ଆଜି ହେଉଛି ସେହି ଐତିହାସିକ ଦିନ ଯାହାକି ୧୯୬୨ ମସିହା ନଭେମ୍ବର ୧୮ ତାରିଖରେ ରେଜାଙ୍ଗାଲା ମାଟିରେ ୧୧୪ ଜଣ ଯାଦବ ଅହିର୍ ଯବାନ ମାନେ ଦେଶ ପାଇଁ ସହିଦ୍ ହୋଇଥିଲେ। ରେଜାଙ୍ଗାଲା ମାଟିରେ ଚୀନ୍ ଓ ଭାରତ ମଧ୍ୟରେ ହୋଇଥିବା ଯୁଦ୍ଧରେ ଚୀନର ୩୦୦୦ ହଜାର ସୈନିକଙ୍କୁ ଭାରତର ୧୨୦ ଜଣ ସୈନିକ ପରାସ୍ତ କରିଥିଲେ। ସେହି ୧୨୦ ଜଣ ଭାରତୀୟ ସୈନିକଙ୍କ ମଧ୍ୟରୁ ୧୧୪ ଜଣ ଅହିର୍ ଯାଦବ ସୈନିକ ଥିଲେ।
ବୀର ଯାଦବ ଯବାନମାନଙ୍କର ଏହି ଅପ୍ରତିଦ୍ୱନ୍ଦୀ ବଳିଦାନ ଏବଂ ଦେଶପ୍ରେମକୁ ସମ୍ମାନ ଜଣାଇ ୧୯୬୨ ମସିହା ପରବର୍ତ୍ତୀ ସମୟରୁ ପ୍ରତିବର୍ଷ ନଭେମ୍ବର ୧୮ ତାରିଖକୁ ସାରା ଭାରତରେ "ଅହିର୍ ସୌର୍ଯ୍ୟ ଦିବସ" ରୂପେ ଗର୍ବ ଏବଂ ଶ୍ରଦ୍ଧାର ସହିତ ପାଳନ କରାଯାଏ। ଏହି ଯୁଦ୍ଧ ଭାରତୀୟ ସେନାର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି।
Er pradeep behera yadav fan club
Social Activist
18/11/2025
Want your business to be the top-listed Government Service in Cuttack?
Click here to claim your Sponsored Listing.
Click here to claim your Sponsored Listing.
Location
Category
Telephone
Website
Address
Cuttack
