ଖବର ଆମ କଟକର

ଖବର ଆମ କଟକର

Share

this page is service only social and cultural heritage activities in thousand year old our cuttack c

Photos from ଖବର ଆମ କଟକର's post 30/01/2026

ଏ ଭଦ୍ର ବାବୁଙ୍କୁ ଯଦି ଆପଣ ଜାଣିଛନ୍ତି ତାହେଲେ ନିକଟସ୍ଥ ଥାନା କିମ୍ୱା ଏହି ମୋବାଇଲ 9348262377 ନମ୍ୱର ରେ ଯୋଗା ଯୋଗ କରନ୍ତୁ ପୁର ସ୍କାର 5000 ଟଙ୍କା ପାଆ ନ୍ତୁ।
ବାବୁଙ୍କୁ ବିଷୟ ରେ ପଦେ ଏଇ ଭଦ୍ର ବାବୁଙ୍କ ନାଆଁ ଅର୍ଜିତ ପଟ୍ଟନାୟକ, ଘର ନୟାଗଡ ବୋଲି କୁହନ୍ତି କିନ୍ତୁ ଭୁବନେସ୍ୱର୍ ରେ ରହୁଛନ୍ତି । ଲୋକଙ୍କ ଠାରୁ 2 ଲକ୍ଷ ଟଙ୍କା ଠକିବା ପରେ ବାବୁ ଧରା ଛୁଆଁ ଦେଉ ନାହାନ୍ତି। ବ୍ୟବହାର କରୁଥିବା ଏହି 8249090183ମୋବାଇଲ ନମ୍ବର ଟିକୁ ବନ୍ଦ ରଖିଛନ୍ତି #ଆମନୟାଗଡ଼

13/11/2025

ବେଳେ ବେଳେ ଏମିତି କାମରେ ଯେଁଉ ଖୁସି ମିଳେ ତାକୁ ଏଇ ଶଦ୍ଦ ମାଧ୍ୟମ ରେ ବ୍ୟକ୍ତ କରି ହୁଏ ନାହିଁ।
ଆପଣ ମାନେ ବି ଏମିତି ଛୋଟ ଛୋଟ କାର୍ଯ୍ୟ କରନ୍ତୁ ଦେଖିବେ ବହୁତ ଖୁସି ଲାଗିବ।ବେଳେ ବେଳେ ଏମିତି କାମରେ ଯେଁଉ ଖୁସି ମିଳେ ତାକୁ ଏଇ ଶଦ୍ଦ ମାଧ୍ୟମ ରେ ବ୍ୟକ୍ତ କରି ହୁଏ ନାହିଁ।
ଆପଣ ମାନେ ବି ଏମିତି ଛୋଟ ଛୋଟ କାର୍ଯ୍ୟ କରନ୍ତୁ ଦେଖିବେ ବହୁତ ଖୁସି ଲାଗିବ।

24/10/2025

ଜାତିଆଣ ଆକ୍ଷେପ କରି କାଜିଡିହ ଗ୍ରାମ ବାସୀଙ୍କୁ କ୍ଷମା ମାଗିଲେ ସ୍ୱର୍ଗତ ଅଜୟ ମହାନ୍ତି ଙ୍କ ସାନପୁଅ ଅସିତ ମହାନ୍ତି ( ଗିଟନ୍) ।

24/10/2025

Celebrating my 5th year on Facebook. Thank you for your continuing support. I could never have made it without you. 🙏🤗🎉

14/03/2025

ଅଭିନବଢ଼ଙ୍ଗରେ ଧାରଣା ଦେଲେ ସାମାଜିକ କର୍ମୀ ତଥା ବିଜେଡି ନଗର ସମ୍ପାଦକ ଡ଼ ବ୍ୟୋମକେଶ କାନୁନ୍ ଗୋ।

05/02/2025
18/11/2024

କଟକ କୁ ପୁରୁଣା ରାଜଧାନୀ ମାନ୍ୟତା ପାଇଁ ଲଢେଇ କରୁଥିବା ସେନାପତି ତଥା ପୁର୍ବତନ ମନ୍ତ୍ରୀ ଶ୍ରୀ ଯୁକ୍ତ ସମୀର ଦେ ଙ୍କ ଦେହାନ୍ତ।
ଓଁ ମ ଶାନ୍ତି 🌼🌼🌼💐

10/02/2024

ପୂର୍ବତନ ବିଧାୟିକା ସୁଜ୍ଞାନ କୁମାରୀ ଦେଓ ତଥା ଖଲ୍ଲିକୋଟର ରାଣୀ 'ଙ୍କ। ସେ ୧୦ଥର ବିଧାୟିକା ଭାବେ ନିର୍ବାଚିତ ହୋଇ ତାଙ୍କର ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ଓ ଜନସେବାରେ ନିଜକୁ ନିୟୋଜିତ କରି ଜନମାନସରେ ଚିରସ୍ମରଣୀୟ ହୋଇପାରିଛନ୍ତି। ମୁଁ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ କାମନା କରିବା ସହିତ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ମୋର ସମବେଦନା ଜଣାଉଛି।
।। ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ।।💐🙏

05/02/2024

ଚୌଦ୍ଵାର କଟକ ର ଅପରାଜୟ ନେତା।

Want your business to be the top-listed Government Service in Cuttack?

Click here to claim your Sponsored Listing.

Location

Category

Telephone

Website

Address


Cuttack