କୋରେଇ ନିର୍ବାଚନ ମଣ୍ଡଳୀ ତାହାରପୁର ପଞ୍ଚାୟତ ଠାରେ ମୁକ୍ତେଶ୍ଵର ମନ୍ଦିର ବାର୍ଷିକ ପୂଜା ଉତ୍ସବରେ Pranab Prakash Das (ବବି ଭାଇ) ଯୋଗଦେଇ ଆଶିର୍ବାଦ ଲାଭ କରିବା ସହ ସମସ୍ତଙ୍କ ମଙ୍ଗଳ କାମନା କରିଛନ୍ତି।
#ବବିଭାଇ
Bhaba Prasad Das
Ex Chairman Jajpur municipality And Ashok Das Foundation Secretary
31/05/2026
ଯାଜପୁର ବ୍ଳକ ଅନ୍ତର୍ଗତ ନାଥସାହି ପଞ୍ଚାୟତ ଠାରେ ବ୍ରଜକିଶୋର ପରିଡ଼ାଙ୍କ ଧର୍ମପତ୍ନୀ ବିଷ୍ଣୁପ୍ରିୟା ପରିଡ଼ା ଙ୍କ ଏକାଦଶାହାରେ Pranab Prakash Das (ବବି ଭାଇ) ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି।
31/05/2026
💐
ଯାଜପୁର ବ୍ଳକର ବାସୁଦେବପୁର ପଞ୍ଚାୟତ ଠାରେ ବରିଷ୍ଠ ଶିକ୍ଷାବିତ୍ ଶଙ୍କର୍ଷଣ ସାହୁଙ୍କ ନାତୁଣୀ ଅଲିଭା ପ୍ରିୟଦର୍ଶିନୀ ସାହୁ ଚଳିତ ବର୍ଷ +୨ ବିଜ୍ଞାନରେ ୯୮% ନମ୍ବର ରଖି ଉତ୍ତୀର୍ଣ୍ଣ ହୋଇଥିବା ବେଳେ ଆଜି Pranab Prakash Das (ବବି ଭାଇ) ତାଙ୍କୁ ଭେଟି ଶୁଭେଚ୍ଛା ଜଣାଇବା ସହ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଛନ୍ତି।
31/05/2026
ଦଶରଥପୁର ବ୍ଲକର ଜୟନ୍ତରା ପଞ୍ଚାୟତ ଠାରେ ଲୋକନାଥ ସାହୁଙ୍କ ଘର ପୋଡ଼ି ଯିବା ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମବେଦନା ଜଣାଇବା ସହ ଆଶୁ ସହାୟତା ଯୋଗାଇ ଦେଇଥିଲି।
ଜୟ ଜଗନ୍ନାଥ 🙏
31/05/2026
ଦଶରଥପୁର ବ୍ଲକର ଜୟନ୍ତରା ପଞ୍ଚାୟତ ଠାରେ ପୂର୍ବତନ ସରପଞ୍ଚ ଦିଲ୍ଲୀପ ସାହୁଙ୍କ ମାଙ୍କ ବିୟୋଗ ଖବର ଶୁଣି ମୁଁ ଗଭୀର ମର୍ମାହତ ତାଙ୍କ ବାସଭବନରେ ପହଞ୍ଚି ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି କାମନା କଲି।
31/05/2026
ଦଶରଥପୁର ବ୍ଲକର ଦଶରଥପୁର ପଞ୍ଚାୟତ ଠାରେ ବରୁଣପଣ୍ଡା ଙ୍କ ପୁଅ ଷୋଳପୂଜା ଉତ୍ସବରେ ଯୋଗଦେବା ଅବସରରେ।
31/05/2026
ଦଶରଥପୁର ବ୍ଲକର କସପା ପଞ୍ଚାୟତ ଠାରେ ପ୍ରଶାନ୍ତ ବେହେରାଙ୍କ ଏକାଦଶାହାରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଅମର ଆତ୍ମାର ସଦଗତି କାମନା କଲି।
31/05/2026
ଦଶରଥପୁର ବ୍ଲକ କସପା ପଞ୍ଚାୟତ ଠାରେ ପିତାମ୍ବର ଦାସଙ୍କ ଝିଅ ଦେହ ଅସୁସ୍ଥ ଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଆଶୁ ଆରୋଗ୍ୟ କାମନା କରିବା ସହ ଭଲମନ୍ଦ ପଚାରି ବୁଝିଥିଲି।
31/05/2026
ଦଶରଥପୁର ବ୍ଲକ କନିକାପଡ଼ା ପଞ୍ଚାୟତ ଠାରେ ବିଜୟ ମଲ୍ଲିକଙ୍କ ଘର ପୋଡ଼ି ଯିବା ଖବର ପାଇ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ସମବେଦନା ଜଣାଇବା ସହ ଆଶୁ ସହାୟତା ଯୋଗାଇ ଦେଇଥିଲି।
ଜୟ ଜଗନ୍ନାଥ 🙏
31/05/2026
ଆଜି ସକାଳୁ ସକାଳୁ ଯାଜପୁର ବାସଭବନରେ ଜନ ସାଧାରଣଙ୍କ ବିଭିନ୍ନ ସମସ୍ୟା Pranab Prakash Das (ବବି ଭାଇ) ଶୁଣିବା ସହ ତାର ସମାଧାନ ବିଷୟରେ ଆଲୋକପାତ କରିଛନ୍ତି।
#ବବିଭାଇ
Click here to claim your Sponsored Listing.
