Kuna Mohanty for bjp

Kuna Mohanty for bjp

Share

secretary bjp bbsr

03/01/2026

ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ର ପୂର୍ବତନ ଉପସଭାପତି ତଥା ଯୁବନେତା ସମାଜସେବୀ 48 no ୱାର୍ଡ ର ସମସ୍ତଙ୍କ ପ୍ରିୟ ଭାଇ ଧିରେନ ପାତ୍ର (ପପୁ ) ଙ୍କ ର ଜନ୍ମଦିନ ର ଢେର ସାରା ଅଭିନନ୍ଦନ ଓ ଶୁଭେଚ୍ଛା 🌹❤️🌹

Photos from Kuna Mohanty for bjp's post 28/12/2025

ଆଜି ଆମ ୱାର୍ଡ ନଂ ୪୭ ସ୍ଥିତ ଜଗନ୍ନାଥ ସଂସ୍କୃତିକ ସଂସଦ ଠାରେ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ର ୧୨୯ ତମ ମନ କି ବାତ" କାର୍ଯ୍ୟକ୍ରମ ର ପ୍ରସାରଣ ଶୁଣିବା ପାଇଁ ଉପସ୍ଥିତ ଥିଲୁ । ମନ କି ବାତ୍ କେବଳ ଏକ କାର୍ଯ୍ୟକ୍ରମ ନୁହେଁ; ଏହା ଲୋକଙ୍କ ସ୍ୱର।
ଯେତେବେଳେ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ସହିତ ସିଧାସଳଖ ଯୋଗାଯୋଗ କରନ୍ତି, ପ୍ରତ୍ୟେକ ନାଗରିକ ନିଜର ଏକତା ଅନୁଭବ କରନ୍ତି।


Mohan Charan Majhi
Jagannath Pradhan
Niranjan Mishra

Rashmi Ranjan Mahapatra

26/12/2025

ଆମ ଦଳର ବରିଷ୍ଠ ନାରୀନେତ୍ରୀ ତଥା କୋରେଇ ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟିକା ସମସ୍ତଙ୍କ ପ୍ରିୟ ଅପା ଶ୍ରୀମତୀ ସଞ୍ଚିତା ମହାନ୍ତି ଙ୍କ ବିୟୋଗରେ ମୁଁ ଅତ୍ୟନ୍ତ ଦୁଃଖିତ ଓ ମର୍ମାହତ l
ମହାପ୍ରଭୁ ଶ୍ରୀଜଗନ୍ନାଥ ତାଙ୍କ ଅମର ଆତ୍ମାକୁ ସଦଗତି ପ୍ରଦାନ କରିବା ସହିତ ଶୋକସନ୍ତପ୍ତ ପରିବାର କୁ ଅସୀମ ଧର୍ଯ୍ୟ, ସାହସ ଓ ଶକ୍ତି ପ୍ରଦାନ କରନ୍ତୁ |
ଓଁ ଶାନ୍ତି 🙏

25/12/2025

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଆମ ସମସ୍ତଙ୍କ ମାର୍ଗଦର୍ଶକ 'ଭାରତ ରତ୍ନ' ଅଟଳ ବିହାରୀ ବାଜପେୟୀଙ୍କ ଜନ୍ମଜୟନ୍ତୀ ଅବସରରେ କୋଟି କୋଟି ପ୍ରଣାମ ଜଣାଉଛି l ସୁଶାସନ ଏବଂ ଦେଶକୁ ବିକାଶ ଦିଗରେ ପରିଚାଳନା କରିବାରେ ଅଟଳଜୀ ସ୍ବପ୍ନ କୁ ଆଜି ବିଜେପି ସରକାର ପୂର୍ଣ୍ଣତାର ରୂପ ଦେବାର କାର୍ଯ୍ୟ କରୁଛି l
.

25/12/2025

ପବିତ୍ର ଖ୍ରୀଷ୍ଟମାସ ତଥା ବଡ଼ଦିନ ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ।

25/12/2025

ରାଜ୍ୟର ପ୍ରଥମ ମହିଳା ମୁଖ୍ୟସଚିବ ହିସାବରେ ସୁଶ୍ରୀ ଅନୁ ଗର୍ଗ ଚୟନ ହୋଇଥିବାରୁ ତାଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଓ ଶୁଭକାମନା....

25/12/2025

ବରିଷ୍ଠ ବିଜେପି ନେତା ପ୍ରିୟ ବଡଭାଇ ଶ୍ରୀ ଦିଲ୍ଲୀପ ମହାନ୍ତି (ଦିଲୁ ଭାଇ)ଙ୍କୁ ଜନ୍ମଦିନ ଅବସରରେ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ l
Dillip Mohanty

Photos from Kuna Mohanty for bjp's post 23/12/2025

ଆଗାମୀ ତା ୨୮/୧୨/୨୫ ରିଖ ହେବାକୁ ଯାଉଥିବା ପ୍ରଧାମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି ଙ୍କ ର mann ki baat ର ପ୍ରସ୍ତୁତି ବୈଠକ ୟୁନିଟ - 8 ୱାର୍ଡ ନଂ 47 ଜଗନ୍ନାଥ ସଂସ୍କୃତିକ ସଂସଦ କ୍ଲୁବଠାରେ ଆୟୋଜିତ କରାଗଲା...🙏🙏

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


Unit/8
Bhubaneswar
751012