SAHAJYA

Call Directions Contact the organization

SAHAJYA WELCOME TO "SAHAJYA" SOCIAL ORGANISATION

ଭାରତ ମାତା କି ଜୟ ✊🏼ଆମେ ଆମ ଦେଶର ୮୦ତମ ସ୍ୱାଧୀନତା ଦିବସ ପାଳନ କରିବା ସହିତ ଆମର ଜାତୀୟ ପତାକା ତ୍ରିରଙ୍ଗାକୁ ସମ୍ମାନର ସହିତ ଉତ୍ତୋଳନ କରିଛୁ...
17/08/2026

ଭାରତ ମାତା କି ଜୟ ✊🏼
ଆମେ ଆମ ଦେଶର ୮୦ତମ ସ୍ୱାଧୀନତା ଦିବସ ପାଳନ କରିବା ସହିତ ଆମର ଜାତୀୟ ପତାକା ତ୍ରିରଙ୍ଗାକୁ ସମ୍ମାନର ସହିତ ଉତ୍ତୋଳନ କରିଛୁ ଆମ୍ଭ " ସାହାଯ୍ୟ ଗୋ-ସେବା ଆଶ୍ରମ " ରେ ଏହି ମୁହୂର୍ତ୍ତ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବର ମୁହୂର୍ତ୍ତ ।

ଚୌଦ୍ୱାର ରୁ ଆସି ଆମ୍ଭ ସାହାଯ୍ୟ ଗୋ ସେବା ଆଶ୍ରମରେ ଥିବା ନନ୍ଦୀ ର ଅପରେସନ କରାଯାଇଛି ।ଏହି ଅପରେସନ କୁ ସଫଳ ଭାବେ କରିଥିବା ପ୍ରାଣୀ ବିଭାଗର ବ...
09/06/2026

ଚୌଦ୍ୱାର ରୁ ଆସି ଆମ୍ଭ ସାହାଯ୍ୟ ଗୋ ସେବା ଆଶ୍ରମରେ ଥିବା ନନ୍ଦୀ ର ଅପରେସନ କରାଯାଇଛି ।
ଏହି ଅପରେସନ କୁ ସଫଳ ଭାବେ କରିଥିବା ପ୍ରାଣୀ ବିଭାଗର ବରିଷ୍ଠ ଡାକ୍ତର ଦିଲ୍ଲୀପ କୁମାର ଦାସ ଏବଂ ଆମ ସଂଗଠନ ର ସମସ୍ତ ଗୋ ସେବକ ଭାଇ ମାନଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ । 🙏🏼

ଆମ୍ଭ ସାହାଯ୍ୟ ଗୋ-ସେବା ଆଶ୍ରମରେ ଥିବା ସମସ୍ତ ଅସୁସ୍ଥ ନନ୍ଦୀ ମାନଙ୍କର ଚିକିତ୍ସା କରାଯାଇଛି ।
02/06/2026

ଆମ୍ଭ ସାହାଯ୍ୟ ଗୋ-ସେବା ଆଶ୍ରମରେ ଥିବା ସମସ୍ତ ଅସୁସ୍ଥ ନନ୍ଦୀ ମାନଙ୍କର ଚିକିତ୍ସା କରାଯାଇଛି ।

24/03/2026

JAY GOUMATA 🙏🏼

ଜୟ ଗୋମାତା ..ଜୟ ଗୋପାଳ 🙏🏼🙏🏼ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସାର୍ତ୍ତୋଳ, ନୂଆବଜାର ଠାରେ ଆମ୍ଭ " ସାହାଯ୍ୟ ଗୋ-ସେବା ଆଶ୍ରମ " ର ବାର୍ଷିକ ଉ...
21/03/2026

ଜୟ ଗୋମାତା ..ଜୟ ଗୋପାଳ 🙏🏼🙏🏼
ପବିତ୍ର ଦୋଳ ପୂର୍ଣ୍ଣିମା ଅବସରରେ ସାର୍ତ୍ତୋଳ, ନୂଆବଜାର ଠାରେ ଆମ୍ଭ " ସାହାଯ୍ୟ ଗୋ-ସେବା ଆଶ୍ରମ " ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି । ଏହି ପ୍ରତିଷ୍ଠା ଉତ୍ସବ କାର୍ଯ୍ୟକ୍ରମରେ ଯୋଗଦେଇଥିବା ଅତିଥି ବୃନ୍ଦ ଏବଂ କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିଥିବା ସମସ୍ତ ବରିଷ୍ଠ ଓ କନିଷ୍ଠ ସଦସ୍ୟ ଏବଂ ସଦସ୍ୟା ମାନଙ୍କୁ ହୃଦୟରୁ ଅଶେଷ ଅଶେଷ ଧନ୍ୟବାଦ ।

27/01/2026

ଆମ " ସାହାଯ୍ୟ ଗୋ ସେବା ଆଶ୍ରମ " ରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି ।
ଭାରତ ମାତାକି ଜୟ 🇮🇳

ସଡ଼କ ଦୁର୍ଘଟଣାରେ ଅଣ୍ଟା ଭାଙ୍ଗିଥିବା ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଏକ ନନ୍ଦୀ ଙ୍କୁ ତିନିଘରିଆ ରୁ ଉଦ୍ଧାର କରି ଆମ୍ଭ ସା...
03/12/2025

ସଡ଼କ ଦୁର୍ଘଟଣାରେ ଅଣ୍ଟା ଭାଙ୍ଗିଥିବା ଏବଂ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବା ଏକ ନନ୍ଦୀ ଙ୍କୁ ତିନିଘରିଆ ରୁ ଉଦ୍ଧାର କରି ଆମ୍ଭ ସାହାଯ୍ୟ ଗୋ-ସେବା ଆଶ୍ରମକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ଦିଆଯାଇଛି । 🙏🏼

Address

Chauliaganj
Cuttack

Telephone

9437647387

Website

Alerts

Be the first to know and let us send you an email when SAHAJYA posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to SAHAJYA:

Shortcuts

Share

Category