Help Ever Hurt Never.

Help Ever Hurt Never.

Share

"Every drop you donate plants hope in someone’s heart."

Photos from Help Ever Hurt Never.'s post 30/01/2026


ଜାନୁଆରୀ 15 ତାରିଖରେ ଏକ ଫୋନ ଆସିଲା କି କିମ୍ସ ହସ୍ପିଟାଲ ରେ ହରିୟାଣା ର ଏକ ଛୋଟ ପିଲାର ଦୁର୍ଘଟଣା ଘଟି ଅସ୍ତ୍ରପଚାର ପାଇଁ ରକ୍ତର ଆବଶ୍ୟକ ଅଛି ରକ୍ତ ନ ମିଳିଲେ ସେ ପିଲା ବିଞ୍ଚିପାରିବନି | ଏହି ଖବର ପାଇ Bimal Sasmal ସାର୍ କିମ୍ସ ରେ ପହଞ୍ଚି ନିଜର 56 ତମ ମୂଲ୍ୟବାନ AB+ve ରକ୍ତଦାନ କରି ପିଲାଟିର ଜୀବନ ବଞ୍ଚାଇଥିଲେ |
ଆପଣଙ୍କ ର ଏହି ମୂଲ୍ୟବାନ ରକ୍ତଦାନ ପାଇଁ ଆମେ ଆପଣଙ୍କ ପାଖରେ ଚିର କୃତଜ୍ଞ |
ଭଗବାନ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ |🙏
ଆପଣ ଆଗକୁ ଏହିପରି ସେବା ଜାରି ରଖିଥାନ୍ତୁ | 🙏
Late post

Photos from Help Ever Hurt Never.'s post 30/01/2026


ରକ୍ତଦାନ ମହାପୂଣ୍ୟ କହିବାର ପ୍ରକୃତ ଅର୍ଥ ହେଉଛି ଜଣଙ୍କର ଦାନ କରାଯାଇଥିବା ରକ୍ତ ରେ ଆଉ କାହାର ଜୀବନ ବଞ୍ଚିପାରିବ | ଏକ ଘରୋଇ ହସ୍ପିଟାଲ ରେ ଜଣ ଗୁରୁତର ରୋଗୀଙ୍କର ଅସ୍ତ୍ରୋପଚାର ପାଇଁ ଏକ ରକ୍ତର ଆବଶ୍ୟକ ଥିବାବେଳେ ଆମଠୁ ଖବର ପାଇ Swain ହସ୍ପିଟାଲ ରେ ପହଞ୍ଚି ନିଜର ମୂଲ୍ୟବାନ ରକ୍ତ ଦାନ କରି ରୋଗୀଙ୍କୁ ସୁସ୍ଥ ହେବାରେ ସାହାଯ୍ୟ କରିଥିଲେ | ଆପଣଙ୍କ ଏହି ମହାନ ଦାନ ପାଇଁ ଆମେ ଆପଣଙ୍କ ପାଖରେ ଚିର କୃତଜ୍ଞ | ଭଗବାନ ଆପଣଙ୍କୁ ଓ ଆପଣଙ୍କ ପରିବାର କୁ ସବୁବେଳେ ଭଲରେ ରଖନ୍ତୁ |🙏

Photos from Help Ever Hurt Never.'s post 30/01/2026


ଆପଣଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ Rakesh Senapati ସାର୍ ରକ୍ତ ଅଭାବ ସମୟରେ ଯେତେବେଳେ ବି ଆପଣଙ୍କୁ ରକ୍ତ ପାଇଁ କୁହାଯାଏ ଆପଣ ହସି ହସି ପହଞ୍ଚିଯାଇଥାନ୍ତି ରୋଗୀଟିଏ ପାଇଁ ଆପଣଙ୍କ ଏହି ସେବା ମନଭାବ ସବୁବେଳେ ଆମ ସାଙ୍ଗରେ ଥାଉ |
ଭଗବାନ ଆପଣଙ୍କୁ ଆପଣଙ୍କ ପରିବାର କୁ ସବୁବେଳେ ଭଲରେ ରଖନ୍ତୁ |🙏
Late post

25/01/2026


ଆପଣଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ Choudhury ସାର୍ ରକ୍ତ ଅଭାବ ସମୟରେ ଯେତେବେଳେ ବି ଆପଣଙ୍କୁ ରକ୍ତ ପାଇଁ କୁହାଯାଏ ଆପଣ ହସି ହସି ପହଞ୍ଚିଯାଇଥାନ୍ତି ରୋଗୀଟିଏ ପାଇଁ ଆପଣଙ୍କ ଏହି ସେବା ମନଭାବ ସବୁବେଳେ ଆମ ସାଙ୍ଗରେ ଥାଉ |
ତା 22-01-26 ରିଖରେ କିମ୍ସ ରେ ଜଣେ ବ୍ୟକ୍ତି ଙ୍କୁ ରକ୍ତଦାନ କରି ତାଙ୍କ ଜୀବନ ବଞ୍ଚାଇଛନ୍ତି |
ଭଗବାନ ଆପଣଙ୍କୁ ଆପଣଙ୍କ ପରିବାର କୁ ସବୁବେଳେ ଭଲରେ ରଖନ୍ତୁ |🙏
Late post

25/01/2026


ଆମର ଲକ୍ଷ ରକ୍ତ ଅଭାବ ରେ କାହାର କିଛି କ୍ଷତି ନ ହେଉ ସେଥିପାଇଁ ଆମ ଅନୁଷ୍ଠାନ ର ସମସ୍ତ ସଦସ୍ୟ ତତ୍ପର |
ତା 22-01-26 ରିଖ ରେ ଜଣେ ବ୍ୟକ୍ତିଙ୍କର 4 ଟି ରକ୍ତ ଆବଶ୍ୟକ ଥିବାବେଳେ ଆମଠୁ ଖବର ପାଇ Ramakanta Prusty ସାର୍ କିମ୍ସ ହସ୍ପିଟାଲ ରେ ପହଞ୍ଚି ନିଜ ର ମୂଲ୍ୟବାନ ରକ୍ତଦାନ କରିଥିଲେ | ତୁମର ଏହି ମହାନ ଦାନ ପାଇଁ ଭଗବାନ ତୁମକୁ ଓ ତୁମ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ |🙏

29/12/2025


ଏକ ଗଛ ପାଣି ବିନା ଝାଉଁଳି ଗଲାପରି ଯେତେବେଳେ ଜଣେ ବ୍ୟକ୍ତି ରକ୍ତ ଆବଶ୍ୟକତା ରୁ ଜୀବନ ଯୁଦ୍ଧ୍ୟ ରୁ ହାରିଯାଉଥିବା ସମୟରେ ଆମ ଅନୁଷ୍ଠାନ ର ସଦସ୍ୟ ମାନେ ସେହି ବ୍ୟକ୍ତି ଙ୍କୁ ପୁନର୍ବାର ଜୀବନ ଯୁଦ୍ଧ୍ୟ ରେ ଜିତାଇବା ପାଇଁ ନିଜର ରକ୍ତଦାନ କରି ଯଥା ସମ୍ଭବ ଚେଷ୍ଟା କରିଥାଉ | ଆଜି କଳିଙ୍ଗ ହସ୍ପିଟାଲ ରେ ଜଣେ ରୋଗୀଙ୍କର O+ve ରକ୍ତର ଆବଶ୍ୟକ ଥିବବେଳେ ଆମ ଅନୁଷ୍ଠାନ ର ସଦସ୍ୟ Tripathy ସାର୍ ନିଜର ମୂଲ୍ୟବାନ ରକ୍ତଦାନ କରି ବ୍ୟକ୍ତିଙ୍କୁ ସୁସ୍ଥ କରିବାରେ ସହଯୋଗ କରିଥିଲେ |
ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ ସାର୍ ପ୍ରଭୁ ଆପଣଙ୍କ ପରିବାରକୁ ଓ ଆପଣଙ୍କୁ ସବୁବେଳେ ସୁସ୍ଥ ରଖନ୍ତୁ |

Photos from Help Ever Hurt Never.'s post 29/12/2025


KIMS ହସ୍ପିଟାଲରେ 113 ତମ ରକ୍ତଦାନ କରି ନିଜର ମାନବିକତା କୁ ସଠିକ ଭାବରେ ପ୍ରତିପାଦନ କରିବା ସହ ଜଣେ ନିରୀହ ବ୍ୟକ୍ତିଙ୍କର ଜୀବନ ବଞ୍ଚାଇଛନ୍ତି ଆମ ଅନୁଷ୍ଠାନ Ramendra Kumar Champati ସାର୍ |
ଆପଣଙ୍କ ର ଏହି ମହତ ଦାନ ପାଇଁ ଆପଣଙ୍କୁ ଦୃଦୟରୁ ଧନ୍ୟବାଦ ସାର୍ |
ପ୍ରଭୁ ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ |🙏

07/11/2025

“Life is a journey, and if you fall in love with the journey, you will be in love forever.”

17/10/2025


ଆମର ଲକ୍ଷ ରକ୍ତ ଅଭାବ ରେ କାହାର କିଛି କ୍ଷତି ନ ହେଉ ସେଥିପାଇଁ ଆମ ଅନୁଷ୍ଠାନ ର ସମସ୍ତ ସଦସ୍ୟ ତତ୍ପର | ଡେଙ୍ଗୁ ରେ ପୀଡିତ ଜଣେ ଗୁରୁଜନ ଙ୍କର 4 ଟି ରକ୍ତ ଆବଶ୍ୟକ ଥିବାବେଳେ ଆମଠୁ ଖବର ପାଇ Baskey ସାର୍ କିମ୍ସ ହସ୍ପିଟାଲ ରେ ପହଞ୍ଚି ନିଜ ର ମୂଲ୍ୟବାନ ରକ୍ତଦାନ କରିଥିଲେ | ତୁମର ଏହି ମହାନ ଦାନ ପାଇଁ ଭଗବାନ ତୁମକୁ ଓ ତୁମ ପରିବାରକୁ ସବୁବେଳେ ଭଲରେ ରଖନ୍ତୁ |🙏

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Bhubaneswar
751024