15/08/2025
ଆଜି କର୍ମବୀର ଗୌରୀଶଙ୍କର ରାୟ ସେବା ସହାୟକ ସଙ୍ଘ ତତଫରୁ ସ୍ଵାଧୀନତା ଦିବସ ପାଳନ କରିବା ଅବସରରେ ।
ଆମ ସହିତ ଯୋଡି ହୁଅନ୍ତୁ ଓ ଆପଣଙ୍କ କିଛି ସମୟ ଓ ସେବା ଆଉ କାହା ପାଇଁ ଖୁସି ଆଣିଦେବ । ମାନବ ସେବା ହିଁ ଈଶ୍ବର ସେବା ।
15/08/2025
ଆଜି କର୍ମବୀର ଗୌରୀଶଙ୍କର ରାୟ ସେବା ସହାୟକ ସଙ୍ଘ ତତଫରୁ ସ୍ଵାଧୀନତା ଦିବସ ପାଳନ କରିବା ଅବସରରେ ।
15/08/2024
ଆଜି ପବିତ୍ର ସ୍ବାଧୀନତା ଦିବସ ଅବସରରେ କର୍ମବୀର ଗୌରିଶଙ୍କର ରାୟ ସେବା ସହାୟକ ସଂଘ ତରଫରୁ ପତାକା ଉତ୍ତୋଳନ କାର୍ଯ୍ଯକ୍ରମରେ ପତାକା ଉତ୍ତୋଳନ କରିବାର ସୁଯୋଗ ଲାଭ କଲି ।
13/07/2023
ସ୍ଵତନ୍ତ୍ର ଉତ୍କଳ #ପ୍ରଦେଶ ଗଠନର ଅନ୍ୟତମ #ପୁରୋଧା ତଥା ‘ #ଉତ୍କଳ #ଦୀପିକା’ ର #ପ୍ରତିଷ୍ଠାତା #କର୍ମବୀର #ଗୌରୀଶଙ୍କର #ରାୟଙ୍କ ଜୟନ୍ତୀ ଅବସରରେ #ଭକ୍ତିପୂର୍ଣ୍ଣ #ଶ୍ରଦ୍ଧାଞ୍ଜଳି l
07/06/2023
07/06/2023
କର୍ମବୀର ଗୌରୀଶଙ୍କର ରାୟ ସେବା ସହାୟକ ସଂଘ ତରଫରୁ CARE HOSPITAL , BBSR ରେ ଜଣେ ବ୍ୟକ୍ତି ଙ୍କ ହାର୍ଟ ଅସ୍ତ୍ରୋପଚାର ପାଇଁ ୩ ୟୁନିଟ୍ ରକ୍ତ ଦାନ କରାଗଲା ।