Naba Bharata Nirmana Seva Party

Directions Website Contact the organization

Naba Bharata Nirmana Seva Party The main objective of the Naba Bharata Nirmana Seva Party is to defend the Constitution of India.

ପବିତ୍ର ଇନ୍ଦ୍ରୋତ୍ସବ ଓ ଶ୍ରୀମଦ୍‌ଭାଗବତ ଜନ୍ମର ହାର୍ଦ୍ଧିକ ଶୁଭେଚ୍ଛା।ଭକ୍ତି, ଧର୍ମ ଓ ଆଧ୍ୟାତ୍ମିକ ଚେତନାରେ ପବିତ୍ର ହେଉ ପ୍ରତ୍ୟେକ ହୃଦୟ।ଶ୍...
26/09/2026

ପବିତ୍ର ଇନ୍ଦ୍ରୋତ୍ସବ ଓ ଶ୍ରୀମଦ୍‌ଭାଗବତ ଜନ୍ମର ହାର୍ଦ୍ଧିକ ଶୁଭେଚ୍ଛା।
ଭକ୍ତି, ଧର୍ମ ଓ ଆଧ୍ୟାତ୍ମିକ ଚେତନାରେ ପବିତ୍ର ହେଉ ପ୍ରତ୍ୟେକ ହୃଦୟ।
ଶ୍ରୀମଦ୍‌ଭାଗବତର ପବିତ୍ର ବାଣୀ ଆମ ଜୀବନକୁ ସତ୍ୟ, ଧର୍ମ, କରୁଣା ଓ ମାନବିକତାର ପଥରେ ଆଗେଇ ନେଉ।
ଜୟ ଶ୍ରୀକୃଷ୍ଣ 🙏
ଜୟ ଜଗନ୍ନାଥ 🙏

ଅନନ୍ତ ଦେବଙ୍କ ଆଶୀର୍ବାଦରେ ଜୀବନ ହେଉ ସୁଖମୟ, ସମୃଦ୍ଧିମୟ ଓ ମଙ୍ଗଳମୟ।ପବିତ୍ର ଅନନ୍ତ ବ୍ରତର ହାର୍ଦ୍ଧିକ ଶୁଭେଚ୍ଛା।
25/09/2026

ଅନନ୍ତ ଦେବଙ୍କ ଆଶୀର୍ବାଦରେ ଜୀବନ ହେଉ ସୁଖମୟ, ସମୃଦ୍ଧିମୟ ଓ ମଙ୍ଗଳମୟ।
ପବିତ୍ର ଅନନ୍ତ ବ୍ରତର ହାର୍ଦ୍ଧିକ ଶୁଭେଚ୍ଛା।

ଭଗବାନ ବାମନ ଜୟନ୍ତୀର ହାର୍ଦ୍ଧିକ ଶୁଭକାମନା 🙏ଭଗବାନ ଶ୍ରୀ ବିଷ୍ଣୁଙ୍କ ପବିତ୍ର ବାମନ ଅବତାର ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ, ସମୃଦ୍ଧି ଓ ମଙ୍...
23/09/2026

ଭଗବାନ ବାମନ ଜୟନ୍ତୀର ହାର୍ଦ୍ଧିକ ଶୁଭକାମନା 🙏
ଭଗବାନ ଶ୍ରୀ ବିଷ୍ଣୁଙ୍କ ପବିତ୍ର ବାମନ ଅବତାର ସମସ୍ତଙ୍କ ଜୀବନରେ ଶାନ୍ତି, ସୁଖ, ସମୃଦ୍ଧି ଓ ମଙ୍ଗଳ ଭରିଦେଉ।

ପବିତ୍ର ପାର୍ଶ୍ୱପରିବର୍ତ୍ତନ (ବଡ଼) ଏକାଦଶୀ ଅବସରରେ ସମସ୍ତଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଶୁଭକାମନା । ପ୍ରଭୁ ଶ୍ରୀହରିଙ୍କ କୃପାରୁ ସମସ୍ତଙ୍...
22/09/2026

ପବିତ୍ର ପାର୍ଶ୍ୱପରିବର୍ତ୍ତନ (ବଡ଼) ଏକାଦଶୀ ଅବସରରେ ସମସ୍ତଙ୍କୁ ମୋର ଅନ୍ତରିକ ଶୁଭେଚ୍ଛା ଓ ଶୁଭକାମନା ।

ପ୍ରଭୁ ଶ୍ରୀହରିଙ୍କ କୃପାରୁ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ଆନନ୍ଦରେ ଭରିଯାଉ । ପରିବାରରେ ମଙ୍ଗଳ ଓ ସମସ୍ତଙ୍କ ଜୀବନରେ ନୂତନ ଆଶାର ସଞ୍ଚାର ହେଉ ।

ଆନ୍ତର୍ଜାତୀୟ ଶାନ୍ତି ଦିବସର ହାର୍ଦ୍ଦିକ ଶୁଭେଚ୍ଛା।
21/09/2026

ଆନ୍ତର୍ଜାତୀୟ ଶାନ୍ତି ଦିବସର ହାର୍ଦ୍ଦିକ ଶୁଭେଚ୍ଛା।

ଶ୍ରୀରାଧାଙ୍କ ପବିତ୍ର ପ୍ରେମ ଓ କରୁଣାରେ ଜୀବନ ହେଉ ଆନନ୍ଦମୟ, ମନ ହେଉ ଭକ୍ତିମୟ ଏବଂ ପରିବାର ହେଉ ସୁଖମୟ।ରାଧାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା।
19/09/2026

ଶ୍ରୀରାଧାଙ୍କ ପବିତ୍ର ପ୍ରେମ ଓ କରୁଣାରେ ଜୀବନ ହେଉ ଆନନ୍ଦମୟ, ମନ ହେଉ ଭକ୍ତିମୟ ଏବଂ ପରିବାର ହେଉ ସୁଖମୟ।

ରାଧାଷ୍ଟମୀର ହାର୍ଦ୍ଦିକ ଶୁଭେଚ୍ଛା।

ଶ୍ରୀ ବିଶ୍ୱକର୍ମା ପୂଜାର ହାର୍ଦ୍ଦିକ ଶୁଭେଚ୍ଛା 🙏ସୃଷ୍ଟି ଓ ସୃଜନର ଦେବତା ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି,...
17/09/2026

ଶ୍ରୀ ବିଶ୍ୱକର୍ମା ପୂଜାର ହାର୍ଦ୍ଦିକ ଶୁଭେଚ୍ଛା 🙏
ସୃଷ୍ଟି ଓ ସୃଜନର ଦେବତା ପ୍ରଭୁ ବିଶ୍ୱକର୍ମାଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତାରେ ଭରିଯାଉ।

ଯେଉଁଠି ଆସ୍ଥା, ସେଠି ଆଶା, ଯେଉଁଠି ଗଣପତିଙ୍କ ଆଶୀର୍ବାଦ, ସେଠି ପ୍ରତିଟି ପଥରେ ଶୁଭାରମ୍ଭ। ସମସ୍ତଙ୍କୁ ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶ...
15/09/2026

ଯେଉଁଠି ଆସ୍ଥା, ସେଠି ଆଶା, ଯେଉଁଠି ଗଣପତିଙ୍କ ଆଶୀର୍ବାଦ, ସେଠି ପ୍ରତିଟି ପଥରେ ଶୁଭାରମ୍ଭ।
ସମସ୍ତଙ୍କୁ ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା। 🙏

ଯେଉଁଠି ଆସ୍ଥା, ସେଠି ଆଶା; ଯେଉଁଠି ଗଣପତିଙ୍କ ଆଶୀର୍ବାଦ, ସେଠି ପ୍ରତିଟି ପଥରେ ଶୁଭାରମ୍ଭ। ସମସ୍ତଙ୍କୁ ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶ...
13/09/2026

ଯେଉଁଠି ଆସ୍ଥା, ସେଠି ଆଶା; ଯେଉଁଠି ଗଣପତିଙ୍କ ଆଶୀର୍ବାଦ, ସେଠି ପ୍ରତିଟି ପଥରେ ଶୁଭାରମ୍ଭ।
ସମସ୍ତଙ୍କୁ ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା। 🙏

ବନ, ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ବନ ସହିଦଙ୍କୁ ଏହି ପବିତ୍ର ଦିବସରେ ଶତ ଶତ ନମନ। 🙏
11/09/2026

ବନ, ପରିବେଶ ଓ ପ୍ରକୃତିର ସୁରକ୍ଷା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ସମସ୍ତ ବନ ସହିଦଙ୍କୁ ଏହି ପବିତ୍ର ଦିବସରେ ଶତ ଶତ ନମନ। 🙏

Address

Delhi

Alerts

Be the first to know and let us send you an email when Naba Bharata Nirmana Seva Party posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Naba Bharata Nirmana Seva Party:

Shortcuts

Share