Maa Cuttack Chandi Foundation

Directions

Maa Cuttack Chandi Foundation ଆମେ ଅଛୁ ଆପଣ ମାନଙ୍କ ସାଥିରେ

ଜୟ ମା କଟକ ଚଣ୍ଡୀ 🙏ଆମ ମା କଟକ ଚଣ୍ଡୀ ଫାଉଣ୍ଡେସନ ଅଫିସ ଗୃହରେ ପବିତ୍ର ଗଣେଶ ପୂଜା ହେଲା, ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରଭୁ ଗଜାନନାଙ...
15/09/2026

ଜୟ ମା କଟକ ଚଣ୍ଡୀ 🙏
ଆମ ମା କଟକ ଚଣ୍ଡୀ ଫାଉଣ୍ଡେସନ ଅଫିସ ଗୃହରେ ପବିତ୍ର ଗଣେଶ ପୂଜା ହେଲା, ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ପ୍ରଭୁ ଗଜାନନାଙ୍କ ଆଶ୍ରିବାଦ ଲାଭ କଲେ ଓ ପ୍ରସାଦ ସେବନର ଆୟୋଜନ କରାଯାଇଥିଲା, ଜୟ ଗଣପତି ବାବା 🙏🙏,

ଢେଙ୍କାନାଳ ରୁ ଆସିଥିବା  #ଜଗଦିଶ_ପ୍ରସାଦ (ବୟସ -୨୭) ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକର ଏକ ଘରୋଇ  ମେଡିକାଲ ରେ ଉତ୍ତମ ଚିକିତ୍ସା ପାଇଁ ଭର୍ତ...
10/09/2026

ଢେଙ୍କାନାଳ ରୁ ଆସିଥିବା #ଜଗଦିଶ_ପ୍ରସାଦ (ବୟସ -୨୭) ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକର ଏକ ଘରୋଇ ମେଡିକାଲ ରେ ଉତ୍ତମ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ ପରାମର୍ଶ ନିମନ୍ତେ ତାଙ୍କର ଏକ ୟୁନିଟ୍ ଆବ୍ AB+ve🩸 ଆବଶ୍ୟକ ହୋଇଥିବାରୁ 🩸 ତାଙ୍କ ମା ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର #ସଭାପତି. #ନିସିକାନ୍ତ_ଭାଇ ଙ୍କୁ ଜଣାଇଥିଲେ। ଏହି ଖବର ଶୁଣିବା ମାତ୍ରେ ବିଳମ୍ବ ନକରି ଆମ ପରିବାରର ରକ୍ତଦାତା #ଗୌରୀ_ବାବୁ SCB ମେଡିକାଲରେ ଥିବା ରକ୍ତ ଭଣ୍ଡାର କୁ ଯାଇଥିଲେ ଏକ ୟୁନିଟ୍ ରକ୍ତ🩸 ଦାନ କରିଥିଲେ। ନିଜର ବହୁ ମୂଲ୍ୟବାନ ରକ୍ତ🩸 ଦାନ କରି ଥିବାରୁ,ରକ୍ତଦାତା ଗୌରୀ ଭାଇଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଉଛୁ 🙏🙏 #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ..🙏🙏ସଦା ସର୍ବଦା ଆପଣ ମାନଙ୍କ ସେବାରେ.🙏।। ଆମର ଲକ୍ଷ୍ୟ ରକ୍ତ 🩸 ଅଭାଭରୁ କାହାର ଜୀବନ ନ ଯାଉ....🙏

ଜୟ ମା କଟକ ଚଣ୍ଡୀ 🙏🙏 #ଅସହାୟ_ପରିବାରକୁ_ଦୁଃଖର_ପାହାଡ # 🙏🙏 ସୁଦୂର କଟକରୁ ଯାଇ ଆମ  #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର_ପୁରାଟିମ୍_ପହଞ୍ଚିଥିଲା କେନ...
05/09/2026

ଜୟ ମା କଟକ ଚଣ୍ଡୀ 🙏🙏
#ଅସହାୟ_ପରିବାରକୁ_ଦୁଃଖର_ପାହାଡ # 🙏
🙏 ସୁଦୂର କଟକରୁ ଯାଇ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର_ପୁରାଟିମ୍_ପହଞ୍ଚିଥିଲା କେନ୍ଦ୍ରାପଡା ଜିଲ୍ଲା,ଥାନା.ନିକିରାଇ,ପୋଷ୍ଟ.କୋରୋ, ପାଳକଣା ଗ୍ରାମର #ନିମେଇ_ପାତ୍ର ଙ୍କ ଘରେ* !,ଏମତି ଏକ ଅସହାୟ ପରିବାର ଆମ #ପୋସ୍ୟପୁତ୍ର* ଙ୍କ ଘରେ,ଯିଏକି ଦୁଃଖର ପାହାଡ ଉପରେ ଠିଆହୋଇ ସଂଘର୍ଷ କରୁଛନ୍ତି,ଯାହାର ଆର୍ଥିକ ସ୍ଥିତି ଯମାବି ଭଲନାହିଁ,ଭାରି ଦୁଖରେ ଜୀବନ ବିତାଉଛନ୍ତି,ଚାହିଁଲେ ବି ନିଜ ପରିବାର ପାଇଁ କିଛି କରିପାରୁ ନାହାନ୍ତି, କାହିଁକି ନା ଦୁଇଥର ବ୍ରେନ୍ ଟିଉମର ଅପ୍ରେସନ ରେ ସେ ଦୁଷ୍ଟିଶକ୍ତି ହରେଇ ବସିଛନ୍ତି,ବାଧ୍ୟ ହୋଇ ୭ ବର୍ଷର ପୁଅଟିକୁ ବାଳାଶ୍ରମରେ ଛାଡି ଦେଇଛନ୍ତି, ୧୦ ବର୍ଷର ଝିଅ ଟିକୁ ନେଇ ଦୁଃଖକଷ୍ଟ ରେ ଚଳୁଛନ୍ତି, ତେଣୁ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ* ତାଙ୍କୁ ପୁଅ ଭାଭେ ଗ୍ରହଣ କରିଛୁ !, ତାଙ୍କ ମୁହଁରେ ଟିକେ ହସ ଫୁଟେଇବା,ତାଙ୍କ ଭଲ ମନ୍ଦରେ ଠିଆ ହେବା,ତେଣୁ ତାଙ୍କୁ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ* ପକ୍ଷରୁ #ସେପ୍ଟେମ୍ବର_ମାସର ଖାଦ୍ୟ ସାମଗ୍ରୀ ଦେଇଛୁ,ତାଙ୍କୁ ପତିସୃତି ଦେଇଛୁ ପ୍ରତି ମାସରେ ଚଳିବା ପାଇଁ ରାସନ ସାମଗ୍ରୀ ନେଇ ତାଙ୍କ ଦୁଆରେ ଠିଆହେବା ପାଇଁ,! ମା କଟକ ଚଣ୍ଡୀ ଫାଉଣ୍ଡେସନ 🙏 #ସଦା_ସର୍ବଦା_ଆପଣ_ମାନଙ୍କ_ସେବାରେ 🙏🙏

28/08/2026

ଜୟ ମା କଟକ ଚଣ୍ଡୀ 🙏🙏
ମିସନ* #ଆପଣଙ୍କ_ବଳକା_ଖାଦ୍ୟ_କାହା_ପେଟର_ଭୋକ,
🙏 କଟକ ବଙ୍ଗାଳି ସାହି ନୁରସିଙ୍ଘ ନାଥ ମନ୍ଦିରରୁ ଖବର ଆସିଥିଲା ୧୫୦ ପରେ ଲୋକଙ୍କର ଖାଦ୍ୟ ରହିଯାଇଛି,ସମାଜ ସେବୀ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର ସଭାପତି #ନିଶିକାନ୍ତ_ଭାଇଙ୍କୁ ଜଣାଇଥିଲେ,ଆମ ପରିବାର ର ସଭାପତି ଓ ଅନ୍ୟ ସଦର୍ସ୍ୟ ମାନେ ବିଳମ୍ବ ନକରି ତୁରନ୍ତ ଯାଇ ସେ ଖାଦ୍ୟକୁ ଆଣି େଡିକାଲରେ ବଣ୍ଟନ କରିଥିଲେ,🙏 ଏ ମହତ ସେବା କରିବାର ସୁଯୋଗ ଦେଇଥିବାରୁ ମନ୍ଦିରର ସମସ୍ତ କର୍ମକର୍ତା ଙ୍କୁ ଆମ ପରିବାର ପକ୍ଷରୁ ଧନ୍ୟବାଦ ଅର୍ପଣ କରୁଅଛୁ,🙏 *ମା କଟକ ଚଣ୍ଡୀ ଫାଉଣ୍ଡେସନ* ସଦା ସର୍ବଦା ଆପଣ ମାନଙ୍କ ସେବାରେ 🙏

ଜୟ ମା କଟକ ଚଣ୍ଡୀ 🙏🙏ଭାଇ ଭଉଣୀର ଏ ପବିତ୍ର ସମ୍ପର୍କ ସବୁ ଦିନ ଅତୁଟ ରହୁ
27/08/2026

ଜୟ ମା କଟକ ଚଣ୍ଡୀ 🙏🙏
ଭାଇ ଭଉଣୀର ଏ ପବିତ୍ର ସମ୍ପର୍କ ସବୁ ଦିନ ଅତୁଟ ରହୁ

କେନ୍ଦ୍ରାପଡା ରୁ ଆସିଥିବା  #ରୁବିନା_ସ୍ୱାଇଁ (ବୟସ -୩୮) ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ SCB ବଡ ମେଡିକାଲ ରେ ଉତ୍ତମ ଚିକିତ୍ସା ପାଇଁ ଭର୍ତ...
19/08/2026

କେନ୍ଦ୍ରାପଡା ରୁ ଆସିଥିବା #ରୁବିନା_ସ୍ୱାଇଁ (ବୟସ -୩୮) ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ SCB ବଡ ମେଡିକାଲ ରେ ଉତ୍ତମ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଡ଼ାକ୍ତରଙ୍କ ପରାମର୍ଶ ନିମନ୍ତେ ତାଙ୍କର ଏକ ୟୁନିଟ୍ O+ve🩸 ଆବଶ୍ୟକ ହୋଇଥିବାରୁ 🩸 ବଡଭାଇ #ବିକାଶ_ଭାଇ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର #ସଭାପତି. #ନିସିକାନ୍ତ_ଭାଇ ଙ୍କୁ ଜଣାଇଥିଲେ। ଏହି ଖବର ଶୁଣିବା ମାତ୍ରେ ବିଳମ୍ବ ନକରି ଆମ ପରିବାରର କୋଷାଦକ୍ଷ ରକ୍ତଦାତା #ଦେବଦତ_ଦାଶ SCB ମେଡିକାଲରେ ଥିବା ରକ୍ତ ଭଣ୍ଡାର କୁ ଯାଇଥିଲେ,ରକ୍ତଦାତା #ଦେବ_ଭାଇ ଏକ ୟୁନିଟ୍ O+ve ରକ୍ତ🩸 ଦାନ କରିଥିଲେ। ନିଜର ବହୁ ମୂଲ୍ୟବାନ ରକ୍ତ🩸 ଦାନ କରି ଥିବାରୁ,ରକ୍ତଦାତା ଦେବ ଭାଇଙ୍କୁ ହୃଦୟରୁ ଧନ୍ୟବାଦ୍ ଜଣାଉଛୁ 🙏🙏 #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ..🙏🙏ସଦା ସର୍ବଦା ଆପଣ ମାନଙ୍କ ସେବାରେ.🙏।। ଆମର ଲକ୍ଷ୍ୟ ରକ୍ତ 🩸 ଅଭାଭରୁ କାହାର ଜୀବନ ନ ଯାଉ....🙏

16/08/2026
ଜୟ ମା କଟକ ଚଣ୍ଡୀ 🙏🙏ଖୁଣ୍ଟୁଣୀ ରୁ ଆସିଥିବା  #ମୁସାଲି_ମହାରଣା (ବୟସ -୨୯) ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ SCB ବଡ  ମେଡିକାଲରେ ଭର୍ତି...
13/08/2026

ଜୟ ମା କଟକ ଚଣ୍ଡୀ 🙏🙏
ଖୁଣ୍ଟୁଣୀ ରୁ ଆସିଥିବା #ମୁସାଲି_ମହାରଣା (ବୟସ -୨୯) ଙ୍କ ଦେହ ଅସୁସ୍ଥ ଥିବାରୁ ତାଙ୍କୁ କଟକ SCB ବଡ ମେଡିକାଲରେ ଭର୍ତି କରାଯାଇଥିଲା,ଡାକ୍ତରଙ୍କ ପରାମର୍ଶ ନିମନ୍ତେ ତାଙ୍କର ୁନିଟ୍ A+ve ରକ୍ତ🩸 ଆବଶ୍ୟକ ହୋଇଥିବାରୁ ତାଙ୍କ ଭଉଣୀଙ୍କୁ ରକ୍ତଦାତା ନ ମିଳିବାରୁ ଆମ #ମା_କଟକ_ଚଣ୍ଡୀ_ଫାଉଣ୍ଡେସନର #ସମ୍ପାଦକ_ସନ୍ତୋଷ_ସାହୁ ଭାଇଙ୍କୁ ଜଣାଇଥିଲେ। #ସନ୍ତୋଷ୍_ଭାଇ ଏହି ଖବର ଶୁଣିବା ମାତ୍ରେ ବିଳମ୍ବ ନକରି,ରକ୍ତଦାତା ଆମ ପରିବାରର ସକ୍ରିୟ ସଦର୍ଶ୍ୟ #ପ୍ରଦିପ୍_ଭାଇଙ୍କୁ ନେଇ SCB ପରିସରରେ ଥିବା ରକ୍ତ 🩸ଭଣ୍ଡାର କୁ ଯାଇ ଏକ ୟୁନିଟ୍ ରକ୍ତ🩸 ଦାନକରିଥିଲେ।ଆମ ପରିବାର ପକ୍ଷରୁ ପ୍ରଦୀପ ଭାଇଙ୍କୁ ଧନ୍ୟବାଦ 🙏, କିଛି ବି ସାହାଯ୍ୟ ପାଇଁ ଆମକୁ ଯୋଗା ଯୋଗ କରନ୍ତୁ..🙏 #ମା_କଟକ_ଚଣ୍ଡୀ_ଫାଉଣ୍ଡେସନ..🙏🙏 ସଦା ସର୍ବଦା ଆପଣ ମାନଙ୍କ ସେବାରେ.....ଜୟ ମା କଟକ ଚଣ୍ଡୀ 🙏।। *ଆମର ଲକ୍ଷ୍ୟ ରକ୍ତ 🩸ଅଭାଭରୁ କାହାର ଜୀବନ ନ ଯାଉ*....🙏

Address

Ranihat
Cuttack
753001

Website

Alerts

Be the first to know and let us send you an email when Maa Cuttack Chandi Foundation posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category