Pradeepta Kumar Pradhan

Call Directions Website Contact the organization

Pradeepta Kumar Pradhan Contact information, map and directions, contact form, opening hours, services, ratings, photos, videos and announcements from Pradeepta Kumar Pradhan, Government Official, Bhubaneswar.

PRESIDENT-ODISHA NPS SECONDARY SCHOOL TEACHERS' ASSOCIATION,BBSR
ସଭାପତି-ଓଡ଼ିଶା ଏନ ପି ଏସ ମାଧ୍ୟମିକ ଶିକ୍ଷକ ସଂଘ, ଭୁବନେଶ୍ୱର
SUB-EDITOR/JOINT SECY-OSSTA
ସହ- ସମ୍ପାଦକ,ଓଷ୍ଟା
(ଶିକ୍ଷା ପ୍ରଦୀପ)

15/08/2026
18/06/2026
ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରମୋଶନ ଲିଷ୍ଟ ରୁ କୌଣସି ଅସୁବିଧା ପାଇଁ ବାଦ୍ ପଢ଼ିଛି ଯଥା PROPERTY STATEMENT AND CCR ସେମାନଙ୍କ ସମସ୍...
03/06/2026

ଯେଉଁ ଶିକ୍ଷକ ଶିକ୍ଷୟିତ୍ରୀମାନେ ପ୍ରମୋଶନ ଲିଷ୍ଟ ରୁ କୌଣସି ଅସୁବିଧା ପାଇଁ ବାଦ୍ ପଢ଼ିଛି ଯଥା PROPERTY STATEMENT AND CCR ସେମାନଙ୍କ ସମସ୍ୟା ନେଇ ଆଜି Director ସାରଙ୍କ ସହ ଆଲୋଚନା କରିଛୁ ଆପଣମାନେ ବେସ୍ତ ହୁଅନ୍ତୁ ନାହିଁ ଖୁବ୍ ଶୀଘ୍ର REVIEW DPC ହେବ ଓ ସେମାନଙ୍କୁ ପ୍ରମୋଶନ ଦିଆଯିବ।ନିଜ ନିଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ସହ ଯୋଗାଯୋଗ କରନ୍ତୁ ସେମାନେ CCR & PROPERTY STATEMENT ଦେଇଛନ୍ତି ନା ନାହିଁ,ଯଦି ଦେଇଛନ୍ତି କଣ ଅସୁବିଧା ରହିଲା।Dse ରୁ ଖୁବ୍ ଶୀଘ୍ର ଡାଟା ମଗାଯିବ କିନ୍ତୁ ସମସ୍ତେ ନିଜ ନିଜ ଜିଲ୍ଲାରେ Follow Up କରନ୍ତୁ। ଧର୍ଯ୍ୟ ଧରନ୍ତୁ ବେସ୍ତ ହୋଇ DSE ନ ଆସି ଆଗ ନିଜ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ କଣ ଅସୁବିଧା ହୋଇଛି ବୁଝନ୍ତୁ। ଧନ୍ୟବାଦ୍।
ପ୍ରଦୀପ୍ତ କୁମାର ପ୍ରଧାନ -୯୧୨୪୩୭୪୭୨୬

Address

Bhubaneswar

Telephone

9124374726

Alerts

Be the first to know and let us send you an email when Pradeepta Kumar Pradhan posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Pradeepta Kumar Pradhan:

Shortcuts

Share