16/07/2026
ପବିତ୍ର 'ରଥଯାତ୍ରା'ର ହାର୍ଦ୍ଦିକ ଶୁଭକାମନା ।
ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ସମଗ୍ର ମାନବ ସମାଜକୁ ଏକତାର ସୂତ୍ରରେ ବାନ୍ଧିବାର ଅନନ୍ୟ ଯାତ୍ରା ହେଉଛି ରଥଯାତ୍ରା । ବଡ଼ଠାକୁର ବଳଭଦ୍ର, ମା’ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କର ସୁଖ, ସମୃଦ୍ଧି ଓ ମଙ୍ଗଳ କାମନା କରୁଛି ।
#ରଥଯାତ୍ରା
14/07/2026
ସ୍ଵତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଅନ୍ୟତମ କର୍ଣ୍ଣଧାର ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ତିରୋଧାନ ଦିବସରେ ଶ୍ରଦ୍ଧାଞ୍ଜଳି।
04/07/2026
ମହାନ ଦାର୍ଶନିକ, ରାଷ୍ଟ୍ରଭକ୍ତ ତଥା ଯୁବ ସମାଜର ଆଦର୍ଶ ସ୍ୱାମୀ ବିବେକାନନ୍ଦଙ୍କ ପୁଣ୍ୟତିଥିରେ ଭକ୍ତିପୂତ ପ୍ରଣାମ 🙏। ତାଙ୍କ ଆଦର୍ଶ, ଆତ୍ମବିଶ୍ୱାସ, ରାଷ୍ଟ୍ରପ୍ରେମ ଓ ମାନବସେବାର ବାର୍ତ୍ତା ସଦା ଅବିସ୍ମରଣୀୟ । ରାଷ୍ଟ୍ରସେବା ପ୍ରତି ତାଙ୍କର ନିଷ୍ଠା ଓ ଆଦର୍ଶ ଚିରକାଳ ଆମ ପାଇଁ ପ୍ରେରଣାର ଉତ୍ସ ହୋଇ ରହିବ 🙏।
01/07/2026
On National Doctors Day, I extend my heartfelt greetings and sincere gratitude to the entire medical fraternity for their unwavering dedication to protecting lives and promoting the health and well-being of our society.
Their compassion, selfless service and commitment inspire us every day. I thank every doctor for their invaluable contribution to nation-building and wish them continued success in their noble profession.
Happy Doctors Day! 🙏🏻
29/06/2026
ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ।
ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ଅପାର କରୁଣାରୁ ଆପଣଙ୍କ ଜୀବନ ସୁଖ, ଶାନ୍ତି ଏବଂ ସମୃଦ୍ଧିରେ ଭରିଯାଉ 🙏।
26/06/2026
A Visionary Leader.
A Dedicated Minister.
A Proud Son OF Odisha Soil.
Empowering Education and Enriching Lives by Building a Stronger India.
Happy Birthday To Our Respected Dharmendra Pradhan Ji.
Wishing You Good Health,Happiness and continued success in your mission to Transform Education and Empowering every life🙏🎂🇮🇳
20/06/2026
ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଜନ୍ମ ଦିବସ ଅବସରରେ ଆନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ।
ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ଆପଣଙ୍କ ସୁସ୍ଥ ଓ ନିରାମୟ ଜୀବନ ନିମନ୍ତେ ମୋର କାମନା। 🙏🇮🇳
14/06/2026
🌺 ସମସ୍ତଙ୍କୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା!
🎊 ଏହି ରଜ ପର୍ବ ଆପଣଙ୍କ ଜୀବନରେ ସୁଖ, ସମୃଦ୍ଧି ଓ ନୂତନ ଆଶା ନେଇ ଆସୁ। 🎊
ରଜ ପର୍ବ କେବଳ ଏକ ପର୍ବ ନୁହେଁ, ଏହା ଆମ ଓଡ଼ିଆ ପରମ୍ପରା, ସଂସ୍କୃତି ଓ ଜୀବନର ସୌନ୍ଦର୍ଯ୍ୟର ଏକ ଅନନ୍ୟ ଉତ୍ସବ। ଆସନ୍ତୁ, ରଜର ଆନନ୍ଦମୟ ପରିବେଶକୁ ହୃଦୟରେ ସ୍ଥାନ ଦେଇ ଆମ ଘର ଓ ଜୀବନକୁ ଖୁସିରେ ଭରିଦେବା।
ଏହି ପବିତ୍ର ଅବସରରେ ଆପଣ ଓ ଆପଣଙ୍କ ପରିବାରର ସମସ୍ତ ସଦସ୍ୟଙ୍କ ଜୀବନରେ ସୁସ୍ୱାସ୍ଥ୍ୟ, ଶାନ୍ତି, ସଫଳତା ଓ ସମୃଦ୍ଧି ଭରି ରହୁ।
✨ ଶୁଭ ରଜ ପର୍ବ! ✨
29/05/2026
किसानों, ग्रामीण भारत और वंचित वर्गों के उत्थान हेतु आजीवन समर्पित रहे पूर्व प्रधानमंत्री ‘भारत रत्न’ चौधरी चरण सिंह जी की पुण्यतिथि पर उन्हें विनम्र श्रद्धांजलि!
सादगीपूर्ण जीवन, किसान हितैषी नीतियों और सामाजिक न्याय के प्रति उनकी प्रतिबद्धता भारतीय राजनीति में सदैव स्मरणीय रहेगी 🙏।