥିଲା । ପରେ ଡ୍ରାଇଭର ଓ ମାଲିକ (ଡମ୍ବରୁଧର ସୁନ୍ଦରାୟ) ମୃତ ଦେହ କୁ ଅନ୍ୟ ଏକ ସ୍ଥାନ କୁ ସ୍ଥାନାନ୍ତରଣ କରିଥିଲେ ।
🔹 କାର୍ଯ୍ୟାନୁଷ୍ଠାନ:
• Driver ରାମଚନ୍ଦ୍ର ଲେଙ୍କା (ନୟାଗଡ଼) ଗିରଫ।
• Involved Hyva (OD-02-S-1377) ଜବତ।
👉 କମିଶନରେଟ୍ ପୋଲିସ ସମୟୋଚିତ ତଦନ୍ତରେ ଘଟଣାର ପର୍ଦ୍ଦାଫାସ କରି, ଦୋଷୀଙ୍କୁ ଗିରଫ କରିଛି ।

Odisha Police Organisation DCP Bhubaneswar DCP Cuttack

Photos from Commissionerate Police Bhubaneswar-Cuttack's post 27/05/2026

🚨 କମିଶନରେଟ୍ ପୋଲିସ – ବିଶେଷ ଅଭିଯାନ 🚨
ଭୁବନେଶ୍ୱର-କଟକ କମିଶନରେଟ୍ ପୋଲିସର Special Crime Unit (SCU) 27.05.2026 ରାତି 01:00 AM ରୁ 06:00 AM ପର୍ଯ୍ୟନ୍ତ ଇନଫୋଭ୍ୟାଲି PS ସୀମାରେ ଅରିସଲ ଗାଁ ନିକଟରେ ଏକ ସଫଳ ଅଭିଯାନ କରିଥିଲା।
🔹 ଜବତ ହୋଇଥିବା ସାମଗ୍ରୀ:
• 25 ଗ୍ରାମ୍ ବ୍ରାଉନ୍ ସୁଗର୍
• 01ଟି 7.65 mm ସେମି-ଅଟୋମେଟିକ୍ ପିଷ୍ଟଲ୍
• 03ଟି ଲାଇଭ୍ ଆମୁନିସନ୍
• 01ଟି ମୋଟରସାଇକେଲ୍
• 01ଟି ମୋବାଇଲ୍ ଫୋନ୍
• 1540 ଟଙ୍କା
🔹 ଅଭିଯୁକ୍ତ: ପପୁନ୍ ମାଝି ଓରଫ ପପୁ (31ବର୍ଷ), ଗଞ୍ଜାମ; ବର୍ତ୍ତମାନ ଡୁମ୍ଡୁମା, ଭୁବନେଶ୍ୱରରେ ବସବାସ କରୁଛି।
🔹 ଅଭିଯାନର ବିବରଣୀ: 26.05.2026 ରାତିରେ ଏକ ଖବର ପାଇ ପୋଲିସ ଟିମ୍ ଅଭିଯୁକ୍ତ କୁ ଅରିସଲ ଗାଁ ନିକଟରେ ଅଟକାଇବାକୁ ଚେଷ୍ଟା କରିଥିଲା। ଅଭିଯୁକ୍ତ ଗୁଳି ଚାଲାଇଥିଲା, ଯାହାରେ ଦୁଇଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ। SCU ଦଳ ସାହସିକତାର ସହିତ ପ୍ରତିକ୍ରିୟା କରି, ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଅଭିଯୁକ୍ତ ନା ରେ ପୂର୍ବରୁ 20ଟି ମାମଲା ବିଭିନ୍ନ ଥାନାରେ ରେଜିଷ୍ଟର୍ ହୋଇଛି ।
ଅବୈଧ ବ୍ରାଉନ୍ ସୁଗର୍ ଓ ଅସ୍ତ୍ର ବ୍ୟବସାୟକୁ ଧ୍ୱଂସ କରିବାରେ SCU ର ଏହି ସଫଳ ଅଭିଯାନ ଅବିଚଳିତ ପ୍ରତିବଦ୍ଧତାକୁ ପ୍ରମାଣ କରେ ।
📞 ସୂଚନା ପାଇଁ: Special Crime Unit Landline – 0674-2916383 (ସକାଳ 10ଟା – ସନ୍ଧ୍ୟା 8ଟା) ସମସ୍ତ ସୂଚନାଦାତାଙ୍କ ପରିଚୟକୁ ଗୁପ୍ତ ରଖାଯିବ।

Odisha Police Organisation DCP Bhubaneswar DCP Cuttack

Photos from DCP Cuttack's post 27/05/2026
Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Address


Bhubaneswar
751001

Opening Hours

Monday 10am - 7pm
Tuesday 10am - 7pm
Wednesday 10am - 7pm
Thursday 10am - 7pm
Friday 10am - 7pm
Saturday 10am - 7pm
Sunday 10am - 5pm