କଟକ
Contact information, map and directions, contact form, opening hours, services, ratings, photos, videos and announcements from କଟକ, କଟକ, Cuttack.
ଐତିହାସିକ କଟକ ବାଲିଯାତ୍ରା
କଟକ ଝାଞ୍ଜିର ମଙ୍ଗଳା ଅଞ୍ଚଳରେ ଭଡ଼ା ରେ ରହୁଥିବା ୯୦ ବର୍ଷୀୟ ଶଶିକାନ୍ତ ସାହୁ ସ୍ତ୍ରୀ ଚାଲିଯିବା ର ତିନିମାସ ପରେ ଆତ୍ମହତ୍ୟା କରିଥିଲେ। ହେଲେ ମୃତଦେହ ନେବା ପାଇଁ ପୁଅ ପ୍ରଥମେ ମନା କଲେ ।ପୋଲିସ ପକ୍ଷରୁ ଜଣେ ସମ୍ପର୍କୀୟ ଙ୍କ ଉପସ୍ଥିତି ରେ ମୃତଦେହ ଉଦ୍ଧାର ସହ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଏହାପରେ ନାତି ଆସି ପହଞ୍ଚିଲେ ହେଲେ ଜେଜେ ର ଅନ୍ତେଷ୍ଟି କ୍ରିୟା ପାଇଁ ଟଙ୍କା ନଥିବା କଥା ବାହାନା ଦେଖାଇଲେ। ଶେଷରେ ଆରମ୍ଭରୁ ସବୁ ସହଯୋଗ କରି ଆସୁଥିବା ବାଦାମ ବାଡ଼ି ଥାନା ଆଇ ଆଇ ସି ଅଜୟ କୁମାର ରାଉଳ ନିଜ ପକେଟ୍ ରୁ ଟଙ୍କା ଖର୍ଚ୍ଚ କରି ଶଶିକାନ୍ତ ଙ୍କ ଅନ୍ତିମ ସଂସ୍କାର କରିଥିଲେ।
25/06/2025
Click here to claim your Sponsored Listing.
Location
Website
Address
କଟକ
Cuttack
753001
