Dhenkanal District Administration

Call Directions Website Contact the organization

Dhenkanal District Administration This is the Official Page of the District Administration, Dhenkanal. Posts are directly from the Office of the Collector and District Magistrate, Dhenkanal

ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ସ୍ୱର୍ଗତ ଦୁର୍ଗାବତୀ ରାଉତଙ୍କୁ ତାଙ୍କର ମହାନ ଅଙ୍ଗଦାନ ପାଇଁ ରାଜ୍ୟ ସମ୍ମାନ ପ୍ରଦାନ ସହ ଆରକ୍...
09/10/2026

ଗନ୍ଦିଆ ବ୍ଲକ୍ ଅନ୍ତର୍ଗତ ଦିଗାମ୍ବରପୁର ଗ୍ରାମର ସ୍ୱର୍ଗତ ଦୁର୍ଗାବତୀ ରାଉତଙ୍କୁ ତାଙ୍କର ମହାନ ଅଙ୍ଗଦାନ ପାଇଁ ରାଜ୍ୟ ସମ୍ମାନ ପ୍ରଦାନ ସହ ଆରକ୍ଷୀ ବାହିନୀ ପକ୍ଷରୁ ଗାର୍ଡ ଅଫ୍ ଅନର୍ ଦିଆଯାଇଛି। ୪୪ ବର୍ଷୀୟା ଦୁର୍ଗାବତୀ ନିଜର କିଡ୍‌ନୀ ଓ ଯକୃତ (ଲିଭର) ଦାନ କରିବାକୁ ସମ୍ମତି ପ୍ରଦାନ କରିଥିଲେ। ତାଙ୍କର ଏହି ମହତ୍ କାର୍ଯ୍ୟ ଅନ୍ୟମାନଙ୍କୁ ଅଙ୍ଗଦାନ ପାଇଁ ପ୍ରେରଣା ଯୋଗାଇବ।
CMO Odisha
Home Department, Government of Odisha
Information & Public Relations Department, Government of Odisha

୨୧ ଟି ପ୍ରମୁଖ ବିଷୟବସ୍ତୁ ଉପରେ ଆଧାରିତ ନାଗରିକମାନଙ୍କର ବାସ୍ତବ ସମସ୍ୟାଗୁଡ଼ିକ ପାଇଁ ଅଭିନବ ସମାଧାନ ବାହାର କରିବାକୁ ଛାତ୍ରଛାତ୍ରୀମାନଙ୍କୁ ...
09/10/2026

୨୧ ଟି ପ୍ରମୁଖ ବିଷୟବସ୍ତୁ ଉପରେ ଆଧାରିତ ନାଗରିକମାନଙ୍କର ବାସ୍ତବ ସମସ୍ୟାଗୁଡ଼ିକ ପାଇଁ ଅଭିନବ ସମାଧାନ ବାହାର କରିବାକୁ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ, ୦୮.୧୦.୨୦୨୪ ତାରିଖରେ ଢେଙ୍କାନାଳସ୍ଥିତ ପିଏମ୍ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ ଏବଂ ପରଜଙ୍ଗସ୍ଥିତ ସରକାରୀ ଶିଳ୍ପ ପ୍ରଶିକ୍ଷଣ ପ୍ରତିଷ୍ଠାନ (ITI) ଠାରେ 'ଓଡ଼ିଶା ସେବା ନବ ସୃଜନ ଆହ୍ୱାନ' (Odisha Seva First Innovation Challenge) ର ପ୍ରଚାର-ପ୍ରସାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।
CMO Odisha
Information & Public Relations Department, Government of Odisha

Special drive for the enrolment of left-out voters and young electors across various polling stations in respect of Dhen...
08/10/2026

Special drive for the enrolment of left-out voters and young electors across various polling stations in respect of Dhenkanal district.
Ceoodisha
Election Commission of India
Information & Public Relations Department, Government of Odisha

ଆଜି ଢେଙ୍କାନାଳ ସଦର ଉପ ଜିଲ୍ଲାପାଳଙ୍କ  କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା...
05/10/2026

ଆଜି ଢେଙ୍କାନାଳ ସଦର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ମିଳିତ ଜନଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଜନ ଶୁଣାଣୀ ଶିବିରରେ ଜିଲ୍ଲାର ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିଥିଲେ I ଏହାସହ CMRF ଓ ରେଡକ୍ରସ ପାଣ୍ଠିରୁ ଆର୍ଥିକ ଦୃଷ୍ଟିରୁ ଅସହାୟ ବ୍ୟକ୍ତିଙ୍କୁ ମୋଟ ୯ ୫ ,୦୦୦ ଟଙ୍କା ସହାୟତା ମଞ୍ଜୁର କରାଯାଇଥିଲା।
CMO Odisha
Information & Public Relations Department, Government of Odisha

ବୀରତ୍ୱ, ସାହସ ଓ ଦେଶପ୍ରେମର ଅମର ପ୍ରତୀକ ବୀର ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁରସ୍ଥିତ ତ...
05/10/2026

ବୀରତ୍ୱ, ସାହସ ଓ ଦେଶପ୍ରେମର ଅମର ପ୍ରତୀକ ବୀର ବାଜି ରାଉତଙ୍କ ଜୟନ୍ତୀ ଅବସରରେ ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁରସ୍ଥିତ ତାଙ୍କ ଜନ୍ମମାଟିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।
CMO Odisha
Odia Language Literature & Culture Department, Government of Odisha
Information & Public Relations Department, Government of Odisha

ଆଜି ଜିଲ୍ଲାପାଳ, ଢେଙ୍କାନାଳ ଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରି CRRR ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏହା ...
03/10/2026

ଆଜି ଜିଲ୍ଲାପାଳ, ଢେଙ୍କାନାଳ ଗୋବିନ୍ଦପୁର ଗ୍ରାମ ପରିଦର୍ଶନ କରି CRRR ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ। ଏହା ସହିତ, IDCO ଲ୍ୟାଣ୍ଡ ବ୍ୟାଙ୍କ ଯୋଜନା ଅଧୀନରେ ଶିଳ୍ପ ବିକାଶ ପାଇଁ ଶଙ୍କରପୁର ଗ୍ରାମରେ ପ୍ରସ୍ତାବିତ ସ୍ଥାନଗୁଡ଼ିକ ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ।
CMO Odisha
Revenue & Disaster Management Department, Government of Odisha
Odisha Industrial Infrastructure Development Corporation
Information & Public Relations Department, Government of Odisha

ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ଲକ୍ଷ୍ୟ ନେଇ ଗତ ସେପ୍ଟେମ୍ବର ୯ ରୁ ଜିଲ୍ଲା ସ୍ତରୀୟ ୯ ମ ରାଷ୍ଟ୍ରୀୟ   ପୋଷଣ ମାସ ପାଳିତ ହେଉ...
03/10/2026

ସୁସ୍ଥ ଶିଶୁ, ସୁସ୍ଥ ପରିବାର ଓ ସୁସ୍ଥ ସମାଜ ଗଠନ ଲକ୍ଷ୍ୟ ନେଇ ଗତ ସେପ୍ଟେମ୍ବର ୯ ରୁ ଜିଲ୍ଲା ସ୍ତରୀୟ ୯ ମ ରାଷ୍ଟ୍ରୀୟ ପୋଷଣ ମାସ ପାଳିତ ହେଉଅଛି । ଏହି ଅବସରରେ ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ହଲ୍ ଠାରେ ଜିଲ୍ଲା ସମାଜ କଲ୍ୟାଣ କାର୍ଯ୍ୟାଳୟ ପକ୍ଷରୁ ଏକ ଉତ୍ସବ ଆୟୋଜିତ ହୋଇଥିଲା ।
CMO Odisha
Women & Child Development, Government of Odisha
Information & Public Relations Department, Government of Odisha

ଆଜି  ସ୍ଥାନୀୟ କଲ୍ୟାଣ ମଣ୍ଡପ, ଗୁଡିଆନାଳି, ଢେଙ୍କାନାଳରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗ ଶ...
01/10/2026

ଆଜି ସ୍ଥାନୀୟ କଲ୍ୟାଣ ମଣ୍ଡପ, ଗୁଡିଆନାଳି, ଢେଙ୍କାନାଳରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ -୨୦୨୬ ପାଳିତ ହୋଇଯାଇଛି । ଏହି ଅବସରରେ ଯୋଗ ଶିବିର, ସଚେତନତା ତଥା ସମ୍ବେଦନଶୀଳତା କାର୍ଯ୍ୟକ୍ରମ ସହ ବରିଷ୍ଠ ନାଗରିକ ମାନଙ୍କର ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା ।
CMO Odisha
Social Security and Empowerment of Persons with Disabilities Department, Government of Odisha
Information & Public Relations Department, Government of Odisha

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଢେଙ୍କାନାଳ ପରିସରରେ ବିଶ୍ୱ ହୃତ୍‌ପିଣ୍ଡ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲ...
29/09/2026

ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଢେଙ୍କାନାଳ ପରିସରରେ ବିଶ୍ୱ ହୃତ୍‌ପିଣ୍ଡ ଦିବସ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ହୃଦରୋଗର ପ୍ରତିରୋଧ, ପ୍ରାରମ୍ଭିକ ଲକ୍ଷଣ ଚିହ୍ନଟ ଏବଂ ସମୟୋଚିତ ଚିକିତ୍ସା ସମ୍ପର୍କରେ ହସ୍ପିଟାଲ କର୍ମଚାରୀ ଓ ସାଧାରଣ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା। ଏହା ପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ସମୀକ୍ଷା ବୈଠକ ଓ ଜିଲ୍ଲା ସ୍ୱାସ୍ଥ୍ୟ ସମିତି ବୈଠକ ଅନୁଷ୍ଠିତ ହୋଇଥିଲା।
CMO Odisha
Health & Family Welfare Department, Government of Odisha
Information & Public Relations Department, Government of Odisha

Address

Main Road
Dhenkanal
759001

Alerts

Be the first to know and let us send you an email when Dhenkanal District Administration posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Dhenkanal District Administration:

Shortcuts

Share