Chandra Sarathi Behera

Chandra Sarathi Behera

Share

Contact information, map and directions, contact form, opening hours, services, ratings, photos, videos and announcements from Chandra Sarathi Behera, Bhubaneswar.

15/10/2025

ଓଡ଼ିଶାର ସବୁଠାରୁ ଜନପ୍ରିୟ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କ ଜନ୍ମଦିନରେ ଅନେକ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି 🙏

Photos from Chandra Sarathi Behera's post 04/04/2023

12/03/2023

ଫମ୍ପା ଭାଷଣ, ବିଜେପି ନେତାଙ୍କ ଆଚରଣ। ପ୍ରତିଶ୍ରୁତି ଦିଅନ୍ତି, ପାଳନ ନକରି ଗାଲୁ ମାରନ୍ତି। ଲୋକଙ୍କୁ ସ୍ୱପ୍ନ ଦେଖାଇ ଲୁଟିବା ପାର୍ଟି ଭାରତୀୟ ଜନତା ପାର୍ଟି।

12/03/2023

ଏଇ ହାତ- ଅଭାବୀଙ୍କୁ ଆଦର କରୁଥିବା ହାତ, ଅସହାୟଙ୍କ ଆଖିର ଲୁହ ପୋଛୁଥିବା ହାତ। ନୂଆ ଓଡ଼ିଶା ନିର୍ମାଣରେ ନିମଗ୍ନ, ସଦା ଚଳଚଞ୍ଚଳ, କର୍ତ୍ତବ୍ୟରତ।

10/03/2023

ସୁସ୍ଥ ଓଡିଶା, ସୁଖୀ ଓଡିଶା। ସାଢେ ୪ କୋଟି ଓଡିଶାବାସୀଙ୍କ ଜୀବନର ଯତ୍ନ ନେଉଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ।

10/03/2023

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଉଥିବା ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ |

Photos from Chandra Sarathi Behera's post 09/03/2023

ଫକିରପଡା ପଞ୍ଚାୟତ ଅନ୍ତର୍ଗତ ଫକିରପଡା ଭାଗବତ ପିଠରେ ଆୟୋଜିତ ହୋଇଥିବା ଅଷ୍ଟମ ପ୍ରହରୀ ରେ ପହଁଞ୍ଚି ଆଶୀର୍ବାଦ କାମନା କଲି।

Photos from Chandra Sarathi Behera's post 09/03/2023

ନବୀନଙ୍କ *'ମିଶନ ଶକ୍ତି'* ଦେଖାଇଛି ଦିଶା
ସଶକ୍ତ ମହିଳା ଗଢୁଛନ୍ତି *'ନୂଆ ଓଡ଼ିଶା'*

06/02/2022
Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Website

Address


Bhubaneswar
751001