04/10/2026
ଓଡ଼ିଶା ଶାନ୍ତି ସଂଘ ତରଫରୁ ରାଜ୍ୟରେ ବିଶେଷ କରି ଉତ୍ତରପଶ୍ଚିମ ଓଡ଼ିଶା ରୁ ଆସିଥିବା ଆଦିବାସୀ ଓ ଦଳିତ ଖ୍ରୀଷ୍ଟିଆନ ମାନଙ୍କ ସମସ୍ୟା ଓ ଦାବୀପତ୍ର ସମ୍ପର୍କରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ଶ୍ରୀ Naveen Patnaik ଙ୍କୁ ସାକ୍ଷାତ କରିବା ଅବସର । ଏହି କାର୍ଯ୍ୟକ୍ରମ ରେ ଆମ ବିଧାୟକ ଶ୍ରୀ Rohit Joseph Tirkey ଙ୍କ ସହ ବିଜୁ ଜନତା ଦଳର ବରିଷ୍ଠ ଉପସଭାପତି ଶ୍ରୀ ଦେବୀ ମିଶ୍ର, ପୂର୍ବମନ୍ତ୍ରୀ ଶ୍ରୀ ଗଣେଶ୍ୱର ବେହେରା, ବିଧାୟକ ସର୍ବଶ୍ରୀ ସୁଶାନ୍ତ ରାଉତ,ସଂଖ୍ୟାଲଘୁ ସେଲର ସଭାପତି ସେକ୍ ନିଜାମୁଦ୍ଦିନ ଉପସ୍ଥିତ ଥିଲେ ।
Biju Janata Dal OdishaSankhaBJd NuagaonDebi Prasad MishraNaveenismBiju Mahila Janata DalBiju Yuva Janata DalBJD Odisha - ForeverCMO Odisha