BJYM Brajrajnagar

Directions

BJYM Brajrajnagar "ନେତୃତ୍ୱ ମାନେ କେବଳ ଶବ୍ଦ ନୁହେଁ, କାର୍ଯ୍ୟ ଦ୍ୱାରା ଲୋକଙ୍କ ବିଶ୍ୱାସ ଜିତିବା"

07/10/2026

ଆଜି ଆୟୋଜିତ ଭବ୍ୟ 'ବିକଶିତ ଭାରତ ସଂକଳ୍ପ ସଭା' ଏବଂ  'ସେବା ଜ୍ୟୋତି ଯାତ୍ରା'  କାର୍ଯ୍ୟକ୍ରମର କିଛି ମୁହୂର୍ତ୍ତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ...
07/10/2026

ଆଜି ଆୟୋଜିତ ଭବ୍ୟ 'ବିକଶିତ ଭାରତ ସଂକଳ୍ପ ସଭା' ଏବଂ 'ସେବା ଜ୍ୟୋତି ଯାତ୍ରା' କାର୍ଯ୍ୟକ୍ରମର କିଛି ମୁହୂର୍ତ୍ତ। ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଜୀ ଙ୍କ ନିରନ୍ତର ୨୫ ବର୍ଷ ଜନ ସେବା ଏବଂ ବିକଶିତ ଭାରତ ଗଠନର ଯେଉଁ ମହାସଂକଳ୍ପ ପାଇଁ ଆଜିର ଏହି କାର୍ଯ୍ୟକ୍ରମ।

ଆସନ୍ତୁ, ସମସ୍ତେ ମିଶି ଏକ ସମୃଦ୍ଧ, ସ୍ୱାବଲମ୍ବୀ ଓ ବିକଶିତ ଭାରତ ଗଠନ ପାଇଁ ଏକଜୁଟ ହୋଇ କାର୍ଯ୍ୟ କରିବା।

🌱 ସେବା ସଂକଳ୍ପ ଅଭିଯାନ ଯୁବ ଅଧ୍ୟକ୍ଷ ଶ୍ରୀ King Gopinath Dash  ଙ୍କ ନେତୃତ୍ୱରେ BJYM ବ୍ରଜରାଜନଗର ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଅନ୍ତର୍...
06/10/2026

🌱 ସେବା ସଂକଳ୍ପ ଅଭିଯାନ
ଯୁବ ଅଧ୍ୟକ୍ଷ ଶ୍ରୀ King Gopinath Dash ଙ୍କ ନେତୃତ୍ୱରେ BJYM ବ୍ରଜରାଜନଗର ପକ୍ଷରୁ ସେବା ସଂକଳ୍ପ ଅଭିଯାନ ଅନ୍ତର୍ଗତ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।
ସ୍ୱଚ୍ଛ ବ୍ରଜରାଜନଗର • ସବୁଜ ବ୍ରଜରାଜନଗର 🌿
ଯୁବ ଶକ୍ତି – ରାଷ୍ଟ୍ର ଶକ୍ତି 🇮🇳

ଯୁବ ଅଧ୍ୟକ୍ଷ ଶ୍ରୀ King Gopinath Dash  ଙ୍କ ନେତୃତ୍ୱରେ BJYM ବ୍ରଜରାଜନଗର ପକ୍ଷରୁ “ସେବା ସଂକଳ୍ପ ଅଭିଯାନ” ଅନ୍ତର୍ଗତ ସ୍ୱଚ୍ଛତା ଅଭିଯାନ ...
05/10/2026

ଯୁବ ଅଧ୍ୟକ୍ଷ ଶ୍ରୀ King Gopinath Dash ଙ୍କ ନେତୃତ୍ୱରେ BJYM ବ୍ରଜରାଜନଗର ପକ୍ଷରୁ “ସେବା ସଂକଳ୍ପ ଅଭିଯାନ” ଅନ୍ତର୍ଗତ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ ପାଇଁ କଲେଜ କର୍ତ୍ତୃପକ୍ଷଙ୍କୁ ଅନୁମତି ପତ୍ର ପ୍ରଦାନ। 🌱

09/09/2026
07/09/2026
06/09/2026

ନାଗରିକଙ୍କ ପାଇଁ ଦଲିଲ୍‌ ପଞ୍ଜୀକରଣ ହେବ ଆହୁରି ସରଳ, ଦ୍ରୁତ ଓ ସୁବିଧାଜନକ। ପେପରଲେସ୍‌ ଡିଡ୍‌ ରେଜିଷ୍ଟ୍ରେସନ୍‌ ମାଧ୍ୟମରେ End-to-end ପଞ୍ଜୀକରଣ, Electronic Signature & Seal, ଡିଜିଟାଲ୍‌ ପଞ୍ଜୀକରଣ ସାର୍ଟିଫିକେଟ୍ ଏବଂ Land Records ସହ ଡିଜିଟାଲ୍‌ ସମନ୍ୱୟ ଭଳି ସୁବିଧା ମିଳିବ। ଏହା ଦ୍ୱାରା ପଞ୍ଜୀକରଣ ପ୍ରକ୍ରିୟା ହେବ ଅଧିକ ପାରଦର୍ଶୀ, ସୁରକ୍ଷିତ ଓ ଲୋକାଭିମୁଖୀ।



CMO Odisha Information & Public Relations Department, Government of Odisha

Address

Brajrajnagar

Website

Alerts

Be the first to know and let us send you an email when BJYM Brajrajnagar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category