18/03/2026
ଫାଉଣ୍ଡେସନ କଥା ଛାଡି ଶ୍ରୀମୟୀ ମିଶ୍ର ଯଦି ପ୍ରକୃତରେ ଓଡିଶା ଏବଂ ଓଡ଼ିଆଙ୍କୁ ଭଲ ପାଉଥାନ୍ତେ ତାହେଲେ ମେଡିକାଲରେ ଅକାଳରେ ପ୍ରାଣ ହରାଇଥିବା ନିରୀହ ରୋଗୀଙ୍କ ପରିବାରଙ୍କୁ 50 ଲକ୍ଷର ଆର୍ଥିକ ସହାୟତା ଏବଂ ଆଗାମୀ ଦିନରେ ଉତ୍ତମ ଚିକିତ୍ସା ସେବା ପାଇଁ ବିଜେପି ସରକାରଙ୍କୁ କାଠଗଡାକୁ ଟାଣିଥାନ୍ତେ l ସେ ଆଜି ନିଜକୁ #ସ୍ୱାର୍ଥମୟୀ ବୋଲି ପ୍ରମାଣ କରିଦେଲେ
15/03/2026
ଏ ପାଳି ମତେ କଣ ହେଲେ ଗୋଟିଏ ଦେବେ ବୋଲି କହିଲେ ତ ସେଥିପାଇଁ ମିଛସତ କରି ଗୋଟିଏ ଲେଖିପକେଇଲି l
ମୁଁ ସ୍ୱାର୍ଥମୟୀ. .. ସ୍ୱାର୍ଥ ନଥିଲେ ମୁଁ କାମ କରିବି ନାହିଁ 😔😔
03/03/2026
ସୁଜାତା - ପାଣ୍ଡିଆନଙ୍କ ଚରଣ ସେବା ବିନୁ ଆନ ଗତି ନାହିଁ ମୋର l ଭୁଲ ହେଲା କହି ଗୋଡ଼ ଧରିଦେବି ଆଉ l
19/01/2026
BJD ରୁ ତଡା ଖାଇଲା ପରେ ମଧ୍ୟ BJD ପ୍ରେମ ଯାଇନି 😀
ଏତେ ସାରା ପୋଷ୍ଟ ପରେ ମଧ୍ୟ BJP ନେଉନି 😀.
କଂଗ୍ରେସ ପାଇଁ ବହୁତ କିଛି ପ୍ରୟାସ କଲି.. ସେମାନେ ଭି ନେଲେନି... ଏବେ
କଣ କରିବି ଦୁଃଖ ମୋ ଭାଗ୍ୟରେ ଲେଖା 😀
09/01/2026
ଆଉ କାହା ମୁହଁ ଟିକେ TV ରେ ଦେଖାଗଲେ ଡିପ୍ରେସନର ଶୀକାର ହେଉଥିବା ମହିଳା। ଆଯି କାଲି ସ୍ଵାର୍ଥ କଥା ଭାବି ଭାବି ଡିପ୍ରେସନ୍ ହୋଇଯାଉଛନ୍ତି..
24/12/2025
😆😆 ଶେଷକୁ ସେଇ ଅଣ ଓଡ଼ିଆ ମୁଖ୍ୟ ଶାସନ ସଚିବ ଧନ୍ୟରେ ଓଡ଼ିଆ ଅସ୍ମିତା
BJP Odisha
Manmohan Samal
Mohan Charan Majhi
ଓଡ଼ିଆ ଅସ୍ମିତା Odia Asmita
17/12/2025
24 ବେଳେ #ପଦିଆନା, #ଗଣିଆନା ଙ୍କ ପରି ମତେ ବି #ନୂଆପଡା ପରେ ଆଉ କେହି ପଚାରୁନାହାନ୍ତି l ତେଣୁ ମୁଁ ଏବେ ଲେଖାଲେଖି ଟିକେ ବନ୍ଦ କରିଦେଇଛି ଆଉ l
SwarthaMayee
BJP Odisha
Sabyasachi