02/06/2026
ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର), ଓଡ଼ିଶା ଙ୍କ ଦ୍ୱାରା ସମସ୍ତ କେନ୍ଦୁପତ୍ର ଡିଭିଜନର ଡ଼ି.ଏଫ.ଓ .ଙ୍କ ସହ ଭିଡିଓ କନ୍ଫରେନ୍ସ ଦ୍ୱାରା ବୈଠକ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।
Official Page of Principal Chief Conservator of Forest (Kendu Leaves) Odisha, Forest, Environment and Climate Change Department. Govt. of Odisha
02/06/2026
ପ୍ରଧାନ ମୁଖ୍ୟ ବନସଂରକ୍ଷକ (କେନ୍ଦୁପତ୍ର), ଓଡ଼ିଶା ଙ୍କ ଦ୍ୱାରା ସମସ୍ତ କେନ୍ଦୁପତ୍ର ଡିଭିଜନର ଡ଼ି.ଏଫ.ଓ .ଙ୍କ ସହ ଭିଡିଓ କନ୍ଫରେନ୍ସ ଦ୍ୱାରା ବୈଠକ । ଏହି ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା ।
30/05/2026
କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଏସଡିଏଫଓ ଏବଂ ଏସିଏଫଙ୍କ ଦ୍ୱାରା ତେଲକୋଇ କେନ୍ଦୁପତ୍ର ରେଞ୍ଜରେ କେନ୍ଦୁପତ୍ର ପ୍ରକ୍ରିୟାକରଣ, ବାଇଣ୍ଡିଂ ଏବଂ ବ୍ୟାଗିଂ କାର୍ଯ୍ୟର ତଦାରଖ ଏବଂ ନିରୀକ୍ଷଣ କରାଯାଉଛି।
30/05/2026
ରାଉରକେଲା କେନ୍ଦୁପତ୍ର ଡିଭିଜନ ଅଧୀନରେ ଥିବା ବିଭିନ୍ନ ବାଇଣ୍ଡିଂ କେନ୍ଦ୍ରରେ କେନ୍ଦୁପତ୍ର ପ୍ରକ୍ରିୟାକରଣ, ବାଇଣ୍ଡିଂ ଏବଂ ବ୍ୟାଗିଂ କାର୍ଯ୍ୟ ଜାରି ରହିଛି। କେନ୍ଦୁପତ୍ରର ସଠିକ୍ ପ୍ରକ୍ରିୟାକରଣ, ଗୁଣାତ୍ମକ ରକ୍ଷଣାବେକ୍ଷଣ, ସମାନ ବାଇଣ୍ଡିଂ ଏବଂ ଉତ୍ତମ ବଜାର ମୂଲ୍ୟ ପାଇଁ ନିରନ୍ତର ତଦାରଖ ଏବଂ ନିରୀକ୍ଷଣ କରାଯାଉଛି।
29/05/2026
କେଉଁଝର କେନ୍ଦୁପତ୍ର ଡିଭିଜନର ଆକୁଳ କେନ୍ଦୁପତ୍ର ରେଞ୍ଜରେ ଡିଏଫଓଙ୍କ ଦ୍ୱାରା ଫଡି ଏବଂ କେନ୍ଦୁପତ୍ର ବଣ୍ଡଲର ଯାଞ୍ଚ କରାଯାଉଅଛି
26/05/2026
ରାଉରକେଲା କେନ୍ଦୁପତ୍ର ଡିଭିଜନର ଡି.ଏଫ.ଓ. ଏବଂ ଏ.ସି.ଏଫ୍.ଙ୍କ ଦ୍ୱାରା ଲେଫ୍ରିପରା କେନ୍ଦୁପତ୍ର ରେଞ୍ଜର କସେଇଝରଣ ଏବଂ ବନ୍ଦେଗା ଫଡିରେ ପିବିବି (ପ୍ରୋସେସ ବାଇଣ୍ଡିଙ୍ଗ ଵ୍ୟାଗିଙ୍ଗ) କାର୍ଯ୍ୟର ନିରୀକ୍ଷଣ ।
22/05/2026
କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଏସ.ଡି.ଏଫ.ଓ.ଙ୍କ ଦ୍ୱାରା, ତେଲକୋଇ କେନ୍ଦୁପତ୍ର ରେଞ୍ଜରେ ପିବିବି (ପ୍ରୋସେସ ବାଇଣ୍ଡିଙ୍ଗ ଵ୍ୟାଗିଙ୍ଗ) କାର୍ଯ୍ୟର ନିରୀକ୍ଷଣ ।
20/05/2026
ଖୁଟଗାଁ କେନ୍ଦୁପତ୍ର ରେଞ୍ଜର ଗଡପାଲି କେନ୍ଦୁପତ୍ର-ବାଇଣ୍ଡିଂ ସେଣ୍ଟରରେ ଡି.ଏଫ.ଓ.ଙ୍କ ଉପସ୍ଥିତିରେ ରାଜାମୁଡା ଏବଂ ବଣେଇ କେନ୍ଦୁପତ୍ର ରେଞ୍ଜର କର୍ମଚାରୀମାନଙ୍କୁ ନେଇ ପିବିବି ତାଲିମ ସମ୍ପର୍କରେ ଏକ ସମନ୍ୱୟ ବୈଠକ ଅନୁଷ୍ଠିତ ହୋଇଛି।
19/05/2026
କେନ୍ଦୁଝର କେନ୍ଦୁପତ୍ର ଡିଭିଜନର, ବାଙ୍ଗିରିପୋଷି ରେଞ୍ଜରେ କେନ୍ଦୁପତ୍ର ବାଇଣ୍ଡିଂ ପାଇଁ ତାଲିମ କାର୍ଯ୍ୟକ୍ରମ । ଏହି ତାଲିମ କାର୍ଯ୍ୟକ୍ରମରେ କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ଏସ.ସି.ଏଫ. ଉପସ୍ଥିତ ଥିଲେ ।
15/05/2026
କେନ୍ଦୁଝର କେନ୍ଦୁପତ୍ର ଡିଭିଜନର ତେଲକୋଇ କେନ୍ଦୁପତ୍ର ରେଞ୍ଜରେ କେନ୍ଦୁପତ୍ର-ବନ୍ଧେଇ କାର୍ଯ୍ୟର ରେଞ୍ଜ ସ୍ତରୀୟ ତାଲିମ କାର୍ଯ୍ୟକ୍ରମ । ଏହି ତାଲିମ କାର୍ଯ୍ୟକ୍ରମରେ କେନ୍ଦୁପତ୍ର ଡିଭିଜନର SDFO, ଏବଂ ଓଡିଶା ବନ ଉନ୍ନୟନ ନିଗମ ଲିଃ, କେନ୍ଦୁଝରର DDM ଓ SDM ଉପସ୍ଥିତ ଥିଲେ ।
ସମ୍ବଲପୁର କେନ୍ଦୁପତ୍ର ଡିଭିଜନରେ କେନ୍ଦୁପତ୍ରର ବେଆଇନ ସଂରକ୍ଷଣକୁ ରୋକିବା ପାଇଁ ସଚେତନତା