25/06/2025
Nikhila Odisha Swechhasebi Mahasangha-NOSM
ସମାଜସେବୀ ମାନଙ୍କ ସୁରକ୍ଷା,ସମ୍ମାନ ଏବଂ ସଚେତନତା ଦିଗରେ ଏକ ପ୍ରୟାସ।
25/06/2025
23/04/2025
🙏ସୂଚନା🙏
🙏ଆମ୍ଭମାନଙ୍କର ଅନୁଷ୍ଠାନ,ନିଖିଳ ଓଡ଼ିଶା ସ୍ବେଛାସେବୀ ମହାସଂଘ (NOSM) ପକ୍ଷରୁ ସମ୍ଭାବ୍ୟ ବାତ୍ୟା ⭐ଦାନା⭐ ର ପ୍ରଭାବକୁ ଦୃଷ୍ଟିରେ ରଖି ବାତ୍ୟା ଜନିତ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ଉପଯୁକ୍ତ ମୁକାବିଲା କରିବା ଓ ବାତ୍ୟା ପ୍ରଭାବିତ ଅଞ୍ଚଳ ଗୁଡିକରେ ସମସ୍ତ ପ୍ରକାରର ଜରୁରୀକାଳୀନ ସେବାଗୁଡିକୁ ଯୋଗାଇ ଦେବାପାଇଁ (NOSM) Samajsebi Mahasangha Odisha ର ବରିଷ୍ଠ ସଦସ୍ୟ ମାନଙ୍କ ନେତୃତ୍ୱରେ ଏକ ବାତ୍ୟା ସଙ୍କଟ ମୁକାବିଲା କମିଟି ଗଠନ କରାଗଲା ।ଯୋଗାଯୋଗ ନମ୍ବର - 8280019714🙏
🙏ଭଗବାନ ନ କରନ୍ତୁ, ଯଦି ବା ଆପଣଙ୍କ ଅଞ୍ଚଳରେ କୌଣସି ବ୍ୟକ୍ତି ବାତ୍ୟା ଜନିତ ଅସୁବିଧାକୁ ସାମ୍ନା କରନ୍ତି ତାହେଲେ ତୁରନ୍ତ ମହାସଙ୍ଘର ଉପରୋକ୍ତ ସଦସ୍ୟମାନଙ୍କୁ ଯୋଗାଯୋଗ କରିବା ପାଇଁ ନିବେଦନ।🙏
🙏ସମସ୍ତଙ୍କୁ ଅନୁରୋଧ ବାତ୍ୟା ପୁର୍ବରୁ ସଜାଗ ରୁହନ୍ତୁ, ସରକାରଙ୍କ ନିର୍ଦ୍ଦେଶ ପାଳନ କରନ୍ତୁ ।🙏
ଧନ୍ୟବାଦ ।
Click here to claim your Sponsored Listing.
Location
Category
Contact the business
Telephone
Website
Address
At-Godhuli Lane Part, Deulasahi PO/Tulasipur, Ps/Bidanasi , Dist/Cuttack, Pin, Odisha
Cuttack
753008
