Er Chandan Kumar Mallick

Call Directions Contact the organization

Er Chandan Kumar Mallick BCJD Jagatsinghpur

22/09/2026

ଅପାରଗ ବିଜେପି ସରକାର ହାତରେ ଓଡ଼ିଶାର ଶିକ୍ଷା ବିପଦରେ, ରାଜରାସ୍ତାରେ ବିଜେଡିର ଜୋରଦାର ପ୍ରତିବାଦ।
ପିଲାଙ୍କୁ ତୁରନ୍ତ ନିର୍ଭୁଲ ବହି ଯୋଗାଇବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ତୀବ୍ର ହେଉଛି ବିଜୁ ଯୁବ ଓ ଛାତ୍ର ଜନତା ଦଳର ଗଣଧାରଣା।
#ରଙ୍ଗବଦଳାସରକାର

ଢେଉ ପରେ ଢେଉ ନାଚି ଚାଲିଯାଅ ,,,କୂଳକୁ ଛୁଇଁକି କାହିଁ ଫେରିଯାଅ.,,,,
21/09/2026

ଢେଉ ପରେ ଢେଉ ନାଚି ଚାଲିଯାଅ ,,,
କୂଳକୁ ଛୁଇଁକି କାହିଁ ଫେରିଯାଅ.,,,,

ସିପୁ - ସାନ ଭାଇ ପରି ବ୍ୟବହାର ଭାଇ ଭାଇ ବୋଲି ଜୀବନ ଛାଡିଯାଏ ସବୁ ଗାଁ ର ଅନୁଷ୍ଠାନ ରେ ଫୋନ କରି ଭାଇ ତମେ ଯାହା ବି ହଉ ଆସିବ, ତୁ ବୋଲି ଗୋଟେ...
17/09/2026

ସିପୁ - ସାନ ଭାଇ ପରି ବ୍ୟବହାର ଭାଇ ଭାଇ ବୋଲି ଜୀବନ ଛାଡିଯାଏ ସବୁ ଗାଁ ର ଅନୁଷ୍ଠାନ ରେ ଫୋନ କରି ଭାଇ ତମେ ଯାହା ବି ହଉ ଆସିବ, ତୁ ବୋଲି ଗୋଟେ ଶବ୍ଦ ତା ମୁହଁରେ ନଥାଏ 😭
ବାପୁ - ଗାଁ ରେ ଗୋଟେ ନୀରବତା ର ସ୍ୱତନ୍ତ୍ର ପରିଚୟ ଚାଲି ଚଳନ ବ୍ୟବହାର ରେ ମଣିଷ ଖୁସି ହେଇଯାଏ ଶାନ୍ତ ସରଳ ରେ ଗୋଟେ ସ୍ୱତନ୍ତ୍ର ଉଦାହରଣ ସେ, ଆଜି ସେ ଜୀବନ ଯୁଦ୍ଧ ରେ ପରାଜିତ 🙏
ଜଗା - ଯାହା କୁହ ମାର ଗାଳି କର ହସ ହସ ମୁଁହ ଭାଇ ଯୋଉଠି ଦେଖେ ହସିଦିଏ ଗାଡ଼ି ଚଳାଇଲା ବେଳେ ବି ଦେଖିଲେ ମୁଣ୍ଡ ହଲାଇ ହସିଦିଏ ,ସେ ଆଜି ଛାଡିକି ଯିବା ବିଶ୍ୱାସ ହିଁ ହେଉନାହିଁ 😭
ବଣ୍ଟି - ପରିବାର ର ବୋଝ ଆଗରେ ସେ ତା ଜୀବନ ରେ ବହୁତ ସଂଘର୍ଷ କରି ପାଠ ପଢ଼ି ଚାକିରି କରି ବହୁତ ଦୁଃଖ କଷ୍ଟ ସତ୍ତ୍ୱେ ସେ ଜୀବନରେ କେବେ ହାରିନି ରାହାମା ରେ ରହି ପାଠ ପଢ଼ି ସେ ତା ବାଟରେ ଆଗେଇଯାଇଥିଲା ହେଲେ ବିଧିର ବିଧାନ ସମୟ ର ଖେଳ ଆଗରେ ଆଜି ନିଜେ ଆମ ଠୁ ଦୂରରେ 😭
ପ୍ରଭୁ ସମସ୍ତଙ୍କ ପରିବାର କୁ ଟିକେ ଶକ୍ତି ଦିଅନ୍ତୁ 🙏
ସାରା ଜୀବନ ଶେଷ ନିଶ୍ୱାସ ଯାଏ ଏ ମନରେ ତୁମେ ମାନେ ରହିଯିବ
ଏ ଜୀବନ ଥିବା ଯାଏ ମନ ତୁମକୁ ଖୋଜିବ

ପବିତ୍ର ପରବ ନୂଆଁଖାଇ ସମକର ଲାଗି ଆନିଦେଉ ସୁଖ, ଶାନ୍ତି ଆର୍ ସମୃଦ୍ଧି। ସମକୁ ମୋର୍ ନୂଆଁଖାଇ ଜୁହାର୍। 🙏ଜଏ ମା' ସମଲେଇ 🙏   #ନୂଆଁଖାଇଜୁହାର
15/09/2026

ପବିତ୍ର ପରବ ନୂଆଁଖାଇ ସମକର ଲାଗି ଆନିଦେଉ ସୁଖ, ଶାନ୍ତି ଆର୍ ସମୃଦ୍ଧି। ସମକୁ ମୋର୍ ନୂଆଁଖାଇ ଜୁହାର୍। 🙏

ଜଏ ମା' ସମଲେଇ 🙏

#ନୂଆଁଖାଇଜୁହାର

|| ॐ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭା।ନିର୍ବିଘ୍ନଂ କୁରୁ ମେ ଦେବ ସର୍ବ କାର୍ୟେ ସୁ ସର୍ବଦା ।।ସମସ୍ତଙ୍କୁ ପବିତ୍ର ଶ୍ରୀ ଗଣେଶ ଚତୁର...
14/09/2026

|| ॐ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭା।
ନିର୍ବିଘ୍ନଂ କୁରୁ ମେ ଦେବ ସର୍ବ କାର୍ୟେ ସୁ ସର୍ବଦା ।।
ସମସ୍ତଙ୍କୁ ପବିତ୍ର ଶ୍ରୀ ଗଣେଶ ଚତୁର୍ଥୀ ଉପଲକ୍ଷେ ହାର୍ଦ୍ଦିକ ଶୁଭେଚ୍ଛା ।🙏
#ଗଣେଶ_ଚତୁର୍ଥୀ

ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କୁ ଅପମାନ ସହିବେ ନାହିଁ ଓଡ଼ିଆ, ତୁରନ୍ତ ଦୋଷୀଙ୍କୁ ଗିରଫ କର।ମୋ ଜିଲ୍ଲା ଜଗତସିଂହପୁର  ସିଆଳି ବେଳାଭୂମିରେ ପୂ...
11/09/2026

ଓଡ଼ିଶାର ବରପୁତ୍ର ବିଜୁ ବାବୁଙ୍କୁ ଅପମାନ ସହିବେ ନାହିଁ ଓଡ଼ିଆ, ତୁରନ୍ତ ଦୋଷୀଙ୍କୁ ଗିରଫ କର।

ମୋ ଜିଲ୍ଲା ଜଗତସିଂହପୁର ସିଆଳି ବେଳାଭୂମିରେ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ମହାନ ଜନନାୟକ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ସ୍ଥଳ ଯାଇ ବିଜୁ ଜନତା ଦଳର ପ୍ରତିନିଧିମଣ୍ଡଳୀ ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଏପରି କାର୍ଯ୍ୟକୁ ଦୃଢ଼ ନିନ୍ଦା କରିବା ସହ ତୁରନ୍ତ ମୂର୍ତ୍ତି ପୁନଃସ୍ଥାପନ ଓ ଅପରାଧୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲାର ଏସପିଙ୍କୁ ଭେଟି ଦାବି ଜଣାଇଛନ୍ତି।

ରାଜ୍ୟରେ ବାରମ୍ବାର ବରପୁତ୍ରଙ୍କୁ ଅପମାନିତ କରାଯାଉଥିବା ବେଳେ ବିଜେପି ସରକାର କାହିଁକି ନିରବ? ବରପୁତ୍ରମାନେ ଆଉ କେତେ ହେବେ ଅପମାନିତ?

#ରଙ୍ଗବଦଳାସରକାର
Naveen Patnaik Prasanta Muduli Raghunandan Das Rajashree Mallick Sarada Jena Sambit Routray Bapi Sarkhel Chiranjib Biswal Biju Janata Dal Odisha DRx Adityanandan Das Parthasarathi Rout

11/09/2026

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କର ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃର୍ତ୍ତ।

ମହାନ ବରପୁତ୍ରଙ୍କ ପ୍ରତି ଅସମ୍ମାନ ଗ୍ରହଣୀୟ ନୁହେଁ।

ଓଡ଼ିଆ ଜାତିର ସ୍ୱାଭିମାନ ଓ ଓଡ଼ିଆ ଅସ୍ମିତା ପ୍ରତି ଅପମାନ।

#ହଟାଅବିଜେପି #ରଙ୍ଗବଦଳାସରକାର

Address

Odisha
Jagatsinghpur
754139

Telephone

+17077060979

Website

Alerts

Be the first to know and let us send you an email when Er Chandan Kumar Mallick posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Er Chandan Kumar Mallick:

Shortcuts

Share