18/07/2026
ପବିତ୍ର ରଥଯାତ୍ରା ଅବସରରେ ମୋର ପ୍ରିୟ ସମସ୍ତ ଓଡ଼ିଶାବାସୀଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ । କୋଟି କୈବଲ୍ୟନାଥ, ବିଶ୍ୱ ନିୟନ୍ତା ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କ ଉପରେ ସର୍ବଦା ରହିଥାଉ, ଏହା ମୋର ମହାପ୍ରଭୁଙ୍କ ଚରଣରେ ପ୍ରାର୍ଥନା ।
