25/08/2020
In a huge push to , JSW Steel plans to invest over ₹1 lakh Cr in in next 10 years. It will start a 13.2 MTPA Integrated Steel Plant in Jagatsinghpur and a 100 bedded hospital & school in Sundergarh. It will benefit locals & boost revenue generation.
23/08/2020
Odisha: Forest Dept to execute projects worth Rs 602 cr under MGNREGA in 2020-21
Odisha: Forest Dept to execute projects worth Rs 602 cr under MGNREGA in 2020-21
23/08/2020
ପବିତ୍ର ନୂଆଁଖାଇ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ସମସ୍ତଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ସମସ୍ତଙ୍କ ସୁଖ, ସମୃଦ୍ଧି କାମନା ସହ କୋଭିଡ ନିୟମ ମାନି ଉତ୍ସବ ପାଳନ କରିବାକୁ ସେ ଆହ୍ୱାନ କରିଛନ୍ତି। #ନୂଆଁଖାଇଜୁହାର
22/08/2020
ରାଜ୍ୟରେ ର ଦୃଢ଼ ପ୍ରତିରୋଧ ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ନମୁନା ପରୀକ୍ଷା ସଂଖ୍ୟା ବୃଦ୍ଧି କରିବା ପରେ ସଂକ୍ରମିତ ହାର ହ୍ରାସ ପାଇଛି। ବିଗତ ୭ ଦିନରେ ୪.୬% ସଂକ୍ରମିତ ହାର ଥିବାବେଳେ ଆକ୍ରାନ୍ତଙ୍କ ତୁଳନାରେ ମୃତ୍ୟୁ ସଂଖ୍ୟା ସବୁଠୁ କମ ରହିଛି।
22/08/2020
's ITI Berhampur has stepped up the state’s fight against with three innovations. With this noteworthy achievement, the ITI joins the prestigious patent club with reputed IITs and NITs.
Skilled In Odisha
22/08/2020
Odisha ranks 2nd in India to conduct maximum coronavirus tests per day per million
According to the Union health ministry, Odisha is conducting 1,265 tests per million per day. Goa tops the government's chart with 1,825 tests per million per day.
22/08/2020
ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ମାର୍ଗଦର୍ଶନରେ ସ୍ୱଚ୍ଛତା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ରେ ଓଡ଼ିଶା 'ଦ୍ରୁତ ଗତିଶୀଳ ରାଜ୍ୟ' ଭାବେ ସମ୍ମାନିତ ହୋଇଛି। Brahmapur Municipal Corporation କୁ ଶ୍ରେଷ୍ଠ ସହର ପୁରସ୍କାର ମିଳିଥିବା ବେଳେ ଇଷ୍ଟ ଜୋନର ଶ୍ରେଷ୍ଠ ୨୦ ସହର ମଧ୍ୟରେ ଓଡ଼ିଶାର ୬ଟି ସହର ସ୍ଥାନ ପାଇଛି।
22/08/2020
ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଙ୍କ ସୁଶାସନ, ଦକ୍ଷ ନୀତି ଏବଂ ଦୃଢ଼ ନେତୃତ୍ୱରେ ‘ସ୍ଵଚ୍ଛ ସର୍ବେକ୍ଷଣ ୨୦୨୦'ରେ ‘ଦୃତ ଅଗ୍ରଗତି କରୁଥିବା ରାଜ୍ୟ' ଭାବରେ ଓଡ଼ିଶା ଏବଂ ଶ୍ରେଷ୍ଠ ମଧ୍ୟମ ବର୍ଗର ସହର (୩-୧୦ ଲକ୍ଷ ଜନସଂଖ୍ୟା ବିଶିଷ୍ଟ) ଭାବରେ ବ୍ରହ୍ମପୁର ମହାନଗର ନିଗମ ‘ଅଭିନବତ୍ୱ ଓ ଶ୍ରେଷ୍ଠ ଅଭ୍ୟାସ’ ନିମନ୍ତେ ପୁରସ୍କୃତ ହୋଇଛି । ଆମର ସହରଗୁଡ଼ିକୁ ପରିଛନ୍ନ ଓ ବାସୋପଯୋଗୀ ରଖିବା ନିମନ୍ତେ ରାଜ୍ୟ ସରକାର ନିରନ୍ତର ଉଦ୍ୟମ ଅବ୍ୟାହତ ରଖିଛନ୍ତି ।