07/06/2026
Welcome Shivsena UBT Odisha
ଶିବସେନା ଓଡ଼ିଶା (UBT) 🚩
ଯୁବଶକ୍ତି • ଓଡ଼ିଶାର ସ୍ୱର • ସମାଜିକ ନ୍ୟାୟ
ଜୟ ଜଗନ୍ନାଥ🙏
07/06/2026
Welcome Shivsena UBT Odisha
07/06/2026
Welcome Shivsena UBT Odisha 💐
🚨 ମହଙ୍ଗା ମାଡ଼ରେ ଅସ୍ତବ୍ୟସ୍ତ ସାଧାରଣ ଜନତା 🚨
ଆଜି ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଦ୍ୟ ସାମଗ୍ରୀ ଓ ଦୈନନ୍ଦିନ ବ୍ୟବହାରର ପ୍ରାୟ ସମସ୍ତ ଜିନିଷର ଦର ଆକାଶଛୁଆଁ ହୋଇଯାଇଛି। ଅନ୍ୟପଟେ ବେକାରୀ ସମସ୍ୟା ଦିନକୁ ଦିନ ବଢ଼ୁଛି। ଅନେକ ଶିକ୍ଷିତ ଯୁବକ ଆଜି ରୋଜଗାର ପାଇଁ ସଂଘର୍ଷ କରୁଛନ୍ତି।
ପ୍ରଶ୍ନ ହେଉଛି—
❓ ଆୟ ବଢ଼ୁନାହିଁ, କିନ୍ତୁ ଖର୍ଚ୍ଚ କାହିଁକି ଲଗାତାର ବଢ଼ୁଛି?
❓ ଗରିବ ଓ ମଧ୍ୟବିତ୍ତ ପରିବାର ନିଜ ଘର କେମିତି ଚଳାଇବେ?
❓ ଯୁବପିଢ଼ିଙ୍କୁ ରୋଜଗାର ନ ମିଳିଲେ ସେମାନଙ୍କ ଭବିଷ୍ୟତ କେଉଁ ଦିଗକୁ ଯିବ?
ଯେତେବେଳେ ମହଙ୍ଗା ବଢ଼େ, ବେକାରୀ ବଢ଼େ ଏବଂ ଲୋକଙ୍କ ଜୀବନ ସଂଘର୍ଷମୟ ହୋଇଯାଏ, ସେତେବେଳେ ସମାଜରେ ନିରାଶା, ଅସନ୍ତୋଷ ଓ ଅସ୍ଥିରତା ବଢ଼ିବାର ଆଶଙ୍କା ରହେ।
ଏକ ଶକ୍ତିଶାଳୀ ଦେଶର ପରିଚୟ କେବଳ ବଡ଼ ବଡ଼ ପ୍ରକଳ୍ପ ନୁହେଁ; ବରଂ ତାହାର ସାଧାରଣ ନାଗରିକଙ୍କ ଥାଳିରେ ଭୋଜନ, ହାତରେ ରୋଜଗାର ଓ ଜୀବନରେ ସୁରକ୍ଷା ଥିବା ଦରକାର।
ଜନତା ଦୟା ନୁହେଁ ଚାହୁଁଛନ୍ତି— ✅ ରୋଜଗାର ଚାହୁଁଛନ୍ତି
✅ ମହଙ୍ଗାରୁ ମୁକ୍ତି ଚାହୁଁଛନ୍ତି
✅ ସମ୍ମାନର ସହ ଜୀବନ ବଞ୍ଚିବାର ସୁଯୋଗ ଚାହୁଁଛନ୍ତି
ଜନତାଙ୍କ ଦୁଃଖ ବୁଝିବା ଓ ସମାଧାନ କରିବା ହିଁ ସୁଶାସନର ପ୍ରକୃତ ପରିଚୟ।
🚩 ଶିବସେନା (ଉଦ୍ଧବ ବାଳାସାହେବ ଠାକରେ) ଓଡ଼ିଶା 🚩
"ମହଙ୍ଗା କମାଅ – ରୋଜଗାର ବଢ଼ାଅ – ଜନତାଙ୍କୁ ବଞ୍ଚାଅ" 🚩
06/06/2026
कॉक्रोचना कमी लेखू नका, सरकारला त्यांचे म्हणणे ऐकावेच लागेल; दिल्लीतील तरुणांच्या आंदोलना संदर्भात उद्धव ठाकरे यांचे निवेदन
वाचा सविस्तर - https://shorter.me/0Bzuq
06/06/2026
दिल्लीच्या जंतरमंतरवर कॉक्रोच चे आंदोलन सुरू झाले आहे.
ज्यांना आपण देशाचे भाग्यविधाते, भवितव्य म्हणतो, ते हजारो तरुण आपल्या वेदना व भविष्याची चिंता घेऊन रणरणत्या उन्हात रस्त्यावर उतरले आहेत.
त्यांना ‘कॉक्रोच’ म्हणून हिणवणे व न्याय नाकारणे योग्य नाही.
NEET पेपर फुटीने लाखो युवा वर्ग उध्वस्त झाला आहे. असे सर्व पीडित तरुण-तरुणी कॉक्रोच बनून आक्रोश करीत आहेत.
सरकारला त्यांचे म्हणणे ऐकावेच लागेल.
कोक्रोच ना कमी लेखू नका, हा इशारा जंतरमंतरवरील आंदोलनाने दिला आहे!
06/06/2026
06/06/2026
06/06/2026
🚩 ଶିବସେନା (ଉଦ୍ଧବ ବାଳାସାହେବ ଠାକରେ) ଓଡ଼ିଶା 🚩
🌳 ାଟିବାକୁ_କେବଳ_ବାହାନା_ଦରକାର 🌳
ପରିବେଶ ଦିବସରେ ବଡ଼ ବଡ଼ କଥା, କିନ୍ତୁ ଗଛ କଟାରେ ଲାଗୁନି ବ୍ରେକ!
❌ ବିକାଶ ନାଁରେ ଲକ୍ଷ ଲକ୍ଷ ଗଛ କଟାଯାଉଛି। ❌ ଜଙ୍ଗଲ କମୁଛି, ତାପମାତ୍ରା ବଢ଼ୁଛି। ❌ ଆଗାମୀ ପିଢ଼ିର ଭବିଷ୍ୟତ ବିପଦରେ।
✅ ଗଛ ଲଗାନ୍ତୁ ✅ ଗଛ ବଞ୍ଚାନ୍ତୁ ✅ ପ୍ରକୃତିକୁ ସୁରକ୍ଷା କରନ୍ତୁ
"ଗୋଟିଏ ପରିପକ୍ୱ ଗଛ କାଟିବା ପୂର୍ବରୁ ହଜାର ଥର ଚିନ୍ତା କରନ୍ତୁ, କାରଣ ଏହା କେବଳ ଗଛ ନୁହେଁ, ଆମ ଭବିଷ୍ୟତ।"
🔥 ଜନସ୍ୱାର୍ଥ ପାଇଁ ସ୍ୱର ଉଠାନ୍ତୁ! 📢 ଆପଣଙ୍କ ମତାମତ କମେଣ୍ଟରେ ଦିଅନ୍ତୁ।
👍 Like କରନ୍ତୁ 🔄 Share କରନ୍ତୁ 📌 Follow କରନ୍ତୁ
ଶିବସେନା (ଉଦ୍ଧବ ବାଳାସାହେବ ଠାକରେ) ଓଡ଼ିଶା 🚩 ମଶାଲ ଚିହ୍ନ | ଜନସ୍ୱାର୍ଥର ସ୍ୱର 🚩