17/12/2024
ଧନ୍ୟବାଦ ଆପଣଙ୍କୁ TP Northern Odisha Distribution Limited ଲୋକଙ୍କ ସୁରକ୍ଷ୍ୟା ପାଇଁ ଆପଣଙ୍କ ସହଯୋଗ ଯେବେ ବି ଲୋଡ଼ା ହୋଇଛି ଆପଣଙ୍କ ସହଯୋଗ ସଦା ସର୍ବଦା ମିଳିଛି ଆସ କରେ ଆଗକୁ ବି ଲୋକ ମାନଙ୍କ ସୁରକ୍ଷ୍ୟା ପାଇଁ ସହଯୋଗ ର ହାତ ବଢ଼ାଇ ବେ l ଧନ୍ୟବାଦ UNITY IS STRENGTH GROUP ସଦସ୍ୟ ମାନ ଙ୍କୁ ଯେଉଁମାନେ ପ୍ରତ୍ୟକଟି କ୍ଷେତ୍ର ରେ ସହଯୋଗ କରି ଆସିଛନ୍ତି ଏବଂ ଆଶା କରେ ଆଗକୁ ମଧ୍ୟ ପ୍ରତ୍ୟକଟି ଉର୍ନ୍ନତି ମୂଳ କାର୍ଯ୍ୟ ରେ ସହଯୋଗ କରିବେ ଧନ୍ୟବାଦ l
ସୌଜନ୍ୟ-ମା ତାରିଣୀ ଯୁବକ ସଂଘ
ସ୍ଥାନ-ଚାଉଳିଆ ରାୟ ସାହି.
05/12/2024
ଧନ୍ୟବାଦ Panchayati Raj and Drinking Water Department, Government of Odisha ଏବଂ Rural water supply and sanitation jajpur ଆପଣଙ୍କୁ ଆପଣ ଙ୍କ ସହଯୋଗ ପାଇଁ ବହୁତ ଦିନ ଧରି ପଡି ରହି ଥିବା ଚାଉଳିଆ ହାଟ ଛକ ଟାଙ୍କି ଟି ଅପରିଷ୍କାର କାରଣରୁ ପାଣି ବେବହାର ଉପଯୋଗୀ ନଥିଲା ପରିସ୍କାର କରିବା ସହିତ ଟାଙ୍କି ଟି ବେବହାର ଉପଯୋଗୀ କରିଥିବାରୁ ଆପଣ ଙ୍କୁ ଧନ୍ୟଵାଦ l ଧନ୍ୟବାଦ UNITY IS STRENGTH GROUP ସଦସ୍ୟ ମାନ ଙ୍କୁ ଯେଉଁମାନେ ପ୍ରତ୍ୟକଟି କ୍ଷେତ୍ର ରେ ସହଯୋଗ କରି ଆସିଛନ୍ତି ଏବଂ ଆଶା କରେ ଆଗକୁ ମଧ୍ୟ ପ୍ରତ୍ୟକଟି ଉର୍ନ୍ନତି ମୂଳ କାର୍ଯ୍ୟ ରେ ସହଯୋଗ କରିବେ ଧନ୍ୟବାଦ l
ସୌଜନ୍ୟ-ମା ତାରିଣୀ ଯୁବକ ସଂଘ
ସ୍ଥାନ-ଚାଉଳିଆ ହାଟ ଛକ.
28/05/2024
ଓଡ଼ିଶାରେ ଲୋକମାନେ ଯେଉଁଭଳି ଭାବେ ନିରବ ରହି ଛନ୍ତି କିଛି ନାଁ କିଛି ପରିବର୍ତ୍ତନ ର ଆବାସ ମିଳୁଛି "ବିଜେପି ସରକାର ଗଢିବାକୁ ଯାଉନିତ" ଅପେକ୍ଷା ରହିଲା ଜୁନ ୪ କୁ l
24/05/2024
ବିକାଶ କରିବା ପାଇଁ ଏବଂ ଦୁର୍ନୀତି ହଟେଇବା ପାଇଁ ୨୪ ବର୍ଷ ସମୟ କମ ଲାଗିବା ଏହା ଏକ ନିହାତି ଲଜ୍ୟା ଜନକ କଥା l ୨୪ ବର୍ଷ ସରକାର ଙ୍କର ବିକାଶ ନାଁରେ ରାଜନୀତି କୁ ଓଡ଼ିଶାର ଜନ ସାଧାରଣ ଠିକ ବୁଝି ସାରିଲେଣି l ଖାଲି ବାକି ରହିଲା ତାର ଜବାବ ଭୋଟ ମାଧ୍ୟମରେ ଓଡିଶା ବାସୀ ନିଶ୍ଚୟ ଦେବେ l
16/12/2023
ଧନ୍ୟବାଦ TP Northern Odisha Distribution Limited ଆପଣଙ୍କୁ ଆପଣ ଙ୍କ ସହଯୋଗ ପାଇଁ ବହୁତ ଦିନ ଧରି ବିପଦ ସଂକୁଳ ଆବସ୍ଥାରେ ପଡି ରହି ଥିବା ଇଲେକଟ୍ରି ଟ୍ରାନ୍ସଫର୍ମର ରେ ସୁରକ୍ଷ୍ୟା ପାଚେରୀ ନିର୍ମାଣ ଦ୍ୱାରା ପରିବର୍ତନ କରିଥିବାରୁ ଧନ୍ୟବାଦ UNITY IS STRENGTH GROUP ସଦସ୍ୟ ମାନ ଙ୍କୁ ଯେଉଁମାନେ ପ୍ରତ୍ୟକଟି କ୍ଷେତ୍ର ରେ ସହଯୋଗ କରି ଆସିଛନ୍ତି ଏବଂ ଆଶା କରେ ଆଗକୁ ମଧ୍ୟ ପ୍ରତ୍ୟକଟି ଉର୍ନ୍ନତି ମୂଳ କାର୍ଯ୍ୟ ରେ ସହଯୋଗ କରିବେ ଧନ୍ୟବାଦ l
ସୌଜନ୍ୟ-ମା ତାରିଣୀ ଯୁବକ ସଂଘ
ସ୍ଥାନ-ଚାଉଳିଆ ରାୟ ସାହି.
16/12/2023
ଧନ୍ୟବାଦ TP Northern Odisha Distribution Limited ଆପଣଙ୍କୁ ଆପଣ ଙ୍କ ସହଯୋଗ ପାଇଁ ବହୁତ ଦିନ ଧରି ବିପଦ ସଂକୁଳ ଆବସ୍ଥାରେ ପଡି ରହି ଥିବା ଇଲେକଟ୍ରି ତାର ଟିକୁ କଭର ତାର ରେ ପରିବର୍ତନ କରିଥିବାରୁ ଧନ୍ୟବାଦ UNITY IS STRENGTH GROUP ସଦସ୍ୟ ମାନ ଙ୍କୁ ଯେଉଁମାନେ ପ୍ରତ୍ୟକଟି କ୍ଷେତ୍ର ରେ ସହଯୋଗ କରି ଆସିଛନ୍ତି ଏବଂ ଆଶା କରେ ଆଗକୁ ମଧ୍ୟ ପ୍ରତ୍ୟକଟି ଉର୍ନ୍ନତି ମୂଳ କାର୍ଯ୍ୟ ରେ ସହଯୋଗ କରିବେ ଧନ୍ୟବାଦ l
ସୌଜନ୍ୟ-ମା ତାରିଣୀ ଯୁବକ ସଂଘ
ସ୍ଥାନ-ଚାଉଳିଆ ରାୟ ସାହି.
16/12/2023
ଧନ୍ୟବାଦ Panchayati Raj and Drinking Water Department, Government of Odisha ଏବଂ Rural water supply and sanitation jajpur ଆପଣଙ୍କୁ ଆପଣ ଙ୍କ ସହଯୋଗ ପାଇଁ ବହୁତ ଦିନ ଧରି ପଡି ରହି ଥିବା ନଳକୂପ ଟି କୁ ନୂତନ ଜୀବନ ଦେଇ ଥିବାରୁ l ଅନେକ ଲୋକ ଙ୍କ ଶୋଷ ମେଣ୍ଟେଇବା ସହିତ ଖରା ଦିନେ ଲୋକ ଙ୍କ ପାଇଁ ବରଦାନ ହେବ l ଧନ୍ୟବାଦ UNITY IS STRENGTH GROUP ସଦସ୍ୟ ମାନ ଙ୍କୁ ଯେଉଁମାନେ ପ୍ରତ୍ୟକଟି କ୍ଷେତ୍ର ରେ ସହଯୋଗ କରି ଆସିଛନ୍ତି ଏବଂ ଆଶା କରେ ଆଗକୁ ମଧ୍ୟ ପ୍ରତ୍ୟକଟି ଉର୍ନ୍ନତି ମୂଳ କାର୍ଯ୍ୟ ରେ ସହଯୋଗ କରିବେ ଧନ୍ୟବାଦ l
ସୌଜନ୍ୟ-ମା ତାରିଣୀ ଯୁବକ ସଂଘ
ସ୍ଥାନ-ଚାଉଳିଆ ହାଟ ଛକ.
16/12/2023
ଧନ୍ୟବାଦ Panchayati Raj and Drinking Water Department, Government of Odisha ଆପଣଙ୍କୁ ଆପଣ ଙ୍କ ସହଯୋଗ ପାଇଁ ବହୁତ ଦିନ ଧରି ପଡି ରହି ଥିବା ଆମ ଅଞ୍ଚଳର ସର୍ବ ପୁରାତନ ନଳକୂପ ଟି କୁ ନୂତନ ଜୀବନ ଦେଇ ଥିବାରୁ l ଅନେକ ଲୋକ ଙ୍କ ଶୋଷ ମେଣ୍ଟେଇବା ସହିତ ଖରା ଦିନେ ଲୋକ ଙ୍କ ପାଇଁ ବରଦାନ ହେବ l ଧନ୍ୟବାଦ UNITY IS STRENGTH GROUP ସଦସ୍ୟ ମାନ ଙ୍କୁ ଯେଉଁମାନେ ପ୍ରତ୍ୟକଟି କ୍ଷେତ୍ର ରେ ସହଯୋଗ କରି ଆସିଛନ୍ତି ଏବଂ ଆଶା କରେ ଆଗକୁ ମଧ୍ୟ ପ୍ରତ୍ୟକଟି ଉର୍ନ୍ନତି ମୂଳ କାର୍ଯ୍ୟ ରେ ସହଯୋଗ କରିବେ ଧନ୍ୟବାଦ l
ସୌଜନ୍ୟ-ମା ତାରିଣୀ ଯୁବକ ସଂଘ
ସ୍ଥାନ-ଚାଉଳିଆ ରାୟ ସାହି.