Civil Defence Capacity Building trainees of Bhubaneswar, Koraput & Puri visited their nearest Fire Station for practical training on fire hose operation and familiarization with firefighting and rescue equipment. The exposure enhanced their emergency response skills and preparedness.
सर्वभूतहितेरतः
@kpt@puri
& Emergency
Odisha Civil Defence
सर्व भूत हिते रतः
18/06/2026
Newly trained Civil Defence Volunteers of the Puri Unit were deployed for their first official duty at Shri Jagannath Temple (Srimandir), Puri, under the supervision of the SP, Puri. After successfully completing the Capacity Building Training Programme, the volunteers assisted in crowd management, public guidance, and emergency Response, demonstrating discipline, dedication, and a strong commitment to public service.
#सर्वभूतहितेरतः
The 5th Batch of the Civil Defence Capacity Building Training Programme was successfully completed at the Civil Defence Unit, Bhubaneswar.
The training equipped volunteers with essential knowledge and practical skills in War-Time Response, Air Raid Warning (ARW), Disaster Management, Rescue Techniques, First Aid, Emergency Response, Teamwork, and Community Preparedness. Through interactive sessions and hands-on exercises, participants enhanced their ability to respond effectively during emergencies and serve the community with confidence.
The programme concluded with practical demonstrations and a renewed commitment from volunteers to serve the community and strengthen disaster resilience.
'सर्वभूतहिते रताः'
05/06/2026
ବିଶ୍ୱ ପରିବେଶ ଦିବସ-୨୦୨୬ ଅବସରରେ ଓଡ଼ିଶାର ବିଭିନ୍ନ ସିଭିଲ ଡିଫେନ୍ସ ୟୁନିଟ୍ଗୁଡ଼ିକ ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ସିଭିଲ ଡିଫେନ୍ସର ଅଧିକାରୀମାନେ ଏକ ବ୍ୟାପକ ବୃକ୍ଷରୋପଣ ଅଭିଯାନର ଶୁଭାରମ୍ଭ କରି ସମସ୍ତ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ମାନଙ୍କୁ ନିଜ ନିଜ ଅଞ୍ଚଳରେ ଅଧିକରୁ ଅଧିକ ବୃକ୍ଷରୋପଣ କରିବା ପାଇଁ ଆହ୍ୱାନ ଜଣାଇଥିଲେ।
ଏହି କାର୍ଯ୍ୟକ୍ରମରେ ସିଭିଲ ଡିଫେନ୍ସର ଅଧିକାରୀ,ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ସକ୍ରିୟ ଭାବେ ଅଂଶଗ୍ରହଣ କରି ପରିବେଶ ସୁରକ୍ଷା, ସ୍ୱଚ୍ଛତା ଏବଂ ସବୁଜ ଓଡ଼ିଶା ଗଠନ ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତା ପ୍ରଦର୍ଶନ କରିଥିଲେ।
ଏକ ଗଛ, ଏକ ଜୀବନ – ସବୁଜ ପୃଥିବୀ ପାଇଁ ଆମ ସମସ୍ତଙ୍କର ଅବଦାନ।
🌍
23/04/2026
ସିଭିଲ୍ ଡିଫେନ୍ସ ଡେପୁଟି କଣ୍ଟ୍ରୋଲର କାର୍ଯ୍ୟାଳୟ, ଭୁବନେଶ୍ୱର ପକ୍ଷରୁ ୨୨.୦୪.୨୦୨୬ ଠାରୁ ୨୮.୦୪.୨୦୨୬ ପର୍ଯ୍ୟନ୍ତ ଏକ ସାତ ଦିନିଆ “Civil Defence Capacity Building Training” କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଔପଚାରିକ ଉଦ୍ଘାଟନ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳ (ADM) ତଥା ଅତିରିକ୍ତ କଣ୍ଟ୍ରୋଲର, ସିଭିଲ୍ ଡିଫେନ୍ସ, ଭୁବନେଶ୍ୱରଙ୍କ ଦ୍ୱାରା କରାଯାଇଥିଲା।
ଏହି ପ୍ରଶିକ୍ଷଣ ମାଧ୍ୟମରେ ଆପଦ ପରିଚାଳନା, ଅଗ୍ନିନିର୍ବାପନ, ସନ୍ଧାନ ଓ ଉଦ୍ଧାର ଏବଂ ପ୍ରଥମିକ ଚିକିତ୍ସା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
#सर्वभूतहितेरतः
ସିଭିଲ୍ ଡିଫେନ୍ସ ସଂଗଠନର କ୍ଷମତା ବୃଦ୍ଧି ଓ ପ୍ରଶିକ୍ଷଣକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟରେ ୨୧ ଦିନିଆ ସିଭିଲ୍ ଡିଫେନ୍ସ କ୍ୟାପାସିଟି ବିଲ୍ଡିଂ (ମାଷ୍ଟର୍ ଟ୍ରେନର୍) ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଔପଚାରିକ ଭାବେ ଆରମ୍ଭ ହୋଇଛି।
ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଡଃ ସୁଧାଂଶୁ ଷଡ଼ଙ୍ଗୀ, ଆଇପିଏସ୍,DG,ଫାୟାର ସର୍ଭିସ, ହୋମ୍ ଗାର୍ଡସ୍ ନିର୍ଦ୍ଦେଶକ, ସିଭିଲ୍ ଡିଫେନ୍ସ, ଓ ଡଃ ଉମାଶଙ୍କର ଦାଶ, IPS, IG, ଫାୟାର ସର୍ଭିସ, ହୋମ୍ ଗାର୍ଡସ୍ ଏବଂ ସିଭିଲ୍ ଡିଫେନ୍ସ ମହୋଦୟଙ୍କ ଦ୍ୱାରା ଉଦଘାଟିତ କରାଯାଇଥିଲା।
ଏହି ଟ୍ରେନିଂରେ ଓଡ଼ିଶାରୁ ୨୪ ଜଣ ସିଭିଲ୍ ଡିଫେନ୍ସ ମାଷ୍ଟର୍ ଟ୍ରେନର୍ ଓ ଛତିଶଗଡ଼ରୁ ୨ ଜଣ SDRF ମାଷ୍ଟର୍ ଟ୍ରେନର୍ ଅଂଶଗ୍ରହଣ କରୁଛନ୍ତି। ଏହି ପ୍ରଶିକ୍ଷଣ ମାଧ୍ୟମରେ ଆପଦ ପରିଚାଳନା, ଅଗ୍ନିନିର୍ବାପନ, ସନ୍ଧାନ ଓ ଉଦ୍ଧାର,ପ୍ରାଥମିକ ଚିକିତ୍ସା ସହିତ ନେତୃତ୍ୱ ଓ ପ୍ରଶିକ୍ଷକ ଦକ୍ଷତା ଉପରେ ବିଶେଷ ଗୁରୁତ୍ୱ ଦିଆଯିବ।
ଏହି କାର୍ଯ୍ୟକ୍ରମ ଆଗାମୀ ଦିନରେ ରାଜ୍ୟ ଓ ଦେଶ ସ୍ତରରେ ସିଭିଲ୍ ଡିଫେନ୍ସର ଭୂମିକାକୁ ଆହୁରି ସୁଦୃଢ଼ କରିବ ବୋଲି ଆଶା କରାଯାଉଛି।
#सर्वभूतहितेरतः
Odisha Chhattisgarh
CivilDefenceIndia
05/02/2026
Shri.Biswo Ranjan Kunar, Civil Defence Volunteer, was conferred with the Hon’ble President’s Meritorious Service Medal on the occasion of Republic Day, 2026, in recognition of his outstanding dedication, exemplary service, and unwavering commitment to public safety. His contribution reflects the highest traditions of the Civil Defence Organisation and stands as an inspiration to all volunteers.
Saluting his courage, discipline, and selfless service to the nation.
#सर्वभूतहितेरतः
13/01/2026
ଆଜି ଲୋକସେବା ଭବନରେ ଜାତୀୟ ସଡ଼କ ସୁରକ୍ଷା ମାସ ଅବସରରେ ଆୟୋଜିତ ସମ୍ମିଳନୀରେ ସିଭିଲ୍ ଡିଫେନ୍ସ, ଭୁବନେଶ୍ୱର ୟୁନିଟ୍ ପକ୍ଷରୁ ୧୦୦ ଜଣ ସିଭିଲ ଡିଫେନ୍ସ ସ୍ୱେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମହୋଦୟ ବିଭିନ୍ନ ଲୋକାଭିମୁଖୀ ଯୋଜନାର ଲୋକାର୍ପଣ କରିବା ସହ ସଡ଼କ ସୁରକ୍ଷା ବିଷୟରେ ନିଜର ଗୁରୁତ୍ୱପୂର୍ଣ୍ଣ ଅଭିଭାଷଣ ପ୍ରଦାନ କରିଥିଲେ।
#सर्वभूतहिते रतः
to the Welfare of All
ଓଡ଼ିଶା ସିଭିଲ୍ ଡିଫେନ୍ସ ଅଫିସରମାନଙ୍କ ପାଇଁ ଏକ ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୧୮ ଡିସେମ୍ବର ୨୦୨୫ ତାରିଖରେ ବରମୁଣ୍ଡାସ୍ଥିତ ସିଭିଲ୍ ଡିଫେନ୍ସ ଟ୍ରେନିଂ ଇନଷ୍ଟିଚ୍ୟୁଟ୍ରେ ସଫଳତାର ସହିତ ଅନୁଷ୍ଠିତ ହୋଇଯାଇଛି ।
ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ସିଭିଲ୍ ଡିଫେନ୍ସର ନିର୍ଦ୍ଦେଶକ ଡଃ ସୁଧାଂଶୁ ଷଡ଼ଙ୍ଗୀ, ଆଇପିଏସ୍ ଉଦ୍ଘାଟନ କରିଥିଲେ । ସେ ତାଙ୍କ ଉଦ୍ବୋଧନରେ ସିଭିଲ୍ ଡିଫେନ୍ସ ସଂଗଠନର ଭୂମିକା, ସୁପରିଚାଳନା ଓ ସାମୁହିକ ସୁରକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ ।
ଓଡ଼ିଶାରେ ସିଭିଲ୍ ଡିଫେନ୍ସ ସଂଗଠନକୁ ଅଧିକ ସୁଦୃଢ଼ କରିବା ଦିଗରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଷ୍ଟୋନ ଭାବେ ପରିଗଣିତ କରାଯାଉଛି । ଏହା ମାଧ୍ୟମରେ ସିଭିଲ୍ ଡିଫେନ୍ସ ସଂଗଠନର କ୍ଷମତା ବିକାଶ ଓ ପ୍ରସ୍ତୁତି ଆହୁରି ମଜବୁତ ହେବ ।
सर्वभूतहिते रतः
(ସମସ୍ତଙ୍କ ମଙ୍ଗଳରେ ନିରନ୍ତର ଲିନ)
_program
Click here to claim your Sponsored Listing.
Location
Category
Website
Address
Nuapatna
Cuttack
753001
