10/09/2025
ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକରେ ବାଲଗୋପାଳ ଟ୍ରେଡର୍ସ ଦ୍ବାରା ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ ନିର୍ମିତ ମତ୍ସ୍ୟ ଦାନା କେନ୍ଦ୍ର ଏବଂ ପଡ଼ିଆ ବ୍ଲକ ଅଞ୍ଚଳରେ ଏକ ଡାଏରୀ ଫାର୍ମକୁ ଯାଇ ଏମଡି, ଆପିକଲ୍ ଓ ବରିଷ୍ଠ ଅଧିକାରୀଗଣ ଅନୁଧ୍ୟାନ କରିଛନ୍ତି
.bbsr .vashishth
21/08/2025
ଆଜି ବିଶ୍ୱ ଛେଳି ଦିବସ - ୨୦୨୫ ଅବସରରେ ପାସିଂ ଗିଫ୍ଟସ୍ ଦ୍ଵାରା ଭୁବନେଶ୍ୱରଠାରେ ଆୟୋଜିତ ବିଶ୍ୱ ଛେଳି ଦିବସ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ, ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଜ୍ୟର ଛେଳିପାଳକ ତଥା ଉଦ୍ୟୋଗୀମାନଙ୍କୁ ଉଦବୋଧନ ଦେଇଛନ୍ତି ।
ଛେଳିପାଳନ ଆମ ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ । ଓଡ଼ିଶା ସରକାର ଛେଳିପାଳନ କ୍ଷେତ୍ରକୁ ସମୃଦ୍ଧ କରିବା ପାଇଁ ଆଧୁନିକ ପଦ୍ଧତି, ପ୍ରଶିକ୍ଷଣ, ସୁଲଭ ଋଣ ଓ ପ୍ରାଣିଧନ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି।
CMO OdishaGokulananda MallickHeifer International
20/08/2025
ନବରଙ୍ଗପୁର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଏବଂ ପ୍ରାଣିସମ୍ପଦ ସମୃଦ୍ଧି ଯୋଜନାର ୨ୟ ପର୍ଯ୍ୟାୟ ଜିଲ୍ଲା ସ୍ତରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଛି । ଏହି ବୈଠକରେ ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ଅନ୍ତର୍ଗତ ବିଭିନ୍ନ ଯୋଜନାର ଯୋଗ୍ୟ ଅବେଦନକାରୀଙ୍କୁ ଅନୁମୋଦନ କରାଯାଇଛି ।
19/08/2025
ନୟାଗଡ଼ ଜିଲ୍ଲାର ଓଡ଼ଗାଁ ବ୍ଲକରେ ଜିଲ୍ଲା ମୁଖ୍ୟ ପ୍ରାଣିଚିକିତ୍ସା ଅଧିକାରୀଙ୍କ ଟିମ୍ ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ଅଧୀନରେ ବ୍ୟାବସାୟିକ ଭିତ୍ତିରେ ନିର୍ମିତ ଛେଳି ଫାର୍ମ ଏବଂ ଘୁଷୁରୀ ଫାର୍ମ ପରିଦର୍ଶନ କରିଛନ୍ତି ।
10/07/2023
Vaccination against FMD (Foot-and-Mouth Disease) program at Dharamsala block of Jajpur was conducted by Fisheries & Animal Resources Development Department of Odisha under National Animal Disease Control Program (NADCP). It focuses on the prevention, control, and eradication of Foot-and-Mouth Disease in livestock. The program aims to safeguard the health and well-being of animals.
CMO Odisha
Ranendra Pratap Swain
16/06/2023
ଜଲଦି ଦେହ ଭଲ ହୋଇ ଯାଉ,ମହାପ୍ରଭୁ ....
🤧🤕🤒
Get Well Soon Mahabahu !!!
🙏🙏