ଆରେ ଭାଇ ତମେ କହିଥିଲ ଓଡ଼ିଶାକୁ ଏକ ନମ୍ବର କରିବ
ହେ ତମେ ସବୁ ରାଜ୍ୟ କୁ ଏକ ନମ୍ବର କରିବ ବୋଲି କହୁଛ
ତା ମାନେ ମିଛ ଗ୍ୟାରେଣ୍ଟି
ଆମର ଦରକାର ନାହିଁ
Debi Prasad Mishra
I Support Debi Prasad Mishra
Contact information, map and directions, contact form, opening hours, services, ratings, photos, videos and announcements from I Support Debi Prasad Mishra, Political Party, Badamba, Cuttack.
01/05/2024
ଏମାନେ ଖାଲି ନିଜ ମନ ର କଥା କହିବେ
ଲୋକଙ୍କ ହୃଦୟର କଥା କେବଳ ବିଜେଡ଼ି ବୁଝିଥାଏ
Debi Prasad Mishra
ଯେତେବେଳେ ରାଜ୍ୟ ବଜେପି ପାର୍ଟି ଅଫିସ ରୁ କଲ ଆସିଲା କଣ କହୁଛନ୍ତି ସାଧାରଣ ଲୋକ ??
#ବଡ଼ମ୍ବା #ନରସିଂହପୁର
Debi Prasad Mishra
"ଶଙ୍ଖ ଚିହ୍ନରେ ଭୋଟ୍ ଦେବୁ
ସବୁ ବୁଝିବେ ଦେବୀ ବାବୁ"
ମେଣ୍ଟ ହଉ କି ଘାଣ୍ଟ ହଉ
ବଡ଼ମ୍ବା - ନରସିଂହପୁର
ଜନସାଧାରଣଙ୍କ ପ୍ରିୟ ନେତା
ଦେବୀ ପ୍ରସାଦ ମିଶ୍ର
27/02/2024
#ଆଠଗଡ଼ ସର୍କଲ ଅଧିନସ୍ଥ କଷିକିଆରୀ PACSର ନୂତନ ଅଫିସ ଗୃହ ମାନ୍ୟବର #ବିଧାୟକ ଶ୍ରୀ #ଦେବୀ ପ୍ରସାଦ ମିଶ୍ରଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଭାଗୀୟ ଅଧିକାରୀଙ୍କ ସହ PRI ସଦସ୍ୟ ଉପସ୍ଥିତ ଥିଲେ 🙏
#ପୁଣିଦେବୀଭାଇନା Debi Prasad Mishra BJD IT Cell
#ପୁଣିଥରେଦେବୀମିଶ୍ର
#ମୋ_ହୃଦୟର_କଥା
Debi Prasad Mishra
#ମୋ_ନେତା #ଦେବୀ_ପ୍ରସାଦ_ମିଶ୍ର
#ବଡ଼ମ୍ବା_ନରସିଂହପୁର
ଲୋକଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ କରିବା ଦିଗରେ ଦୃଢ଼ ହେଉଛି ପ୍ରୟାସ। ମଧୁବାବୁ ପେନସନ୍ ଯୋଜନାରେ ବୟସ୍କ ବ୍ୟକ୍ତି, ଭିନ୍ନକ୍ଷମ, ବିଧବା ଓ ଅସହାୟଙ୍କ ଭଳି ବିଭିନ୍ନ ବର୍ଗର ଲୋକ ହେଉଛନ୍ତି ଉପକୃତ। ଲୋକଙ୍କ ସାମାଜିକ ସୁରକ୍ଷା ସୁନିଶ୍ଚିତ ହେବା ସହ ସୁରକ୍ଷିତ ହେଉଛି ଜୀବନ।
#ବଡ଼ମ୍ବା_ନରସିଂହପୁର #ଦେବୀ_ପ୍ରସାଦ_ମିଶ୍ର
15/02/2024
ମିଶନ ଶକ୍ତି ଅଧୀନରେ ମହିଳାମାନଙ୍କ ସଶକ୍ତିକରଣ ପାଇଁ ହେବ ବ୍ୟାପକ କାର୍ଯ୍ୟକ୍ରମ।
#ଦେବୀ_ପ୍ରସାଦ_ମିଶ୍ର #ବଡ଼ମ୍ବା_ନରସିଂହପୁର
Click here to claim your Sponsored Listing.
Location
Category
Website
Address
Badamba
Cuttack
