05/06/2026
ରାଜ୍ୟସ୍ତରୀୟ ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬”ର ଉଦ୍ଯାପନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ଅନୁ ଗର୍ଗ ଯୋଗଦେଇ “ସମୃଦ୍ଧ ଓଡ଼ିଶା” ଗଠନରେ ଉପକୂଳ ସୁରକ୍ଷାର ଭୂମିକା ଗୁରୁତ୍ୱପୂର୍ଣ୍ଣ ଏବଂ ସମନ୍ୱିତ ପ୍ରୟାସ, ଆଧୁନିକ ପ୍ରଯୁକ୍ତି ଓ କ୍ଷମତା ବୃଦ୍ଧି ମାଧ୍ୟମରେ ଉପକୂଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରାଯିବ ବୋଲି କହିଥିଲେ।
ସେହିପରି ସମ୍ମାନିତ ଅତିଥି ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ହେମନ୍ତ ଶର୍ମା ବିଭିନ୍ନ ଏଜେନ୍ସି ମଧ୍ୟରେ ସମନ୍ୱୟ, ସୂଚନା ଆଦାନ-ପ୍ରଦାନ ଓ ସ୍ଥାନୀୟ ଲୋକଙ୍କ ସହ ସହଯୋଗ ବୃଦ୍ଧି ଉପରେ ଗୁରୁତ୍ୱାରୋପ କରିଥିଲେ।
CMO Odisha Information & Public Relations Department, Government of Odisha Home Department, Government of Odisha
04/06/2026
ଲୋକଙ୍କ ସରକାରରେ ସୁଦୃଢ଼ ହେଉଛି ଓଡ଼ିଶାର ପୋଲିସ ଭିତ୍ତିଭୂମି। ପୁରୀ ତାଳବଣିଆରେ ଅତ୍ୟାଧୁନିକ ଥାନା ଗୃହର ଲୋକାର୍ପଣ, ଆଭାସୀ ମାଧ୍ୟମରେ ବାଲୁଗାଁ SDPO କାର୍ଯ୍ୟାଳୟ, ବ୍ରହ୍ମବରଦା ଥାନା, କୋରାପୁଟ ତୃତୀୟ ବାଟାଲିୟନର ପ୍ରଶାସନିକ ଭବନ ଓ ଅସ୍ତ୍ରାଗାର ଗୃହର ଉଦଘାଟନ ସହିତ ଭୁବନେଶ୍ୱର, କଟକ ଓ ଯାଜପୁରରେ ୬୫୮ଟି ପୋଲିସ ଆବାସିକ ଗୃହ ଲୋକାର୍ପଣ କରାଯାଇଛି। ଆଧୁନିକ ଭିତ୍ତିଭୂମି ସହ ଆଇନ-ଶୃଙ୍ଖଳା ବ୍ୟବସ୍ଥାକୁ ଆହୁରି ସଶକ୍ତ କରିବା ଦିଗରେ ଏହା ଏକ ବଡ଼ ପଦକ୍ଷେପ।
04/06/2026
ରାଜ୍ୟସ୍ତରୀୟ "ଉପକୂଳ ସୁରକ୍ଷା ସମ୍ମିଳନୀ-୨୦୨୬" ଅବସରରେ ଗୃହ ମନ୍ତ୍ରଣାଳୟ, ନୂଆଦିଲ୍ଲୀର କୋଷ୍ଟାଲ୍ ସିକ୍ୟୁରିଟି ଏବଂ ବର୍ଡର ମ୍ୟାନେଜମେଣ୍ଟ ବିଭାଗର କମାଣ୍ଡାଣ୍ଟ ଶ୍ରୀ ଉଦୟ କୁମାର ଚୌଧୁରୀ ଭାରତର ଉପକୂଳ ସୁରକ୍ଷା ବ୍ୟବସ୍ଥା ଓ ଏହାର ସୁଦୃଢ଼ୀକରଣ ପାଇଁ ନିଆଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋକପାତ କରିଛନ୍ତି।
State Level Coastal Security Conference 2026 | The Forenoon Technical Session of the State Level Coastal Security Conference 2026 is now underway
Sh. Uday Kumar Choudhury, Commandant, Coastal Security, Border Management Division, MHA, New Delhi takes the floor presenting India's Coastal Security Framework 🇮🇳 covering patrol infrastructure, Sagar Kavach joint exercises, satellite transponders for fishermen, advanced surveillance, community engagement & capacity building of coastal police.
Our seas are our sovereignty protecting every nautical mile demands unified Centre-State action.
04/06/2026
ଉପକୂଳ ସୁରକ୍ଷାକୁ ଆହୁରି ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପୋଲିସ ପକ୍ଷରୁ ଆୟୋଜିତ ରାଜ୍ୟସ୍ତରୀୟ "ଉପକୂଳ ସୁରକ୍ଷା ସମ୍ମିଳନୀ–୨୦୨୬"କୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ଉଦ୍ଘାଟନ କରିଛନ୍ତି।
The State-level "Coastal Security Conference–2026", organized with the objective of further strengthening coastal security and enhancing inter-agency coordination, was formally inaugurated by Shri Yogesh Bahadur Khurania, Director General of Police, Odisha.
03/06/2026
🚨 𝗥𝗔𝗜𝗗 𝗢𝗡 𝗜𝗟𝗟𝗘𝗚𝗔𝗟 𝗡𝗔𝗥𝗖𝗢𝗧𝗜𝗖𝗦 𝗦𝗛𝗜𝗣𝗠𝗘𝗡𝗧. 🚔
In a major crackdown, a team from Gochhapada PS intercepted an illegal narcotics shipment.
✅ 1470 kg of illegal G***a seized 🌿
✅ One Tata truck seized 🚚
✅ One accused arrested 👤
In this connection Gochhapada PS Case No. 90/2026 has been registered under relevant sections of law.
🚔 Strong action continues against narcotics trafficking and illegal activities.
🚫 Zero tolerance against illegal narcotics.
***afreeOdisha
02/06/2026
🚨 Major Breakthrough Against Drug Trafficking 🚨
Adava Police Station has successfully busted an inter-state drug syndicate operating on the highway and foiled a major narcotics trafficking attempt destined for Uttar Pradesh.
Odisha Police Organisation
CMO Odisha
Excise Department, Government of Odisha
Home Department, Government of Odisha