Jana Seva Kendra - ଜନ ସେବା କେନ୍ଦ୍ର - Tinigharia

Jana Seva Kendra - ଜନ ସେବା କେନ୍ଦ୍ର - Tinigharia

Share

CSC E-Governance services is providing over 280 services.

04/03/2026
20/10/2025

🙏💥☄️🌟🧉💡💣🙏
🎉

10/04/2025

Contact on : 7008100399

06/04/2025

୭୦ ବର୍ଷରୁ ଉର୍ଧ ବୟସ୍କ ମାନଙ୍କ ପାଇଁ ଆୟୁଷ୍ମାନ ବୟୋ ବନ୍ଦନା କାର୍ଡର ପଞ୍ଜିକରଣ ପାଇଁ ଯୋଗାଯୋଗ କରନ୍ତୁ : 7008100399

18/03/2025

🆕 ଆସିଗଲା ଆପଣଙ୍କ କଲର ଭୋଟର ପରିଚୟପତ୍ର! 🆕

📢 ଆପଣଙ୍କ ପ୍ଲାସ୍ଟିକ ଭୋଟର କାର୍ଡ ଆଉ ଏଠି ମିଳିବ!
🎨 ସୁନ୍ଦର, ମଜବୁତ ଏବଂ ଲମ୍ବା ସମୟ ପର୍ଯ୍ୟନ୍ତ ଟିକେଇବା ଯୋଗ୍ୟ PVC କଲର ଭୋଟର ଆଇଡି କାର୍ଡ ଆମ CSC ରେ ପ୍ରିଣ୍ଟ କରନ୍ତୁ।

✅ ଧୋଇଲେ କିଛି ହେବନାହିଁ
✅ ଅପ୍‌ଭ୍ରିଣ୍ଟ ଏବଂ ଦୀର୍ଘଦିନ ଟିକିବା ସହିତ
✅ ମାତ୍ର କିଛି ମିନିଟ୍‌ ମଧ୍ୟରେ ପ୍ରିଣ୍ଟ ହୋଇଯିବ

📍 ଆଜିହିଁ ଆସନ୍ତୁ ଓ ଆପଣଙ୍କ ଭୋଟର ID କାର୍ଡ ପ୍ରିଣ୍ଟ କରନ୍ତୁ!

📞 ଅଧିକ ସୂଚନା ପାଇଁ ଯୋଗାଯୋଗ କରନ୍ତୁ: 7008100399
📍 ଠିକଣା: ଜନ ସେବା କେନ୍ଦ୍ର, ନୂଆସାହି, ତିନିଘରିଆ, କଟକ

09/03/2025

ବ୍ୟାଙ୍କ ଆକାଉଣ୍ଟ ଖୋଲିବା, ନିବେଶ କରିବା କିମ୍ବା ଟିକସ ଦେବା ପାଇଁ ପ୍ୟାନ୍ କାର୍ଡ ଜରୁରୀ ଅଟେ। ଆମର ଜନ ସେବା କେନ୍ଦ୍ରକୁ ଆସନ୍ତୁ ଏବଂ ଆପଣଙ୍କର ପ୍ୟାନ୍ କାର୍ଡ ତିଆରି କରନ୍ତୁ।
Call us: 7008100399



09/03/2025

ତିନିଘରିଆ ଅଞ୍ଚଳର ସମସ୍ତ ଜନ ସାଧାରଣଙ୍କୁ ପବିତ୍ର ଦୋଳ ମେଳଣର ହାର୍ଦିକ ଶୁଭେଚ୍ଛା ଓ ଶୁଭ କାମନା 🙏

08/03/2025

Want your business to be the top-listed Government Service in Cuttack?

Click here to claim your Sponsored Listing.

Location

Address


Plot No-1556, Basudev Nagar, Nuasahi, Tinigharia
Cuttack
753004

Opening Hours

Monday 10am - 7pm
Tuesday 10am - 7pm
Wednesday 10am - 7pm
Thursday 10am - 7pm
Friday 10am - 7pm
Saturday 10am - 7pm