17/05/2022
ପବିତ୍ର ବୁଦ୍ଧ ପୂର୍ଣ୍ଣିମା ରେ ଆମର ଯୁବ ସରପଞ୍ଚ ଦୀପ୍ତୀମୟୀ ବେହେରା ଓ ଆମର ଅତିପ୍ରିୟ ଦୁଃଖ ସୁଖ ର ବଡ଼ ଭାଇ ପୂର୍ବତନ MLA ଶ୍ରୀଯୁକ୍ତ ପ୍ରକାଶ ଚନ୍ଦ୍ର ବେହେରା ମୋହଦୟ,ଆମ ସପନପୂରରେ ଅବସ୍ଥିତ ମହିମା ଗାଦିରେ ପହଞ୍ଚି ଜଗତ ର କଲ୍ୟାଣ ନିମନ୍ତେ ଧ୍ୱନି ପ୍ରଜନନ କଲେ,
(🙏ଗୁରୁ ମହିମା ଅଲେଖ🙏)
15/05/2022
ଆମର ଯୁବ ସରପଞ୍ଚ ଦୀପ୍ତିମୟୀ ବେହରା ଙ୍କ ଦ୍ୱାରା ପ୍ରମୋଦ ଉଦ୍ୟାନ ଠାରେ ଗରୁଡଗାଁ ଗ୍ରାମପଞ୍ଚାୟତ ରେ ପ୍ରତେକ ଗ୍ରାମରେ କିଭଳି ଭାବେ ଊନତି କରଣ କରାଯାଇ ପଞ୍ଚାୟତ କୁ ଆଗକୁ ବଢ଼ାଯାଇ ପାରିବ ସେଥିପାଇଁ ପ୍ରଥମ ଥର ଏକ କର୍ମି ସମିଳନୀ ଡକା ଯାଇଥିଲା, ଏହାର ଦାୟିତ୍ଵରେ ଆମର କିଛି ମୁଖ୍ୟ କର୍ମ କର୍ତ୍ତା ଯଥା :-(ହର୍ମୋନ ଭାଇ, ଧନୁ ଭାଇ, ମୁନା ଭାଇ, ତାପସ ଭାଇ,,କେଦାର ଭାଇ, ଦାୟିତ୍ୱକୁ ସଞ୍ଚାର ରୁପେ ଆୟୋଜନ କରିଥିଲେ, ଏପରି ଆଗକୁ କିପରି ପଞ୍ଚାୟତର ଊନତି କରଣ କରାଯିବ, ପୁଣି କିପରି ସମିଳନୀ ବୈଠକ ବସିବ ଆଉ ପଞ୍ଚାୟତକୁ ସୃଦୁଡ କରାଯିବ ତାହାର ଆଲୋଚନା କରାଯାଇଥିଲା.
27/04/2022
ଆମର ଯୁବ ସରପଞ୍ଚ ଦୀପ୍ତିମୟୀ ବେହେରାଙ୍କ ଦ୍ୱାରା ପ୍ରଥମ ବାଧ୍ୟକ୍ୟ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ, ଗ୍ରାମ୍ୟ:- କୁଶପଡା
27/04/2022
ଆମର ଅତି ପ୍ରିୟ ଯୁବ ନେତ୍ରୀ ସରପଞ୍ଚ ସୁଶ୍ରୀ ଦିପ୍ତିମୟୀ ବେହେରା ଆଜି ଆମ ପଞ୍ଚାୟତରେ ଥିବା ବିଶ୍ଵନକାନି ଆଶ୍ରମ ବିଦ୍ୟାଳୟ ପରିକ୍ରମଣ କରି ପିଲାମାନଙ୍କର ଦୁଃଖ ଓ ସୁଖ ବିଷୟରେ ବୁଝି କିଛି ଆଶ୍ଵସନା ଦେଇକରି ଆସିଲେ, କିପରି ଶିକ୍ଷା କୁ ଉଚ୍ଚ କରି ନିଜ ଏରିଆର ନାମ ରଖିବେ,ଏବଂ ଗୁରୁଜୀ ,ଗୁରୁମା ସହ କିଛି ଆଲୋଚନା କରି ଆସିଲେ.
27/04/2022
ମହାବିଷୁବ ସଂକ୍ରାନ୍ତି ,ହନୁମାନ ଜୟନ୍ତୀ ଓ ଓଡ଼ିଆ ନବବର୍ଷ ଉପଲକ୍ଷେ ଆପଣଙ୍କୁ ହାର୍ଦିକ ଶୁଭେଛା ଓ ଅଭିନନ୍ଦନ । ସୁଖ,ଶାନ୍ତି ଓ ସମୃଦ୍ଧି ସର୍ବଦା ଆପଣଙ୍କ ପରିବାର ରେ ବଜାୟ ରହୁ ଏହା ହିଁ ଓଡ଼ିଆ ନୂତନ ବର୍ଷ ଅବସରରେ ପ୍ରଭୁଙ୍କ ନିକଟରେ ପ୍ରାର୍ଥନା ।
27/04/2022
ସରପଞ୍ଚ ଦୀପ୍ତିମୟୀ ବେହେରା ସୁନିଆ ପଦା ଆଦିବସି ମାଘ ପର୍ବ ରେ ଯୋଗ ଦେଲେ.
27/04/2022
ପ୍ରିୟ ବନ୍ଧୁଗଣ,
୧୦.୦୩.୨୦୨୨ ରିଖ ଦିବା ୧୦ ଘଟିକା ସମୟ ରେ, ଆମର ନବ ନିର୍ବାଚିତା ସରପଞ୍ଚ
ସୁଶ୍ରୀ ଦୀପ୍ତିମୟୀ ବେହେରା ଗରୁଡ଼ ଗ୍ରାମ ପଞ୍ଚାୟତ ଅଫିସ୍ ରେ ଶପଥ ଗ୍ରହଣ କଲେ.
27/04/2022
ଗରୁଡ଼ ଗାଁ ଗ୍ରାମ ପଞ୍ଚାୟତର ସମସ୍ତ ଜନସାଧାରଣ ଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ୍ 🙏
ମାଛ ଟୋଟାଲ ଭୋଟ ୨୧୭୮
ଖୋଲା ବହି ଭୋଟ ୨୦୯୭
ମାଛ ୮୧ ଭୋଟ ରେ ଜିତିଲା.......