Tapan Kumar Hota

Tapan Kumar Hota

Share

President, Bharatiya Mazdoor Sangha (BMS) , Sambalpur District

01/08/2025

ସମ୍ବଲପୁରୀ ଦିନ୍ ଉଧେଁ ସବୁ ଭାଇ ବୁହେନ୍ ବଡ୍ ବଡଖା , ଛୋଟ ଛୋଟ୍କା ମାନଙ୍କୁ ଗୁର୍ଦୁ‌ଟେ ଅଭିନନ୍ଦନ୍ ଆରୁ ଶୁଭେଚ୍ଛା

03/07/2025

ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ଶିଶିର ଚନ୍ଦ୍ର ପଣ୍ଡା ପରିଶେଷରେ ତପନ ହୋତା ଙ୍କୁ ଉତ୍ତର ରଖିଛନ୍ତି କିନ୍ତୁ ତାଙ୍କ ଉତ୍ତର ଏବଂ ପ୍ରତିଶ୍ରୁତି ରେ ତପନ କୁମାର ହୋତା ସନ୍ତୁଷ୍ଟ ନୁହନ୍ତି।

02/07/2025

ଭୂତଳ ଜଳ ସଂରକ୍ଷଣ ଯୋଜନା ରେ ମହାଦୁର୍ନୀତି ବିରୋଧ ରେ ନଅ ଦିନ ଧରି ଧାରଣା ରେ ବସିଛନ୍ତି ଶ୍ରୀ ତପନ୍ କୁମାର ହୋତା। ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାର ଡିଭିଜନ ଅଫିସର ଙ୍କ ବିରୋଧରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଠିକ୍ ସମୟରେ ସବସିଡି ମିଳୁ ନଥିବାରୁ ଏବଂ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ମାଗିବା ସହିତ ଦୁର୍ନୀତି, ପ୍ରଲୋଭନ ଅଭିଯୋଗରେ ସେ ଭୁବନେଶ୍ୱର ସ୍ଥିତ GWD ଅଫିସ ସମ୍ମୁଖ ରେ ଗତ ନଅ ଦିନ ହେଲା ଧାରଣା ରେ ବସିଛନ୍ତି

02/07/2025

ଭୂତଳ ଜଳ ସଂରକ୍ଷଣ ଯୋଜନା ରେ ମହାଦୁର୍ନୀତି ବିରୋଧ ରେ ନଅ ଦିନ ହେଲା ଧାରଣା ରେ ବସିଛନ୍ତି ଶ୍ରୀ ତପନ୍ କୁମାର ହୋତା। ସମ୍ବଲପୁର ଓ ବଲାଙ୍ଗିର ଜିଲ୍ଲାର ଡିଭିଜନ ଅଫିସର ଙ୍କ ବିରୋଧରେ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଠିକ୍ ସମୟରେ ସବସିଡି ମିଳୁ ନଥିବାରୁ ଏବଂ ବିଲ୍ ପାସ୍ କରିବା ପାଇଁ ଲାଞ୍ଚ ମାଗିବା ସହିତ ଦୁର୍ନୀତି, ପ୍ରଲୋଭନ ଅଭିଯୋଗରେ ସେ ଭୁବନେଶ୍ୱର ସ୍ଥିତ GWD ଅଫିସ ସମ୍ମୁଖ ରେ ଗତ ନଅ ଦିନ ହେଲା ଧାରଣା ରେ ବସିଛନ୍ତି

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Bhubaneswar