Rakesh Jena

Directions

Rakesh Jena Contact information, map and directions, contact form, opening hours, services, ratings, photos, videos and announcements from Rakesh Jena, Social service, Buguda.

❤️ Ganjam District Social media Coordinator Ex District President Ganjam, Founder
“ନାଁ ଡରିବି,ନାଁ ହାରିବି ଜୀବନର ଶେଷ ପର୍ଯ୍ୟନ୍ତ , ମାତୃଭୂମି ପାଇଁ ଲଢ଼ିବି।”

ପୁଣି MKCG ମେଡିକାଲ୍ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍
30/07/2026

ପୁଣି MKCG ମେଡିକାଲ୍ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍

ବୁଗୁଡ଼ା ଅଞ୍ଚଳର ଜଣେ ସମାଜସେବୀ ତଥା ସଫଳ ଉଦ୍ୟୋଗୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଭାଇଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ ମହାପ୍ରଭୁ ଜଗନ୍ନାଥ...
28/07/2026

ବୁଗୁଡ଼ା ଅଞ୍ଚଳର ଜଣେ ସମାଜସେବୀ ତଥା ସଫଳ ଉଦ୍ୟୋଗୀ ଶ୍ରୀଯୁକ୍ତ କୃଷ୍ଣ ଚନ୍ଦ୍ର ପାତ୍ର ଭାଇଙ୍କ ଅକାଳ ବିୟୋଗରେ ମୁଁ ଦୁଃଖିତ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ପ୍ରାର୍ଥନା ତାଙ୍କ ଅମର ଆତ୍ମା କୁ ଶାନ୍ତି ଦିଅନ୍ତୁ ଓମ୍ ଶାନ୍ତି 🙏

ମୋ ବଡ ଭାଇ ବିଭୁତି ଭାଇ ଛାତ୍ର କଂଗ୍ରେସ ସଭାପତି ମନୋନୀତ ହୋଇଥିବାରୁ ହୃଦୟରୁ ସଂଗ୍ରାମୀ ଅଭିନନ୍ଦନ।
26/07/2026

ମୋ ବଡ ଭାଇ ବିଭୁତି ଭାଇ ଛାତ୍ର କଂଗ୍ରେସ ସଭାପତି ମନୋନୀତ ହୋଇଥିବାରୁ ହୃଦୟରୁ ସଂଗ୍ରାମୀ ଅଭିନନ୍ଦନ।

ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସରଂକ୍ଷଣ ପାଇଁ ସଂକଳ୍ପ ନେବାର ଦିନ ବିଶ୍ୱ ପରିବେଶ ଦିବସ ।
05/06/2026

ପ୍ରକୃତି ଓ ପରିବେଶର ସୁରକ୍ଷା ଓ ସରଂକ୍ଷଣ ପାଇଁ ସଂକଳ୍ପ ନେବାର ଦିନ ବିଶ୍ୱ ପରିବେଶ ଦିବସ ।

28/05/2026
05/05/2026

It’s Official 💛❤️🔥 Tamilnadu

05/05/2026

ବିଜେପି ସହ କୌଣସି ମେଣ୍ଟ କରିବି ନାହିଁ ଏବଂ ଧର୍ମନିରପେକ୍ଷତା ସହ କୌଣସି compromise କରିବି ନାହିଁ--ଥାଲାପତି ବିଜୟ



ସ୍ୱାଧୀନତା ସଂଗ୍ରାମର ମହାନାୟକ, ଆଧୁନିକ ଭାରତ ନିର୍ମାଣ ର ପୁରୋଧା, ଅବହେଳିତ, ଦଳିତ ଙ୍କ ତ୍ରାଣକାର୍ତ୍ତ 'ଭାରତରତ୍ନ' ବାବାସାହେବ ଆମ୍ବେଦକର ଙ...
13/04/2026

ସ୍ୱାଧୀନତା ସଂଗ୍ରାମର ମହାନାୟକ, ଆଧୁନିକ ଭାରତ ନିର୍ମାଣ ର ପୁରୋଧା, ଅବହେଳିତ, ଦଳିତ ଙ୍କ ତ୍ରାଣକାର୍ତ୍ତ 'ଭାରତରତ୍ନ' ବାବାସାହେବ ଆମ୍ବେଦକର ଙ୍କ ପବିତ୍ର ଜୟନ୍ତୀ ଅବସରରେ ସେହି ପୁଣ୍ୟପ୍ରାଣ ଙ୍କୁ କୋଟି କୋଟି ପ୍ରଣାମ ଓ ସମସ୍ତଙ୍କୁ 'ଜୟ ଭୀମ '

Address

Buguda
761118

Website

Alerts

Be the first to know and let us send you an email when Rakesh Jena posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category