Banki BJP

Banki BJP

Share

Contact information, map and directions, contact form, opening hours, services, ratings, photos, videos and announcements from Banki BJP, Political Party, Banki, Cuttack.

02/06/2026

CMO Odisha Mohan Charan Majhi

09/04/2026

Mohan Charan Majhi Manmohan Samal

Photos from Manmohan Samal's post 13/12/2025
Photos from Banki BJP's post 06/12/2025

ବାଙ୍କୀ ରେ ଯିଏ ବିଜେଡ଼ି ଦଳୀୟ ଥିଲେ ମାସେ ପୁର୍ବରୁ ବିଜେପି ମିଶି ଆଜି ସେ BJP ନେତାଙ୍କ ପାଖରେ ଆଗ ଧାଡ଼ିରେ। ଏଥିରୁ ସ୍ପଷ୍ଟ କି ବାଙ୍କୀ ବିଜେପି ର କର୍ମୀ ମାନଙ୍କ ସ୍ଥାନ ଏବେ କେଉଁଠି। ବାଙ୍କୀ ରେ ଥିବା ବିଜେପି ର ଦେବଦୂର୍ଲଭ କାର୍ଯ୍ୟକର୍ତ୍ତା ମାନେ ଏହାକୁ ଗ୍ରହନ କରିବେ ତ।
CMO Odisha Manmohan Samal Mohan Charan Majhi #ବାଙ୍କୀ

02/12/2025

ବାଙ୍କୀ ବିଜେପି ର କଳୁଷିତ ଅଧ୍ୟାୟ 2024/2029 ?

16/11/2025

ବାଙ୍କୀ ବ୍ଲକ ବିଡ଼ିଓ ଙ୍କୁ ପୂର୍ବତନ ମଣ୍ଡଳ ସଭାପତି ପ୍ରସନ୍ନ ସ୍ୱାଇଁ ବ୍ଲକ ର ବିକାଶ ମୂଳକ କାର୍ଯ୍ୟ ବିଳମ୍ବ ବିଷୟରେ ପଚାରିବାରୁ ଜଣେ ନିର୍ଦ୍ଧିଷ୍ଟ ବ୍ୟକ୍ତି ଙ୍କ ନିର୍ଦେଶ ରେ ହେବ ବୋଲି କହିଥିଲେ
ଆପଣ ମାନେ ବିଚାର କରନ୍ତୁ ବିଡିଓ ସମସ୍ତ ଜନସାଧାରଣ ଙ୍କ ର ନା ଜଣେ ବ୍ୟକ୍ତି ଙ୍କର ।
#ବାଙ୍କୀ

12/11/2025

ଆପଣମାନେ ଦେଖନ୍ତୁ ଏଇଟା ଫୁଣି କେମିତି ହେଲା ?

ନୂଆପଡ଼ାରେ ପରାଜୟର ଆଭାସ ପାଇ ବିରୋଧୀ ଏଭଳି Fake post ଆଧାରରେ ସାଧାରଣ ଜନତାଙ୍କୁ ଭକୁଆ ବନାଉଛି I

Want your business to be the top-listed Government Service in Cuttack?

Click here to claim your Sponsored Listing.

Location

Category

Website

Address

Banki
Cuttack
754008