ସୁକିନ୍ଦା କଂଗ୍ରେସର ଯୁବନେତା ତଥା ପିସିସି ସଭ୍ୟ ଜନ୍ମେଞ୍ଜୟ ବଳସାମନ୍ତ
ଟାଟା ନୀଳାଚଳ ସମ୍ପ୍ରସାରଣ ବିରୋଧରେ ନିଜର ମତାମତ ରଖି ଡ଼ିସେମ୍ବର ୨୦ ହେବାକୁ ଥିବା ଜନଶୁଣାଣୀ କୁ ସୁକିନ୍ଦା କଂଗ୍ରେସ ତରଫରୁ ଦୃଢ କଲେ।।
Social Media Congress Sukinda 54 A.C
Social Service
ଶିଳ୍ପାଞ୍ଚଳ ସୁକିନ୍ଦା ପାଇଁ ଅଭିଶାପ? ସେଥିପାଇଁ ପାଇଁ ତ ଯିଏ ଶାସନ କୁ ଆସିଲା କମ୍ପାନୀ କର୍ତ୍ତୃପକ୍ଷଙ୍କ ଠାରୁ ମୋଟା ଅଙ୍କର ଚାନ୍ଦା ନେଇ କଳକାରଖାନା ସପକ୍ଷରେ ଜିନ୍ଦାବାଦ ପକେଇଲା!
26/04/2024
କଂଗ୍ରେସ ଦଳର ସୋସିଆଲ ମିଡ଼ିଆ ଓ ଡିଜିଟାଲ କମ୍ୟୁନିକେସନ ର ଯାଜପୁର ଜିଲ୍ଲା ସଂଯୋଜକ ସାମନ୍ତ ନିରଞ୍ଜନ ଜେନାମଣି ତାଙ୍କ ପଦବୀରୁ ଇସ୍ତଫା ଦେଲେ?? ଅଭିଯୋଗ - ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଦ୍ୱାରା ସୁକିନ୍ଦା ନିର୍ବାଚନ ମଣ୍ଡଳୀ କଂଗ୍ରେସ ପ୍ରାର୍ଥୀ ଘୋଷଣା ରେ ଦଳ ଭୁଲ ନିଷ୍ପତ୍ତି ଗ୍ରହଣ କରିଛି!!
21/03/2023
ବରିଷ୍ଠ କଂଗ୍ରେସ ନେତା ତଥା ସୁକିନ୍ଦା ବ୍ଲକ ର ପୂର୍ବତନ ଅଧ୍ୟକ୍ଷ ଶ୍ରୀଯୁକ୍ତ ଜୟକୃଷ୍ଣ ବେହୁରା ଙ୍କ ର ଆଜି ଭୋର 3 ଘଟିକା ସମୟ ରେ ପରଲୋକ ଘଟିଛି। ସେ ଦୀର୍ଘ ଦିନ ଧରି ଚିକିତ୍ସିତ ହେଉଥିଲେ ।
ଅମର ଆତ୍ମାର ସଦଗତି କାମନା କରୁଛି 💐🙏🏻💐
Click here to claim your Sponsored Listing.
Location
Category
Website
Address
Kalinganagar Industrial Hub
Jajpur
755026
