25/12/2023
Welcome to all
ନିମନ୍ତ୍ରଣ ରହିଲା ।
ସିଆରିଆ ମହୋତ୍ସବ
26/12/2023 ରୁ 31/12/2023
Contact information, map and directions, contact form, opening hours, services, ratings, photos, videos and announcements from Bapuji pathagara ,siaria, Library, Siaria, Cuttack.
25/12/2023
Welcome to all
ନିମନ୍ତ୍ରଣ ରହିଲା ।
ସିଆରିଆ ମହୋତ୍ସବ
26/12/2023 ରୁ 31/12/2023
10/11/2023
10/07/2023
28/05/2023
ବାପୁଜୀ ପାଠାଗାର ଆନୁକୁଲ୍ୟରେ ଏକ ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିର ରେ 90 ରୁ ଉର୍ଦ୍ଧ ଲୋକ ନିଜ ଚକ୍ଷୁ ପରୀକ୍ଷା କରିବା ସହିତ 40 ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା । ଏଥିସହ 15 ଜଣ ଲୋକଙ୍କୁ ମାଗଣା ଚଷମା ପ୍ରଦାନ କରାଯାଇଥିଲା । ଶିବିର ଟି ନେତ୍ରମ୍ ଦ୍ଵାରା ପରିଚାଳନା କରାଯାଉଥିଲା । ଏହି କାର୍ଯକ୍ରମ କୁ ଜିଲ୍ଲାପରିଷଦ ଅଧକ୍ଷ ଶ୍ରୀଯୁକ୍ତ କିଶୋର ଚନ୍ଦ୍ର ମିଶ୍ର ଉଦ୍ଘାଟନ କରିଥିଲେ । ସ୍ଥାନୀୟ ସରପଞ୍ଚ ଶ୍ରୀମତୀ ଜୟଶ୍ରୀ ରଥ , ଗ୍ରାମ ସଭାପତି ବେଣୁଧର ସାହୁ, ପାଠାଗାର ର ସମ୍ପାଦକ ଶ୍ରୀ ବିଶ୍ଵ ରଞ୍ଜନ ସାହୁ ସହଯୋଗ କରିଥିଲେ । କଳିପ୍ରସାଦ ବାରିକ, ଅଭୟ କୁମାର ସାହୁ, ମିଟୁ ସାହୁ, ସିପକ୍ କୁମାର ସାହୁ, ରବୀନ୍ଦ୍ର ସାହୁ, ଜିତୁନ ସାହୁ ଆଦି ଯୁବକ ମାନେ କାର୍ଯକ୍ରମ କୁ ସଫଳ ହେବାରେ ସାହାଯ୍ୟ କରିଥିଲେ ।
22/05/2023
ଆସନ୍ତା 28 ମେ 2023 ରବିବାର ଦିନ ସ୍ଥାନୀୟ Bapuji pathagara ,siaria ବାପୁଜୀ ପାଠାଗାର ଥରେ ଏକ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଆୟୋଜନ ହେବ । ଆପଣ ମାନଙ୍କୁ ଅନୁରୋଧ ଉକ୍ତ ଶିବିର ରେ ଯୋଗଦେଇ କାର୍ଯକ୍ରମ କୁ ସଫଳ କରାନ୍ତୁ, ଏବଂ ନିଜ ଚକ୍ଷୁ ପରୀକ୍ଷା କରାଇ ଦିଅନ୍ତୁ ।
09/10/2022
ବାପୁଜୀ ପାଠାଗାର ର ୮୨ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।
| Monday | 10am - 5pm |
| Tuesday | 9am - 5pm |
| Wednesday | 10am - 5pm |
| Thursday | 10am - 5pm |
| Friday | 10am - 5pm |
| Saturday | 10am - 5pm |
| Sunday | 10am - 5pm |