Agalpur News

Directions

Agalpur News We share news related to Agalpur, around the world and personal thoughts for local and national issues in this page.

Agalpur is a village in the Bolangir district of Odisha, India. Agalpur (Raj) (Oriya: ଆଗଲପୁର(ରାଜ)) is a village and Block in Balangir district in the state of Odisha, India. Agalpur (Raj) a historical place and a very old human community center. It is situated in the triangular land of "Ong" river (also Known as "Ang" or "Om" river);and Two Small Rivers (in kosali Language known as "Joor") "Uttali"& "Ghesali". On the extreme north, after crossing the Ong river at about 10–20 km there is a famous hill that is known as Chhelia Pahad (named after the nearby village ChhelKhai). The white clouds touching the black Chhelia Pahad (Mountain) during the rainy day are considered the most scenic beauty of Agalpur (Raj). History
---------------------
The village name of Agalpur (Raj) is said to have been derived from three different words. first one is "Argala" (Means Barrier) second one is "Pur" (Means Village) and third one is "Raj" (Implying to the King's rule). It is believed that initially it was called as "Argalapur", meaning 'a village of barrier'. In the ancient time it was very difficult to reach the village "Argalapur" due to the nature's barricade of rivers (Ong, Uttali, and Gesali) and dense forest surrounding it. This might be the reason the then king of Patna State (now patnagarh) had made "Aragalapur" a hub for own protection. There are several stories that how king of Patna State used to hide in "Argalapur" during the fight with neighbor states. It is believed that due to a major hub for Patna State king suffix "Raj" is added in the name of Agalpur (Raj). Source: https://en.wikipedia.org/wiki/Agalpur

ଆସନ୍ତୁ ସମସ୍ତେ ଏହି ମହାନ୍ କାର୍ଯ୍ୟକ୍ରମ ରେ ଭାଗୀଦାର ବନିବା। ଆମେ ତ ରକ୍ତଦାନ କରିବୁ। ଆପଣ ବି ଆସନ୍ତୁ।  🙏✨️ଧନ୍ୟବାଦ୍ Maheswari Agalpur...
08/10/2026

ଆସନ୍ତୁ ସମସ୍ତେ ଏହି ମହାନ୍ କାର୍ଯ୍ୟକ୍ରମ ରେ ଭାଗୀଦାର ବନିବା। ଆମେ ତ ରକ୍ତଦାନ କରିବୁ। ଆପଣ ବି ଆସନ୍ତୁ। 🙏✨️

ଧନ୍ୟବାଦ୍ Maheswari Agalpur ❤️🙏

ଆଶା କରୁଛୁ, ନୂତନ ଥାନା ଅଧିକାରୀଙ୍କ ନେତୃତ୍ୱରେ ଅବୈଧ କଫ୍‌ ସିରପ୍‌ ବିକ୍ରି, ମଦ ବିକ୍ରି ଓ ଅନ୍ୟାନ୍ୟ ଅପରାଧ ଉପରେ କଡ଼ା ନଜର ରଖାଯାଇ ଦୃଢ଼ ...
04/10/2026

ଆଶା କରୁଛୁ, ନୂତନ ଥାନା ଅଧିକାରୀଙ୍କ ନେତୃତ୍ୱରେ ଅବୈଧ କଫ୍‌ ସିରପ୍‌ ବିକ୍ରି, ମଦ ବିକ୍ରି ଓ ଅନ୍ୟାନ୍ୟ ଅପରାଧ ଉପରେ କଡ଼ା ନଜର ରଖାଯାଇ ଦୃଢ଼ ପଦକ୍ଷେପ ନିଆଯିବ।
ଆଗଲପୁରରେ ଶାନ୍ତି, ସୁରକ୍ଷା ଓ ଆଇନଶୃଙ୍ଖଳା ଆହୁରି ସୁଦୃଢ଼ ହେଉ, ଏହା ହିଁ ଆମର ଆଶା। 🙏❤️

Follow AgalpurNews for more stories. ❤️

🚨ଦୁବାଇ ବିମାନ ଘଟଣାକୁ ନେଇ ଚର୍ଚ୍ଚାସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ବିଭିନ୍ନ ରିପୋର୍ଟରେ ଏହି ବ୍ୟକ୍ତିଙ୍କୁ ଓମାନର ଜାତୀୟ ଦଳର ଫୁଟ...
03/10/2026

🚨ଦୁବାଇ ବିମାନ ଘଟଣାକୁ ନେଇ ଚର୍ଚ୍ଚା

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ବିଭିନ୍ନ ରିପୋର୍ଟରେ ଏହି ବ୍ୟକ୍ତିଙ୍କୁ ଓମାନର ଜାତୀୟ ଦଳର ଫୁଟବଲର ହମାମ ଅଲ-ହମାମି ବୋଲି ଦାବି କରାଯାଉଛି।

ତେବେ ଫଟୋ ଏବଂ ପରିଚୟର ସ୍ୱାଧୀନ ଭାବେ ସତ୍ୟାପନ ହୋଇନାହିଁ। ଘଟଣା ସମ୍ପର୍କରେ UAE କର୍ତ୍ତୃପକ୍ଷଙ୍କ ତଦନ୍ତ ଜାରି ରହିଛି।

📌 ସୂଚନା: ଭାଇରାଲ ଫଟୋ କିମ୍ବା ସୋସିଆଲ ମିଡିଆର ଦାବିକୁ ଅଧିକାରିକ ସତ୍ୟାପନ ବିନା ନିଶ୍ଚିତ ତଥ୍ୟ ଭାବେ ଗ୍ରହଣ କରନ୍ତୁ ନାହିଁ।

Follow AgalpurNews for more stories.

01/10/2026

Heart touching story for everyone. 🙏Using mobile always is not a good sign.. 🥹

Follow Agalpur News for more story.

🚨 ୧୮ ବର୍ଷରୁ କମ୍ ହେଲେ ଆଉ Social Media Account ଖୋଲିପାରିବେ ନାହିଁ? 😱📱ଭାରତରେ Social Media ବ୍ୟବହାରକୁ ନେଇ ଆସିପାରେ ବଡ଼ ପରିବର୍ତ୍ତ...
01/10/2026

🚨 ୧୮ ବର୍ଷରୁ କମ୍ ହେଲେ ଆଉ Social Media Account ଖୋଲିପାରିବେ ନାହିଁ? 😱📱

ଭାରତରେ Social Media ବ୍ୟବହାରକୁ ନେଇ ଆସିପାରେ ବଡ଼ ପରିବର୍ତ୍ତନ!

୧୮ ବର୍ଷରୁ କମ୍ ପିଲାମାନଙ୍କ Social Media ବ୍ୟବହାର ଉପରେ କଟକଣା ଲଗାଇବା ନେଇ ଏବେ ଚର୍ଚ୍ଚା ଜୋର ଧରିଛି। Age Verification, Parental Consent ଏବଂ Under-18 Account Restrictions ଭଳି ବିଷୟ ଉପରେ ମଧ୍ୟ ଆଲୋଚନା ହେଉଛି।

କିନ୍ତୁ ଗୋଟିଏ କଥା ମନେ ରଖନ୍ତୁ👇
❌ ଏପର୍ଯ୍ୟନ୍ତ ୧୮ ବର୍ଷରୁ କମ୍ ସମସ୍ତ ପିଲାଙ୍କ ପାଇଁ Facebook, Instagram ଭଳି Social Media ସମ୍ପୂର୍ଣ୍ଣ ବନ୍ଦ ହୋଇନାହିଁ।

ତେବେ ଆଗକୁ କ'ଣ ହେବ? 🤔
ପିଲାମାନଙ୍କ Social Media ବ୍ୟବହାର ଉପରେ କେତେ କଠୋର ନିୟମ ଆସିବ?

📢 ଆପଣଙ୍କ ମତ କ'ଣ?
👉 ୧୮ ବର୍ଷ ପର୍ଯ୍ୟନ୍ତ Social Media ଉପରେ restriction ରହିବା ଉଚିତ କି?

👇 Comment ରେ ନିଜ ମତ ଲେଖନ୍ତୁ ଏବଂ ଏହି ଖବରଟି Share କରନ୍ତୁ।

👍 Follow Agalpur News for more stories.

#ଓଡ଼ିଆ #ଓଡ଼ିଶା #ସୋସିଆଲମିଡିଆ #ଭାରତ

01/10/2026

"Aangan ka utsav" at Agalpur Anganwadi.

Report by Kamyab TV

Folllw Agalpur News for more stories. ❤️🙏

👏👏 ଆମ ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଏକ ସୁନ୍ଦର ପ୍ରୟାସ… ❤️ଗାଁର ସାଧାରଣ ପରିବାରର ଛୋଟ ଛୋଟ ପିଲାମାନଙ୍କ ଭବିଷ୍ୟତର ମୂଳଦୁଆ ଗଢ଼ିବାରେ ଅଙ୍ଗନ...
30/09/2026

👏👏 ଆମ ଗାଁର ଅଙ୍ଗନୱାଡି କେନ୍ଦ୍ରରେ ଏକ ସୁନ୍ଦର ପ୍ରୟାସ… ❤️

ଗାଁର ସାଧାରଣ ପରିବାରର ଛୋଟ ଛୋଟ ପିଲାମାନଙ୍କ ଭବିଷ୍ୟତର ମୂଳଦୁଆ ଗଢ଼ିବାରେ ଅଙ୍ଗନୱାଡି କେନ୍ଦ୍ରଗୁଡ଼ିକର ଭୂମିକା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ। କିନ୍ତୁ ଦୁଃଖର କଥା, ଏହି ଛୋଟ ପିଲାମାନଙ୍କ ଶିକ୍ଷା, ପୋଷଣ ଓ ଭବିଷ୍ୟତ ଗଢ଼ିବାରେ ନିରବରେ କାମ କରୁଥିବା ଏହି ଅନୁଷ୍ଠାନଗୁଡ଼ିକୁ ଆମେ ସବୁବେଳେ ଆବଶ୍ୟକ ଗୁରୁତ୍ୱ ଦେଇପାରୁନାହୁଁ।

ଏଠାରେ ଆୟୋଜିତ ଏଭଳି କାର୍ଯ୍ୟକ୍ରମ କେବଳ ଏକ କାର୍ଯ୍ୟକ୍ରମ ନୁହେଁ, ବରଂ ଆମ ପିଲାମାନଙ୍କ ପ୍ରତି ଆମର ଦାୟିତ୍ୱ, ସ୍ନେହ ଓ ଆଶାର ଏକ ସୁନ୍ଦର ପ୍ରତିଫଳନ। 🌱❤️

ଏଭଳି ଛୋଟ ଛୋଟ ପ୍ରୟାସ ହିଁ ଆମ ଗାଁର ପିଲାମାନଙ୍କ ମନରେ ବଡ଼ ସ୍ୱପ୍ନ ଦେଖିବାର ସାହସ ସୃଷ୍ଟି କରେ।

👏 Koshala Prabaha team କୁ ହୃଦୟରୁ ଧନ୍ୟବାଦ, ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମକୁ ଲୋକଲୋଚନକୁ ଆଣିବା ସହ ଅଙ୍ଗନୱାଡି ଭଳି ମୂଳସ୍ତରର ସଂସ୍ଥାଗୁଡ଼ିକର ମହତ୍ୱକୁ ସମସ୍ତଙ୍କ ସାମ୍ନାରେ ରଖିଥିବାରୁ।

ଆମ ପିଲା… ଆମ ଭବିଷ୍ୟତ… ଆମ ଦାୟିତ୍ୱ। ❤️🙏

Follow Agalpur News for more stories। ❤️🙏

ଯାହାହେଉ ଅକ୍ଟୋବର ଶେଷ ସୁଦ୍ଧା ନୂଆ ରିଚାର୍ଜ ଆସିବ।  ଆମ ମୋବାଇଲ ର ଦ୍ଵିତୀୟ ସୀମ ରେ ଡାଟା ରିଚାର୍ଜ କରିବାକୁ ପଡିବନି। Follow Agalpur New...
29/09/2026

ଯାହାହେଉ ଅକ୍ଟୋବର ଶେଷ ସୁଦ୍ଧା ନୂଆ ରିଚାର୍ଜ ଆସିବ। ଆମ ମୋବାଇଲ ର ଦ୍ଵିତୀୟ ସୀମ ରେ ଡାଟା ରିଚାର୍ଜ କରିବାକୁ ପଡିବନି।

Follow Agalpur News for more stories।🙏❤️

ଆମର ସମାଜ ର କିଛି ଭୁଲ ରହୁଛି କି? ଯାହା ବି କାରଣ ହେଉନା କାହିଁକି... ଆତ୍ମହତ୍ୟା ଏକ ଦୁଃଖର ଖବର। 💔  ସମାଜ ର ବୁଦ୍ଧିଜୀବୀ ତଥା ନେତାମାନେ ଏ ...
28/09/2026

ଆମର ସମାଜ ର କିଛି ଭୁଲ ରହୁଛି କି? ଯାହା ବି କାରଣ ହେଉନା କାହିଁକି... ଆତ୍ମହତ୍ୟା ଏକ ଦୁଃଖର ଖବର। 💔 ସମାଜ ର ବୁଦ୍ଧିଜୀବୀ ତଥା ନେତାମାନେ ଏ ଦିଗରେ ରେ ମଧ୍ୟରେ ଚିନ୍ତା କରିବା କଥା। ଜୀବନ ବହୁତ ମୂଲ୍ୟବାନ। ❤️🙏
ତାଙ୍କର ଆତ୍ମା କୁ ଶାନ୍ତି ମିଳୁ। 🌸 ❤️🙏

***de

🌾 ଆଗଲପୁରରେ ନୂଆଖାଇ ଭେଟଘାଟର ଉତ୍ସବମୁଖର ପରିବେଶ 🌾ପଶ୍ଚିମ ଓଡ଼ିଶାର ମାଟି, ମହକ ଓ ମାଟିର ମଣିଷଙ୍କ ଭାବନାର ପର୍ବ ନୂଆଖାଇ। ଏହି ଅବସରରେ ଆଗଲପ...
27/09/2026

🌾 ଆଗଲପୁରରେ ନୂଆଖାଇ ଭେଟଘାଟର ଉତ୍ସବମୁଖର ପରିବେଶ 🌾

ପଶ୍ଚିମ ଓଡ଼ିଶାର ମାଟି, ମହକ ଓ ମାଟିର ମଣିଷଙ୍କ ଭାବନାର ପର୍ବ ନୂଆଖାଇ। ଏହି ଅବସରରେ ଆଗଲପୁରରେ ଆୟୋଜିତ ନୂଆଖାଇ ଭେଟଘାଟ ପାଲଟିଛି ଉତ୍ସବ, ସଂସ୍କୃତି ଓ ସମ୍ପର୍କର ଏକ ସୁନ୍ଦର ସମାଗମ।

ଢୋଲ, ନିଶାନ, ଗୀତ ଓ ନୃତ୍ୟର ତାଳେ ମଞ୍ଚ ହୋଇଉଠିଥିଲା ଜୀବନ୍ତ। ପାରମ୍ପରିକ ପୋଷାକରେ କଳାକାରଙ୍କ ମନମୁଗ୍ଧକର ପରିବେଷଣ ସହ ଆଧୁନିକ ସଙ୍ଗୀତର ରଙ୍ଗ ଉତ୍ସବର ଆନନ୍ଦକୁ ଆହୁରି ବଢ଼ାଇଥିଲା। ଦର୍ଶକଙ୍କ ଉତ୍ସାହ ଓ କଳାକାରଙ୍କ ଉପସ୍ଥିତିରେ ସାରା ପରିବେଶ ହୋଇଉଠିଥିଲା ଆନନ୍ଦମୟ।

ନୂଆଖାଇ କେବଳ ନୂଆ ଧାନ ଖାଇବାର ପରମ୍ପରା ନୁହେଁ, ଏହା ଆମ ମାଟି ସହ ସମ୍ପର୍କ, ଭାଇଚାରା, ଏକତା ଓ ନିଜ ସଂସ୍କୃତି ପ୍ରତି ଗର୍ବର ପର୍ବ। ଭେଟଘାଟ ଏହି ଭାବନାକୁ ଆହୁରି ନିକଟ କରିଥାଏ, ଯେଉଁଠି ପୁରୁଣା ସମ୍ପର୍କ ନବୀକରଣ ହୁଏ ଏବଂ ନୂଆ ପିଢ଼ି ନିଜ ମାଟି ଓ ପରମ୍ପରା ସହ ଯୋଡ଼ି ହୁଏ।

ଆଗଲପୁରର ଏହି ଉତ୍ସବ ଓଡ଼ିଆ ସଂସ୍କୃତିର ରଙ୍ଗ, ପଶ୍ଚିମ ଓଡ଼ିଶାର ଲୋକକଳା ଓ ସାମୂହିକ ଉତ୍ସବର ଏକ ସୁନ୍ଦର ଚିତ୍ର ପ୍ରଦାନ କରିଛି।

🌾 ନୂଆଖାଇ ଜୁହାର!
❤️ ମାଟି, ମଣିଷ ଓ ଆମ ସଂସ୍କୃତିକୁ ଜୁହାର! 🙏
ଗଣେଶ ପୂଜା କୁଟୁମ୍ବ ଆଗଲପୁର କେ ଜୁହାର୍। 🙏❤️

Agalpur News

Address

Agalpur (Raj)
Bolangir
767022

Website

Alerts

Be the first to know and let us send you an email when Agalpur News posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share